Posted inଜାତୀୟ

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷ ମାୟାବତୀ ପୁଣିଥରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜନଗଣନା କଥା ଉଠାଇଛନ୍ତି। ଯଦି କେନ୍ଦ୍ର ସରକାର ଏ ଦିଗରେ ଗଠନମୂଳକ ପଦକ୍ଷେପ ନିଅନ୍ତି, ତେବେ ତାଙ୍କ ଦଳ ପାର୍ଲାମେଣ୍ଟ ଓ ବାହାରେ କେନ୍ଦ୍ରକୁ ସମର୍ଥନ ଯୋଗାଇଦେବ ବୋଲି ମାୟାବତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଟିଂ ଆପ୍‌ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍‌ପିଙ୍କ ଫଟୋ

କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶ୍‌ରତ୍‌ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ...

ବିବାହ କରୁଛନ୍ତି କି, ଏଣିକି ଜଗିବ ପୋଲିସ

ମନାଲି,୨୯।୭: ହିମାଚଳ ପ୍ରଦେଶର ପର୍ଯ୍ୟଟନ ସହର ମନାଲିରେ ବିବାହ ଉତ୍ସବ ଏବେ ପ୍ରଶାସନ ଏବଂ ପୋଲିସର ତତ୍ତ୍ୱାବଧାନରେ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନାଲି...

ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ୧୦ ମନ୍ତ୍ରୀ, ୨୦ ବିଧାୟକ ସଂକ୍ରମିତ

ମୁମ୍ବାଇ,୧ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଅନ୍ୟପଟେ ଓମିକ୍ରନ୍ ବି ଦ୍ରୁତ ବେଗରେ ମାଡି ଚାଲିଛି ।...

ଜୋରଜବରଦସ୍ତ ଟିକା ଦିଆଯାଉ ନାହିଁ

ନୂଆଦିଲ୍ଲୀ,୧୭।୧: କୌଣସି ବ୍ୟକ୍ତିଙ୍କ ବିନା ସହମତିରେ ତାଙ୍କୁ କୋଭିଡ୍‌ ଟିକା ଦିଆଯାଇପାରିବ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା କୋଭିଡ୍‌-୧୯ ଟିକା ଗାଇଡ୍‌ଲାଇନରେ ବାଧ୍ୟତାମୂଳକ...

ଜାତୀୟ କ୍ରୀଡ଼ା ଦିବସ: ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି...

ବିଶ୍ୱ କଲ୍ୟାଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଜରୁରୀ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧୨ : ବିଶ୍ୱର ବୃହତ୍ତମ ଅର୍ଥନୀତିର ଫୋରମ ଜି-୨୦ ରେ ଭାରତର ଅଧ୍ୟକ୍ଷତା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି...

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ...

ସରକାରଙ୍କ ସହ ଆଜି ଆଲୋଚନା

ନୂଆଦିଲ୍ଲୀ, ୪।୧: କେନ୍ଦ୍ର ସରକାରଙ୍କ ସହ ଚାଷୀନେତାଙ୍କର ସୋମବାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।...

Advertisement
Archives

Model This Week