ଦେଶ ଛାଡିଲେ ରାଷ୍ଟ୍ରପତି

କାବୁଲ,୧୫।୮: ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘାନି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପରେ ସେ ତାଙ୍କ ଟିମ୍‌ ସହ ଦେଶ ଛାଡି ତାଜାକିସ୍ତାନ ଚାଲିଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଦଖଲକୁ ଚାଲିଯିବାରୁ ରାଷ୍ଟପତି ଘାନିଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି।

ଆଫଗାନିସ୍ତାନ ଉପରାଷ୍ଟ୍ରପତି ଓମରୂଲ୍ଲା ସାଲେହ କହିଛନ୍ତି, ରାଷ୍ଟ୍ରପତି କଦାପି ତାଲିବାନ ଅଧୀନରେ ରହିପାରିବେ ନାହିଁ। ରବିବାର ମଧ୍ୟାହ୍ନରେ କାବୁଲର ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି ତାଲିବାନୀ ଯୋଦ୍ଧା। ଏବେ ସେମାନେ ରାଜଧାନୀ କାବୁଲକୁ ଦଖଲ କରିବାକୁ ଉଦ୍ୟମ କରିବେ। ଏଭଳି ଆଶଙ୍କା ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ଘାନି ଦେଶ ଛାଡି ପଲାୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାବ୍‌ରେ ତିଆରି ହେଲା ମା’ କ୍ଷୀର …

ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...

ନେଫ୍‌ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ...

ଶେନ୍‌ଜେନ୍‌ରେ ବିଲେଇ, କୁକୁର ଖାଇବାକୁ ବାରଣ

ଶେନ୍‌ଜେନ୍‌,୩ା୪: ଚାଇନାର ଦକ୍ଷିଣାଞ୍ଚଳ ସହର ତଥା ଟେକ୍ନୋଲୋଜିର ହବ୍‌ କୁହାଯାଉଥିବା ଶେନ୍‌ଜେନ୍‌ରେ ବିଲେଇ ଓ କୁକୁରଙ୍କ ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା...

ପିସ୍‌ ଟିଭିକୁ ୩ ଲକ୍ଷ ପାଉଣ୍ଡ ଜରିମାନା

ଲଣ୍ଡନ,୧୮ା୫(ପି.ଟି.): ଘୃଣିତ ବକ୍ତୃତା ପ୍ରସାରଣ ଲାଗି ବିବାଦୀୟ ଇସ୍‌ଲାମିକ୍‌ ବକ୍ତା ଜାକିର ନାଏକଙ୍କ ପିସ୍‌ ଟିଭିକୁ ବ୍ରିଟେନ୍‌ର ଗଣମାଧ୍ୟମ ନିୟନ୍ତ୍ରକ ଅଫ୍‌କମ୍‌ ୩ ଲକ୍ଷ ପାଉଣ୍ଡ...

ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି...

୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ...

ଚାଇନାକୁ ଦେବାକୁ ପଡ଼ିବ କରୋନା ସମ୍ପର୍କିତ ତଥ୍ୟ: ସୟଦ ଆକବରଉଦ୍ଦିନ୍

ଜେନେଭା, ୪ ।୪:ସାରା ପୃଥିବୀରେ କରୋନ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମଣ ଆରମ୍ଭ...

ସୁଖୋଇ-୨୭ ସହିତ ରିପର ଡ୍ରୋନ ଧକ୍କା: ରୁଷିଆ-ଆମେରିକା ମୁହାଁମୁହିଁ…

ମସ୍କୋ/ଓ୍ବାଶିଂଟନ,୧୫।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗରରେ ଘଟିଥିବା ଘଟଣା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି। ବାସ୍ତବରେ ରୁଷିଆର ସୁଖୋଇ -୨୭ ବିମାନର...

Advertisement
Archives

Model This Week