ଭୁଲରେ ବି ପ୍ରଥମ ଡେଟ୍‌ରେ କରନ୍ତୁ ନାହିଁ ଏ ଭଳି ଭୁଲ

ସମସ୍ତେ ପ୍ରଥମ ଡେଟ୍‌ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ କରନ୍ତି । ଯାହା ଦ୍ୱାରା ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଏ। ବହୁତ ସାଧାରଣ ଜିନିଷ ଅଛି ଯାହା ପ୍ରଥମ ଡେଟ୍‌ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଡେଟ୍‌ରେ ଏସବୁ ଭୁଲ୍‌ କରନ୍ତୁ ନାହି ନଚେତ୍‌ ସମ୍ପର୍କ ଭାଙ୍ଗି ଯିବ।

ପ୍ରଥମ ଡେଟ୍‌ରେ, ମିଛ କହିଲେ ସମର୍କ ଭାଙ୍ଗିଯିବ। କାରଣ କେହି ଚାହାନ୍ତିନି ତାଙ୍କ ପାର୍ଟନର ମିଛ କହୁ।

ପ୍ରଥମ ଡେଟ୍‌ରେ ଏକ ଖୋଲା ପୁସ୍ତକ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ସବୁକଥା ପାର୍ଟନରଙ୍କୁ କହିବା ଆବଶ୍ୟକ ନାହିଁ । ଏହା କହିବା ଆବଶ୍ୟକ ନୁହେଁ ଯେ, ପୂର୍ବରୁ କେତେ ବ୍ରେକ୍‌ଅପ ହୋଇଛି। କିମ୍ବା ଆପଣ ପାର୍ଟନରଙ୍କଠାରେ କ’ଣ ପସନ୍ଦ କରୁଛନ୍ତି ।

ପାର୍ଟନରଙ୍କୁ ଅଣଦେଖା କରନ୍ତୁ ନାହିଁ।

ପ୍ରଥମ ଦିନରେ ହାଲୁକା କଥା ହୁଅନ୍ତୁ। ହସ- ଥଟ୍ଟା ସହିତ ଟିକିଏ ଫ୍ଲର୍ଟିଂ ଏହି ଡେଟ୍‌କୁ ସ୍ମରଣୀୟ କରିପାରେ। କିନ୍ତୁ କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri