Home Left

ଯିଏ କୃଷକଙ୍କ ସମର୍ଥକ ନୁହେଁ, ସେ ଦେଶଭକ୍ତ ହୋଇପାରିବେ ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପୁଣି କୃଷକଙ୍କ ସମର୍ଥନରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଯିଏ କୃଷକଙ୍କ ସମର୍ଥକ ନୁହଁନ୍ତି, ସେ ଦେଶପ୍ରେମୀ ନୁହଁନ୍ତି। ଏହିପରି ଲୋକମାନେ ଦେଶକୁ ଖାଲି କରିଦେଇଛନ୍ତି ବୋଲି କେଜ୍‌ରିଓ୍ବାଲ୍‌ କହିଛନ୍ତି। ହରିୟାଣାର ଜିନ୍ଦଠାରେ…

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ

ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାରେ କୌଣସି ମୃତାହତ ହୋଇନାହାଁନ୍ତି। ତେବେ…

ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ୭୦ ଦଶକରେ ସେ ବଲିଉଡ୍‌ରେ ଅନେକ ଫିଲ୍ମରେ ହିରୋଇନ୍‌ ଏବଂ ଭିଲେନ୍‌…

ମମତାଙ୍କୁ ବଡ଼ ଝଟ୍‌କା

କୋଲକତା,୪।୪: ଗତ ଏପ୍ରିଲ ୨ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମରେ ସାମାନ୍ୟ ହିଂସା ଦେଖିବାକୁ ମିଳିଥିଲା। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରଥିଲେ ଯେ, ଭୋଟ ସମୟରେ ସେଠାରେ ଥିବା ସୁରକ୍ଷା ବାହିନୀ…

ମା’ ଶ୍ରମିକ, ପୁଅ ଏବେ କ୍ରିକେଟରେ କରୁଛନ୍ତି ରାଜ୍‌

ଆଇପିଏଲ ୨୦୨୦ରେ ନିଜର ୟକର୍‌ ବଲରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡବିନ୍ଧା ସାଜିଥିବା ପେସର୍‌ ଟି.ନଟରାଜନ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ନଟରାଜନ ଆଇପିଏଲରେ ଜବରଦସ୍ତ ବୋଲିଂ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ…

ପନ୍ତଙ୍କୁ ନେଇ ଏଭଳି କହିଲେ ଗାଙ୍ଗୁଲି; ବିସିସିଆଇ ଅଧ୍ୟକ୍ଷ ଭାବେ କହିବା ଠିକ୍‌ ନୁହେଁ ତଥାପି…

ନୂଆଦିଲ୍ଲୀ,୪।୪: ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ପନ୍ତ ଜଣେ ମ୍ୟାଚ୍‌ ବିଜେତା ଖେଳାଳି ବୋଲି ସେ କହିଛନ୍ତି। ଏକ ଆଲୋଚନାରେ ଭାଗ ନେଇ ଗାଙ୍ଗୁଲି କହିଛନ୍ତି, ଦେଶରେ ଏବେ ବେଶ…

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଚଳିତ ସଂସ୍କରଣ ଭାରତରେ ଖେଳାଯାଉଥିବାରୁ ପ୍ରଶଂସକ ଏବଂ ଖେଳାଳିମାନଙ୍କ ମଧ୍ୟରେ…

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଡିକ୍କଲ କରୋନା ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ୨୦ ବର୍ଷୀୟ…

୨ ଫୁଟ ବରଙ୍କୁ ୪ ଫୁଟ କନ୍ୟା, ଭାଇରାଲ ହେଉଛି ବିବାହ ବେଳର ଫଟୋ

କୁହାଯାଏ,ବିବାହ ଉପରବାଲା ଯୋଡ଼ିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ମୁମିଦିବରାମରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରଙ୍କ ଉଚ୍ଚତା ୨ ଫୁଟ ହୋଇଥିବା ବେଳେ କନ୍ୟାଙ୍କ ଉଚ୍ଚତା ୪ ଫୁଟ। ଏମାନଙ୍କ ବିବାହ…

ଜୀବନରେ ପ୍ରଥମ ଥର ପାଇଁ ନେଲେ ଏଭଳି ପଦକ୍ଷେପ, ସ୍ତ୍ରୀ ଅନୁଷ୍କାଙ୍କୁ କହିଲେ ‘ଥ୍ୟାଙ୍କ ୟୁ’

ନୂଆଦିଲ୍ଲୀ,୪।୪: ଓ୍ବାଲର୍‌ଡ ଷ୍ଟ୍ରେ ଆନିମଲ୍ସ ଡେ’ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ପ୍ରଶଂସନୀୟ କାମ କରିଛନ୍ତି। ପ୍ରଥମଥର ପାଇଁ ପଶୁମାନଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେଇଛି କୋହଲିଙ୍କ ଫାଉଣ୍ଡେଶନ। ଭିଭାଲଡିସର ମିଳିତ ଆନୁକୂଲ୍ୟରେ ତାଙ୍କ ଫାଉଣ୍ଡେଶନ କାମ କରିବ।…

ଷ୍ଟେଟ୍‌ବ୍ୟାଙ୍କର ୭ କର୍ମଚାରୀଙ୍କୁ କରୋନା, ମୁଖ୍ୟ କାର୍ଯ୍ୟାଳୟ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜଧାନୀସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟ ରବିବାର ସିଲ୍‌ ହୋଇଛି। ଷ୍ଟେଟ୍‌ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ୪୮ ଘଣ୍ଟା ଅର୍ଥାତ୍‌ ୨ ଦିନ…

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ ଅନୁଭବ କରନ୍ତି। ତେବେ ଜାଣନ୍ତି କି ଖାଲି ପୁରୁଷ ନୁହନ୍ତି ଏକ କୁନି ଚଢ଼େଇର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri