Home Left

ହୋଲି ଲୁକ୍‌ରେ ନେହା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ସୁନ୍ଦର ଗାୟିକା ଭାବେ ପରିଚିତ ନେହା କକ୍କରଙ୍କ ହୋଲି ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ନେହା ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ…

ଜାଣନ୍ତି ହୋଲିରେ କାହିଁକି ପିନ୍ଧାଯାଏ ଧଳା ପୋଷାକ

ପ୍ରତ୍ୟେକ ବର୍ଷ ଫାଲ୍‌ଗୁନ ମାସରେ ହୋଲି ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ଉତ୍ସବ ଟିକେ ଫିକା ପଡ଼ିବ। ସେ ଯାହା ହେଉନା କାହିଁକି ପୌରାଣିକ ଯୁଗରୁ ପାଳିତ ହୋଇ ଆସୁଥିବା ଏହି…

ଟିଭି ଶୋ’ରେ ପ୍ରଥମ ଥର ହେଲା ଏପରି ବିବାହ: ବିଶ୍ୱାସ କରିପାରୁ ନାହାନ୍ତି ଦର୍ଶକ…

ଭାରତୀୟ ସିରିଏଲ୍‌ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍‌ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି। ବର୍ତ୍ତମାନ ଏକ ସିରିଏଲ୍‌ରେ ଏମିତି କିଛି ଘଟିଛି, ଯାହାକୁ ଦେଖିବା ପରେ ହସିବା ସହ…

ଜନବସତି ମୁହାଁ ଜୀବଜନ୍ତୁ

ବାଲେଶ୍ୱର ଅଫିସ,୨୭।୩: ଜଙ୍ଗଲ କ୍ଷୟକ୍ଷତି, ଖାଦ୍ୟ ଅଭାବ ପାଇଁ ଜୀବଜନ୍ତୁ ଜନବସତି ଆଡ଼କୁ ମୁହାଁଉଛନ୍ତି। ବାଲେଶ୍ୱର ଜିଲାର ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତ ବେଣ୍ଟପୁର ଗ୍ରାମକୁ ଏକ ଛୋଟ ହାତୀ ପଶି ଆସିଛି। ସେ ଗ୍ରାମର ମଧୁସୂଦନ ସାହୁଙ୍କ ବାଡ଼ିିରେ ପଶି…

ଭାରତକୁ ହରାଇବା ନେଇ ଏଭଳି କହିଲେ ଇଂଲଣ୍ଡ ଅଧିନାୟକ, ବୋଲରମାନେ…

ପୁଣେ,୨୭।୩: ଭାରତକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୬ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ ଟିମ୍‌। ଫଳରେ ଦଳ ପ୍ରଥମ ଦିନିକିଆରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର କହିଛନ୍ତି, ଭାରତକୁ…

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କଲେ ସ୍ବାମୀ

ଲୋଇସିଂହା,୨୭।୩: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସଂସା ଗାଁରେ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ସୁଦାମ ସାହୁ (୩୫)ଙ୍କ ସ୍ତ୍ରୀ ଦଶମୀ ସାହୁ। ଶୁକ୍ରବାର ବିଳମ୍ବିତ ରାତିିରେ ସୁଦାମ ଓ…

କଣ୍ଟାଳିଆ ଫଳରୁ ପ୍ରସ୍ତୁତ ଆଣ୍ଟି ବ୍ୟାକ୍ଟେରିଆଲ ବ୍ୟାଣ୍ଡେଜ୍‌, ନିମିଷକରେ ଭଲ ହେବ ଏସବୁ

ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍‌ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ, କଟା, ପୋଡ଼ା, ଦରଜ ଆଦି ଖୁବ୍‌ ଶୀଘ୍ର ଭଲ ହୋଇଯିବ। ଏହି ଫଳର…

ସାମ୍ନାକୁ ଆସିଲା କାର୍ତ୍ତିକଙ୍କ କୋଭିଡ୍‌ ସେଲଫି ଫଟୋ: କହିଲେ ଏମିତି …

କାର୍ତ୍ତିକ ଆର୍ଯ୍ୟନ ବଲିଉଡ୍‌ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ସମୟ ମଧ୍ୟରେ କାର୍ତ୍ତିକ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି। ତାଙ୍କର ଲୋକପ୍ରିୟତା କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସୀମିତ ନୁହେଁ, ପ୍ରଶଂସକଙ୍କ ମଧ୍ୟରେ ବି ସେ ବେଶ୍‌ ଚର୍ଚ୍ଚିତ।…

ଭାରତଠାରୁ ବିଜୟ ଛଡ଼ାଇ ନେଲା ଇଂଲଣ୍ଡ: ପରାଜୟକୁ ନେଇ ଏଭଳି କହିଲେ ଅଧିନାୟକ

ପୁଣେ,୨୭।୩: ଭ୍ରମଣକାରୀ ଇଂଲଣ୍ଡ ଦଳ ପ୍ରଥମ ଦିନିକିଆରେ ପରାଜୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିକିକିଆରେ ୬ ଉଇକେଟରେ ଭାରତକୁ ପରାସ୍ତ କରିଛି ଦଳ। ଟସ୍‌ ହାରି ପ୍ରଥମ ବ୍ୟାଟିଂ କରି…

ଟ୍ରେନ୍‌ ଲାଇନରେ ବସି ଫଟୋଶୁଟ୍‌ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଜରୀନ୍‌ ଖାନ୍‌ ବଲିଉଡ୍‌ ସାଙ୍ଗକୁ ପଞ୍ଜାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଦ୍ୱାରା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫିଲ୍ମ ସାଙ୍ଗକୁ ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ୍‌ ସକ୍ରିୟ। ତାଙ୍କ ଫଟୋ ଏବଂ ଭିଡିଓ ଅନେକ ସମୟରେ…

ପ୍ରେମିକଙ୍କୁ ଧରିବା ପାଇଁ ୬ ଘଣ୍ଟା ଖଟ ତଳେ ଲୁଚିଥିଲେ ମହିଳାଙ୍କ ସ୍ବାମୀ, ଆଉ ତା’ ପରେ…

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଖଟ ତଳେ ଦୀର୍ଘ ୬ ଘଣ୍ଟା ଲୁଚି ରହିଥିଲେ। ପରେ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ… ପେସାରେ ବଢ଼େଇ ଥିବା ଭରତ…

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କେଦାରନାଥ ସଭାପତି, ପ୍ରକାଶ ଚନ୍ଦ୍ର ହେଲେ ସମ୍ପାଦକ

ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏଥିରେ ସଭାପତି ଭାବେ କେଦାରନାଥ ପଟ୍ଟନାୟକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri