ବର୍ଷାଦିନିଆ ପୋଷାକ

ବର୍ଷାଦିନେ ପାଣିପାଗକୁ ଲକ୍ଷ୍ୟ କରି ପୋଷାକ
ପିନ୍ଧିଲେ ଷ୍ଟାଇଲିସ୍‌ ଦେଖାଯିବା ସହିତ ପରିବେଶକୁ ଉପଭୋଗ କରିହେବ। ତେଣୁ ଏହି ଋତୁରେ କିଭଳି ପୋଷାକ ଚୟନ କରିବେ ଜାଣି ରଖନ୍ତୁ..

ପୋଷାକ: ବର୍ଷାଦିନ ପାଇଁ ଏଭଳି ପୋଷାକ ଚୟନ କରନ୍ତୁ ଯେପରି ବର୍ଷା ପାଣି ପଡିବା ମାତ୍ରେ ତାହା ସଙ୍ଗେ ସଙ୍ଗେ ଓଦା ହୋଇ ଯାଉ ନ ଥିବ। ଏହା ସହିତ ଓଦା ହେଲେ ଶୀଘ୍ର ଶୁଖି ପାରୁଥିବ। ପ୍ଲାଜୋ, ଟ୍ରାଉଜର କିମ୍ବା ମ୍ୟାକ୍ସି ଡ୍ରେସ ଭଳି ପୋଷାକ ପିନ୍ଧନ୍ତୁ ନାହିଁ। ଆଙ୍କେଲ ଲେନ୍‌ଥ କିମ୍ବା ସର୍ଟସ ଅବା ସ୍କର୍ଟ ଆଦି ପିନ୍ଧନ୍ତୁ।
ରଙ୍ଗ: ବର୍ଷାଦିନେ ରାସ୍ତାଘାଟରେ ପାଣି କାଦୁଅର ସମସ୍ୟା ରହିଥାଏ। ତେଣୁ ଏହି ଋତୁରେ ଧଳା ରଙ୍ଗର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। କାରଣ ଦାଗ ଲାଗିବାର ସମ୍ଭାବନା ବହୁତ ରହିଥାଏ। ଏହି ଋତୁରେ ରଙ୍ଗିନ ପୋଷାକ ପିନ୍ଧନ୍ତୁ। ରଙ୍ଗିନ ପୋଷାକ ଋତୁ ଅନୁସାରେ ଭଲ ମ୍ୟାଚିଂ କରିବା ସହିତ ଦାଗ ଲାଗିବାର ଭୟ ମଧ୍ୟ ରହି ନ ଥାଏ।
ଫାବ୍ରିକ: ବର୍ଷାଦିନେ ଏଭଳି ଫାବ୍ରିକର କପଡା ପିନ୍ଧନ୍ତୁ, ଯାହା ଆରାମଦାୟକ ହେବା ସହିତ ଶୀଘ୍ର ଶୁଖି ପାରୁଥିବ। ତେଣୁ ଡେନିମ୍‌ କିମ୍ବା ସିଲ୍କ ଭଳି ଫାବ୍ରିକର ଡ୍ରେସ ବ୍ୟବହାର କରନ୍ତୁ ନାହିଁ। ଏହି ଋତୁରେ କର୍ଟନ ଫାବ୍ରିକ ବହୁତ ଭଲ ଏବଂ ଏହା ତ୍ୱଚା ପାଇଁ ମଧ୍ୟ ଭଲ।
ଜୋତା :ଏହି ଋତୁରେ ଲେଦର ଓ ଭେଲଭେଟ୍‌ ମ୍ୟାଟେରିଆଲର ଜୋତା ବ୍ୟବହାର କରନ୍ତୁ ନାହିଁ। ବର୍ଷାଦିନ ପାଇଁ ଫ୍ଲିପ୍‌ଫ୍ଲପ୍‌ ଜୋତା ପିନ୍ଧିନ୍ତୁ ଷ୍ଟାଇଲିସ୍‌ ଦେଖାଯିବା ସହିତ ପାଣି ଲାଗିଲେ ଜୋତା ବି ଖରାପ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri