ଭୁଲରେ ବି ପ୍ରଥମ ଡେଟ୍‌ରେ କରନ୍ତୁ ନାହିଁ ଏ ଭଳି ଭୁଲ

ସମସ୍ତେ ପ୍ରଥମ ଡେଟ୍‌ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ କରନ୍ତି । ଯାହା ଦ୍ୱାରା ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଏ। ବହୁତ ସାଧାରଣ ଜିନିଷ ଅଛି ଯାହା ପ୍ରଥମ ଡେଟ୍‌ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଡେଟ୍‌ରେ ଏସବୁ ଭୁଲ୍‌ କରନ୍ତୁ ନାହି ନଚେତ୍‌ ସମ୍ପର୍କ ଭାଙ୍ଗି ଯିବ।

ପ୍ରଥମ ଡେଟ୍‌ରେ, ମିଛ କହିଲେ ସମର୍କ ଭାଙ୍ଗିଯିବ। କାରଣ କେହି ଚାହାନ୍ତିନି ତାଙ୍କ ପାର୍ଟନର ମିଛ କହୁ।

ପ୍ରଥମ ଡେଟ୍‌ରେ ଏକ ଖୋଲା ପୁସ୍ତକ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ସବୁକଥା ପାର୍ଟନରଙ୍କୁ କହିବା ଆବଶ୍ୟକ ନାହିଁ । ଏହା କହିବା ଆବଶ୍ୟକ ନୁହେଁ ଯେ, ପୂର୍ବରୁ କେତେ ବ୍ରେକ୍‌ଅପ ହୋଇଛି। କିମ୍ବା ଆପଣ ପାର୍ଟନରଙ୍କଠାରେ କ’ଣ ପସନ୍ଦ କରୁଛନ୍ତି ।

ପାର୍ଟନରଙ୍କୁ ଅଣଦେଖା କରନ୍ତୁ ନାହିଁ।

ପ୍ରଥମ ଦିନରେ ହାଲୁକା କଥା ହୁଅନ୍ତୁ। ହସ- ଥଟ୍ଟା ସହିତ ଟିକିଏ ଫ୍ଲର୍ଟିଂ ଏହି ଡେଟ୍‌କୁ ସ୍ମରଣୀୟ କରିପାରେ। କିନ୍ତୁ କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ପ୍ରତି ଆକର୍ଷିତ ହୁଅନ୍ତି ଡେଙ୍ଗୁ ମଶା

ଏବେ ଡେଙ୍ଗୁ ଅନ୍ୟତମ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଆରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇନେଲେ ଏଥିରୁ ଆରୋଗ୍ୟ ମିଳିପାରୁଛି।...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ କଲରା

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି ଭଳି ପୋଷକ ତତ୍ତ୍ୱ...

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ୩ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ...

ଏସବୁ କରିବାରେ ସଙ୍କୋଚ ଅନୁଭବ କରୁଛନ୍ତି କି? ହୋଇଯିବେ ବରବାଦ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଆଜିବି ଲୋକେ ଆପଣାଇଥାନ୍ତି। ଏହାକୁ ଅନୁସରଣ କରି ଜୀବନକୁ ସହଜ ଏବଂ ସରଳ କରିହେବ। ଯଦିଓ ନୀତିଗୁଡ଼ିକୁ ଆପଣାଇବା କଷ୍ଟକର, ହେଲେ...

ବ୍ରେନ୍‌ ଷ୍ଟ୍ରୋକ୍‌

ଜଣେ ବ୍ୟକ୍ତି ସମ୍ମୁଖୀନ ହେଉଥିବା ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାଗୁଡିକ ମଧ୍ୟରୁ ବ୍ରେନ୍‌ ଷ୍ଟ୍ରୋକ୍‌ ଅନ୍ୟତମ। ତେବେ ଏହାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି...

ମସ୍ତିଷ୍କକୁ ଚାପମୁକ୍ତ ରଖେ ଏହି ରସ…

ସକାଳୁ ଖାଲି ପେଟରେ ଲାଉ ରସ ପିିଇଲେ  ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ...

ରାତିରେ ପିଲା ବିଛଣାରେ ପରିସ୍ରା କରୁଛନ୍ତି କି… ଜାଣନ୍ତୁ, କିପରି ପାଇବେ ମୁକ୍ତି

ଖଜୁରି କୋଳି ସ୍ବାସ୍ଥ୍ୟ ଉପକାରୀ। ଏଥିରେ ଭିଟାମିନ୍‌ ଇ ଓ ବି ସହିତ ପୋଷକତତ୍ତ୍ୱ ରହିଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଶୀତଦିନେ...

ଦୁର୍ଗନ୍ଧଯୁକ୍ତ ଫୁଲ

ଫୁଲ ଈଶ୍ୱରଙ୍କ ଅନୁପମ ସୃଷ୍ଟି, ଯାହାର ଭଳିକି ଭଳି ରଙ୍ଗିନ ରୂପ ଏବଂ ମନମୋହକ ସୁଗନ୍ଧ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ହେଲେ ଆପଣ ଜାଣିନ୍ତି କି...

Advertisement
Archives

Model This Week