Home Left

ବିଲେଇ ଆଁରୁ ଚକମା ଦେଖାଇ ଖସିଲା ପକ୍ଷୀ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

କୋହଲି କିମ୍ବା ରୋହିତ ନୁହନ୍ତିି; ଏହି କ୍ରିକେଟରଙ୍କୁ ନିଜ ଆଇପିଏଲ୍‌ ଟିମ୍‌ର ଅଧିନାୟକ ଭାବେ ବାଛିଲେ ଡିଭିଲିୟର୍ସ

ନୂଆଦିଲ୍ଲୀ,୨।୪: ଆଉ ଦିନ କେଇଟାରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଥିନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହି କ୍ରମରେ ନିଜ ଟିମ୍‌ ଚୟନକୁ ନେଇ ଚର୍ଚ୍ଚାରେ ଆର୍‌ସିବି(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଏବି ଡି…

ବାପାଙ୍କୁ ଆଲିଙ୍ଗନକରି କାନ୍ଦିବାକୁ ଲାଗିଲେ ଏହି ଖେଳାଳିଙ୍କ ୨ ଝିଅ: କାରଣ ଜାଣିଲେ…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସମସ୍ତ ଖେଳାଳି ସେମାନଙ୍କ ଟିମ୍‌ ନିକଟରେ ପହଞ୍ଚି ସାରିଛନ୍ତି। ବିଦେଶର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚି ସାରିଲେଣି। ଏହାରି ମଧ୍ୟରେ ଅଷ୍ଟ୍ରେଲିଆର…

ଭଉଣୀ ବାହାଘର ପାଇଁ ପାଖରେ ନ ଥିଲା ଟଙ୍କା, ଆଜି ବଡ଼ ଷ୍ଟାର

ମୁମ୍ବାଇ: ଆଜି ଅର୍ଥାତ୍‌ ଏପ୍ରିଲ ୨ରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଜନ୍ମଦିନ। ୧୯୮୧ରେ କପିଲ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଲୋକଙ୍କ ମୁହଁରେ ହସ ଫୁଟାଉଥିବା କପିଲ ଆଜି ଘରେ ଘରେ ପରିଚିତ। ମାତ୍ର ଏହି ଜାଗାରେ ପହଞ୍ଚିବା ପାଇଁ ତାଙ୍କୁ…

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌ ମିଳିବା ଘଟଣା: ୪ ଅଫିସର ନିଲମ୍ବିତ

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପଥରକଣ୍ଡିର ଭାଜପା ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଏକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…

ମାମୁଁ ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ! କୃଷ୍ଣା କହିଲେ…

ବମ୍ବେ: ବୁଝାମଣାର ଅଭାବ ହେଲେ ଫିକା ପଡ଼ିଥାଏ ସମ୍ପର୍କ। ସେଭଳି କିଛି ଘଟିଛି ସୁପରଷ୍ଟାର ଗୋବିନ୍ଦାଙ୍କ ଏବଂ ଭଣଜା କୃଷ୍ଣା ଅଭିଷେକଙ୍କ କ୍ଷେତ୍ରରେ। ମାମୁଁଙ୍କୁ କୃଷ୍ଣା ବହୁତ ଭଲ ପାଉଥିଲେ ହେଁ ଏବେ ଉଭୟଙ୍କ ସମ୍ପର୍କ ଆଗଭଳି ନାହିଁ। କିଭଳି ତାହାକୁ…

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗାଁର ମହାନ୍ତ ସାହିରୁ ଶୁକ୍ରବାର ସାକଳେ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ। ନିକୁଞ୍ଜ ତାଙ୍କ…

ଆରଏସଏସ, ଭାଜପା ବିଷ ସଦୃଶ: ଏହାର ସ୍ବାଦ ଚାଖିଲେ ମରିବେ

ପୁଡୁଚେରୀ,୨।୪: ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ ୬ରେ ହେବ। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ର ଆଦର୍ଶ…

୫୦ ଫୁଟ ଉଚ୍ଚର ପାଣି ଟାଙ୍କି ଉପରେ ଚଢ଼ି ନିଶାରେ ଡ୍ୟାନ୍ସ କଲେ ଯୁବକ, ଆଉ ତା’ ପରେ…

ଉତ୍ତରପ୍ରଦେଶର ପ୍ରତାପଗଡ଼ ସଦର ତହସିଲ ଗେଟ୍‌ ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଚଢ଼ି ଜଣେ ଯୁବକ ଏମିତି ଡ୍ୟାନ୍ସ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ କୋତବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ…

ଦିଅରଙ୍କ ହାତରେ ଭାଉଜଙ୍କ ଜୀବନ ଗଲା

କଟକ ଅଫିସ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ଭାଉଜ ହେଲେ କାମାକ୍ଷୀ ସ୍ବାଇଁ (୪୫)। କାମାକ୍ଷୀଙ୍କ ଶରୀରର ବିଭିନ୍ନ…

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌: ଟାର୍ଗେଟ କଲେ ପ୍ରିୟଙ୍କା

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପଥରକଣ୍ଡିର ଭାଜପା ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ କାରରେ ଏକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…

ଆଜି ରାଜ୍ୟରେ ୪୦୦ ପାର୍‌ କଲା କରୋନା

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୪୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri