Home Left

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଠିକ ୧ ବର୍ଷ ପୂର୍ବେ, ଏହି ଦିନ ଦେଶରେ ସମାନ…

୮୮ ମିନିଟର ଭାଷଣରେ ୨୯ ଥର କୃଷକ ଶବ୍ଦର ବ୍ୟବହାର କଲେ ମୋଦି

ନୂଆଦିଲ୍ଲୀ,୧୫ ।୮: ଦେଶର ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲାଲକିଲାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଆଉ ଏକ ଲମ୍ବା ୮୮ ମିନିଟର ଭାଷଣକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦି ତାଙ୍‌କ…

ନାଗିନ୍‌ ଡ୍ୟାନ୍ସ କଲେ କୋହଲି

ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ ଟ୍ରଫି ଜିତିଥିଲା। ପରେ ଗାଙ୍ଗୁଲି ବାଲକୋନିରୁ ନିଜ ଶରୀରରୁ ଜର୍ସି କାଢି ସେଲିବ୍ରେସନ କରିଥିଲେ।…

ରାୟଗଡ଼ାରେ ଉଡ଼ିଲା ତ୍ରିରଙ୍ଗା

ରାୟଗଡ଼ା ଅଫିସ,୧୫।୮ ରାୟଗଡ଼ାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆଠାରେ ନିରାଡମ୍ବର ଭାବେ ଆଜି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…

ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୧୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟରେ ଉଡ଼ିଲା ତ୍ରିରଙ୍ଗା। ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଏବଂ ବଡ଼ପଡ଼ାରେ, ଯୋଡ଼ାମ୍ବ ଥାନା, ଯୋଡ଼ାମ୍ବ ବିଏସ୍‌ଏଫ କ୍ୟାମ୍ପ, ଗୋରାସେତୁ ବିଏସ୍‌ଏଫ୍‌ କ୍ୟାମ୍ପରେ ସ୍ବାଧୀନତା ଦିବସ…

୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ ଦମ୍ପତି: ମ୍ୟୁଜିୟମରେ ଅଣନାତୁଣୀଙ୍କୁ ମିଳିଲା ପ୍ରମାଣ

ଏକ ଦମ୍ପତି ୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ। ଦେଢ଼ ଶତାବ୍ଦୀ ପରେ ଏବେ ତାଙ୍କ ଅଣନାତୁଣୀଙ୍କୁ ମିଳିଛି ବିବାହ ପ୍ରମାଣପତ୍ର। ଆମେରିକାର ନର୍ଥ କ୍ୟାରୋଲିନା ଥ୍ରିଫ୍ଟ ଷ୍ଟୋରରେ ୧୪୬ ବର୍ଷ ବିବାହର ଏକ ପ୍ରମାଣପତ୍ର ରହିଛି। ଏକ ଫ୍ରେମ୍‌ ଭିତରେ…

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା

ଅନନ୍ତନାଗ,୧୫।୮: ସମଗ୍ର ଦେଶରେ ରବିବାର ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଛି ତ୍ରିରଙ୍ଗା। ଭାରତୀୟ ଯବାନମାନେ ଅନନ୍ତନାଗ ଜିଲାର ଦକ୍ଷିଣ କଶ୍ମୀରର ମୋର୍ଗାନ ଟପ୍‌ ପର୍ବତ ଶିଖରରେ ଜାତୀୟ ପତାକା ଉତ୍ତୋଳନ…

କାବୁଲରେ ତାଲିବାନ, ଶାନ୍ତିପୂର୍ଣ୍ଣ ଭାବେ ହେବ କ୍ଷମତା ହସ୍ତାନ୍ତର କହିଲେ ମନ୍ତ୍ରୀ…

କାବୁଲ,୧୫।୮: ଆଫଗାନିସ୍ତାନର କାବୁଲରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ସହରର ଆକାଶରେ ସୈନ୍ୟ ବାହିନୀ ହେଲିକପ୍ଟର ଉଡ଼ିବୁଲି ସ୍ଥିତି ଅନୁଧ୍ୟାନ କରୁଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅବଦୁଲ୍‌ ସତାର ମିର୍ଜାକ୍ୱାଲ କହିଛନ୍ତି ଯେ, ସହର ଉପରେ ଆକ୍ରମଣ ହୋଇନାହିଁ। କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ…

ଢେଙ୍କାନାଳରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ କରୋନା…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ

ବରଗଡ଼ ଅଫିସ,୧୫।୮: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ରବିବାର ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ…

ଜିଲାସ୍ତରୀୟ ସ୍ବାଧୀନତା ଦିବସ: ଖୋର୍ଦ୍ଧାରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୫ତମ ଜିଲାସ୍ତରୀୟ ସ୍ବାଧୀନତା ସମାରୋହ ବିଜେବି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସନତ ମହାନ୍ତି ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରି କହିଲେ, କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ କ୍ଷେତ୍ରରେ…

ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ: ପୂର୍ତ୍ତ ବିଭାଗ ମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଅନୁଷ୍ଠିତ ପରେଡ୍‌ରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?