ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା; ନିର୍ବାଚନୀ ସଭା ବାତିଲ
ନୂଆଦିଲ୍ଲୀ,୨।୪: ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ସତର୍କତା ଅବଲମ୍ବନସ୍ବରୂପ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଣୁ ସେ ଆସାମ ଏବଂ ତାମିଲନାଡ଼ୁରେ ହେବାକୁ…
ପୂରଣ ହେଲା ଏକତାଙ୍କ ସ୍ବପ୍ନ
ଏକତା କପୁର ଏବଂ ବିକାଶ ବହଲ ଫିଲ୍ମ ‘ଗୁଡବାୟ’ ମାଧ୍ୟମରେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏଥିରେ ମହାନାୟକ ଅମିତାଭ ବଚ୍ଚନ ଏବଂ ସାଉଥ୍ ଅଭିନେତ୍ରୀ ରଶ୍ମିକା ମଦାନାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଇତିମଧ୍ୟରେ ଆରମ୍ଭ…
ବିଶ୍ୱକପ୍ ବିଜୟକୁ ପୁରିଲା ୧୦ ବର୍ଷ; ଗମ୍ଭୀର କହିଲେ ‘ଆଉ ଖୁସି ହେବାର ସମୟ ନାହିଁ, ସମୟ ଆସିଛି…’
ନୂଆଦିଲ୍ଲୀ,୨।୪: ୨୦୧୧ ବିଶ୍ୱକପ୍ରେ ଭାରତର ବିଜୟକୁ ପୁରିଛି ଦଶ ବର୍ଷ। ଏହି ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଥିବା କ୍ରିକେଟରଙ୍କ ମଧ୍ୟରେ ଜଣେ ଥିଲେ ଗୌତମ ଗମ୍ଭୀର। ହେଲେ ସେ ଏହାକୁ ନେଇ ଉତ୍ସାହିତ ହେବାକୁ ନେଇ ନିଆରା ପ୍ରତିକ୍ରିୟା ରଖି…
କାଲିଠୁ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ
ମୁମ୍ବାଇ, ୨।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅର୍ଥାତ୍ ଏପ୍ରିଲ ୩ରୁ ୧୨ ଘଣ୍ଟିଆ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି। ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ…
୧୪ ସିଜନରେ ୧୩ ଥର ଅଧିନାୟକ ପରିବର୍ତ୍ତନ କରି ରେକର୍ଡ କରିଛି ଏହି ଆଇପିଏଲ୍ ଟିମ୍; ଏବେ କେ.ଏଲ୍.ଙ୍କ ସ୍ଥାନରେ…
ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ଇତିହାସରେ ଅନେକ ଅଭିଜ୍ଞ କ୍ରିକେଟରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେଥିରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତି ସିଜିନରେ ଦଳର ଅଧିନାୟକ ରହିଆସୁଛନ୍ତି। ହେଲେ କିଛି ଟିମ୍ ଏଭଳି ରହିଛି ଯିଏ ସର୍ବାଧିକ…
ଏହି ୨ ଖେଳାଳିଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଦାମୀ ଉପହାର: ରିଟର୍ନରେ ମିଳିଲା…
୨୦୨୧ ଜାନୁଆରୀରେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁକୁ ଧୂଳି ଚଟାଇଥିବା ଭାରତୀୟ ଦଳର ଐତିହାସିକ ବିଜୟ ହୋଇଥିଲା। ଭାରତର ଏହି ବିଜୟ ପରେ ଦଳର ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା କମ୍ପାନୀ ‘ମହିନ୍ଦ୍ରା ଥର ୟୁଏସ୍ଭି’ ଦେବ ବୋଲି ପ୍ରତିଜ୍ଞା କରିଥିଲା। ଏବେ…
ମଣିଷ ହିତାହିତଜ୍ଞାନ ଭୁଲିବା ପରେ କାଉ କରୁଛି ଏପରି, ଭିଡିଓ ଭାଇରାଲ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାଉକୁ ଦେଖିବାକୁ ମିଳୁଛି। ପରେ କାଉଟି ଲୋକେ ତଳେ…
ବୟସ ମାତ୍ର ୧୭; ହେଲେ ବାବର ଆଜମଙ୍କ ପରେ ଏବେ କୋହଲିଙ୍କ ଉଇକେଟ ନେବାକୁ ସ୍ବପ୍ନ ଦେଖୁଛନ୍ତି ଏହି ପାକିସ୍ତାନୀ ସ୍ପିନର
ନୂଆଦିଲ୍ଲୀ,୨।୪: ପାକିସ୍ତାନର ବାମହାତୀ ସ୍ପିନର ଫୈସଲ ଅକ୍ରମଙ୍କୁ ଏବେ ମାତ୍ର ୧୭ ବର୍ଷ। ହେଲେ କ୍ରିକେଟ ପଡ଼ିଆରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ପ୍ରଶଂସିତ ହେଉଛନ୍ତି। ଏହି ଯୁବ କ୍ରିକେଟର ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି ଅନେକ କହୁଛନ୍ତି। ଏହାଛଡ଼ା ନିକଟରେ…
ପ୍ରଥମଥର ଟ୍ରେନ୍ ଦେଖି ଏମିତି ପ୍ରତିକ୍ରିୟା ଦେଲେ କୁନି ଝିଅ, ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅ ରେଲ୍ଓ୍ବେ ଷ୍ଟେଶନରେ ଛିଡ଼ା ହୋଇଛି। ଟ୍ରେନ୍ ଆସିବା କ୍ଷଣି ସେ ଏମିତି ପ୍ରତିକ୍ରିୟା ଦେଇଛି , ଯାହା…
ପାଣି କୁଣ୍ଡରେ ଗଳିପଡ଼ିଥିଲା ହାତୀ ଛୁଆ, ଭଙ୍ଗା ହେବା ପରେ ଟେକି ନେଲା ମା’
ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦାର ନିକଟରେ ଥିବା ଦଶ ଫୁଟ ଗଭୀର ପାଣି କୁଣ୍ଡ ଭିତରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ଶୁକ୍ରବାର ଭୋରୁ ହାତୀ ଛୁଆଟି କୁଣ୍ଡରେ ଗଳି ପଡ଼ିଥିବା ଖବର ପାଇ…
ଆଇପିଏଲ୍ ପୂର୍ବରୁ ପୁଣିଥରେ ଭାବୁକ ହୋଇପଡ଼ିଲେ କୋହଲି: ଫଟୋ ଶେୟାର କରି …
ଏପ୍ରିଏ ୯ରୁ ଆଇପିଏଲ୍ର ୧୪ତମ ସିଜିନ୍ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଆର୍ବିସି ଅଧିନାୟକ ବିରାଟ କୋହଲି ଗୁରୁବାର ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ତେବେ ଆଇପିଏଲ୍ ପୂର୍ବରୁ…
ତାଇଓ୍ବାନ୍ରେ ଟ୍ରେନ୍ ଦୁର୍ଘଟଣା: ୩୬ ଯାତ୍ରୀ ମୃତ, ୭୨ ଆହତ
ତାଇଓ୍ବାନ୍,୨।୪: ତାଇୱାନର ପୂର୍ବ ଉପକୂଳ ନିକଟରେ ଏକ ଟ୍ରେନ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୩୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜଣ ଆହତ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଟ୍ରେନରେ ୩୫୦ ଯାତ୍ରୀ ଥିଲେ। ଏକ ଟ୍ରକ…
Archives


