Posted inଫୁରସତ

୫୧ ଟଙ୍କାର ମୁଦ୍ରା ୩୭,୦୫୦ ଟଙ୍କାରେ ବିକ୍ରି

ଭୁଲ ସବୁବେଳେ ଭାରୀ ପଡେ ନାହିଁ, ବେଳେବେଳେ ନିଜର ଭୁଲ ଲାଭଦାୟକ ପ୍ରମାଣିତ ହୋଇଥାଏ। ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। କିଛି ତ୍ରୁଟି ଯୋଗୁ ଏକ ମୁଦ୍ରା ଶହ ଶହ ପାଉଣ୍ଡରେ ବିକ୍ରି ହୋଇଛି। ୫୦ ପେନ୍ସ (ପ୍ରାୟ ୫୧ ଟଙ୍କା) ଏକ ମୁଦ୍ରା ଅନଲାଇନ ନିଲାମରେ ଚାହିଦା ଏତେ ବଢିଯାଇଛି ଯେ ଏହାକୁ ୩୭,୦୫୦ ଟଙ୍କାରେ ବିକ୍ରି କରାଯାଇଥିଲା। ୨୦୧୨ ଅଲିମ୍ପିକ ଥିମ ଉପରେ ପ୍ରସ୍ତୁତ ଏହି ମୁଦ୍ରା ପ୍ରସ୍ତୁତିରେ କିଛି ଅଭାବ ରହିଥିଲା। ଏହି ଅଭାବ ମୁଦ୍ରାକୁ ଅନ୍ୟ ମୁଦ୍ରାଠାରୁ ଭିନ୍ନ କରିଦେଲା। ଅନଲାଇନ ନିଲାମରେରେ ଏହା ୩୬୦ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୩୭ ହଜାର ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଛି।
ଏହି ମୁଦ୍ରା ୨୦୧୨ ଅଲିମ୍ପିକ ଗେମ୍ସକୁ ସ୍ମରଣ କରିବା ପାଇଁ ପ୍ରସ୍ତୁତ ୨୯ଟି ଡିଜାଇନ ମଧ୍ୟରୁ ଗୋଟିଏ। ଏହା ୨୦୧୧ରେ ଜାରି କରାଯାଇଥିଲ ଏବଂ ଗୋଟିଏ ପାର୍ଶ୍ୱରେ ସନ୍ତରଣକାରୀଙ୍କ ପ୍ରତିଛବି ପ୍ରଦର୍ଶିତ ହୋଇଥିଲା। ସରକାରୀ ଅଲିମ୍ପିକ ମୁଦ୍ରା ଡିଜାଇନ୍‌ରେ କମ ରେଖା ଥିଲା ଏବଂ ସନ୍ତରଣକାରୀଙ୍କ ଚେହେରା ଅଧିକ ଦେଖାଯାଇଥିଲା। ଏହି ଭୁଲ ଏହାକୁ ଏକ ସ୍ବତନ୍ତ୍ର ମୁଦ୍ରା କରିଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଇପଲଙ୍କୁ ହରାଇଲା ବତକ, ଜାଣନ୍ତୁ କେମିତି….

ସୋସିଆଲ ମିଡିଆରେ ଓ୍ବାଲ୍ଡଲାଇଫ୍‌ ଭିଡିଓଗୁଡିକୁ ଲୋକେ ଖୁବ୍‌ ପସନ୍ଦ କରିଥାନ୍ତି। ସିଂହ ଶିକାର ଏବଂ ହାତୀର ଅନେକ ଭିଡିଓ ଆମେ ଦେଖିଛୁ। ହେଲେ ଏବେ ଏକ...

୧୧୮ ବର୍ଷ ଧରି ଜଳୁଛି ବିଦ୍ୟୁତ୍‌ ବଲ୍‌ବ

କାଲିଫର୍ନିଆ : ସାଧାରଣତଃ ଆମେ ଘରେ, କାର୍ଯ୍ୟାଳୟରେ, ବ୍ୟବସାୟ ପ୍ରତିଷ୍ଠାନରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଲୋକ ପାଇଁ ବିଦ୍ୟୁତ୍‌ ବଲ୍‌ବର ବ୍ୟବହାର କରିଥାଉ। କିଛି ଦିନ...

ବାଧା ଦେଇନି ବୟସ: ଦ୍ୱିତୀୟ ଥର ମାଷ୍ଟର ଡିଗ୍ରୀ ହାସଲ କଲେ ଜେଜେମା’

ପଢ଼ିବା ଏବଂ ଲେଖିବା ପାଇଁ ବୟସର କୌଣସି ସୀମା ନ ଥାଏ। ଏହାକୁ କିଛି ଲୋକ ଗମ୍ଭୀରତାର ସହ ନେଇ ନିଜ ଇଚ୍ଛାଶକ୍ତି ବଳରେ ଏହାକୁ...

ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି...

ସବୁଠୁ ମହଙ୍ଗା ଛାଡ଼ପତ୍ର: ପିତାଙ୍କ ପକ୍ଷରୁ ପୁଅ ମା’ଙ୍କୁ ଦେବେ ୭୬୦ କୋଟି ଟଙ୍କା, ଜାଣନ୍ତୁ ପୂରା ମାମଲା…

ଲଣ୍ଡନ,୨୬।୪: ଅଧିକାଂଶ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଥାଏ। ଯେଉଁଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଭରଣପୋଷଣ ବାବଦ ବହୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ନଜିର...

ଲିଭିଯାଇଛି ଶୈଶବର ହସ: ହସି ଖେଳି ବୁଲିବା ବୟସରେ କରୋନା ଛଡ଼େଇ ନେଇଛି…

ବୟସ ହସି ଖେଳି ବୁଲିବାର। ହେଲେ ଭାଗ୍ୟ ଖେଳିଛି ସେମାନଙ୍କ ସହ ବଡ଼ ଦାରୁଣ ଖେଳ। ବୁଝିବା ଶୁଝିବା ବୟସ ହେବା ପୂର୍ବରୁ ଛଡ଼େଇ ନେଇଛି...

ଜଙ୍ଗଲରେ ପକ୍ଷୀ ମୁଖାରେ ବର୍ଷେ

ମୁମ୍ବାଇ: ଦୁନିଆରେ ଏପରି ବୈଜ୍ଞାନିକ ଅଛନ୍ତି, ଯେଉଁମାନେ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ କିଛି ବି କରିଥାନ୍ତି। ଏହାପରେ ତାଙ୍କୁ ସଫଳତା ମଧ୍ୟ ମିଳେ। ତେବେ...

ହନୁମାନଙ୍କ ମନ୍ଦିରରେ ୨୭୦୦ କିଲୋଗ୍ରାମର ରୁଟି ଭୋଗ, କ୍ରେନରେ ଅଟା ଚକଟା…

ସିକର,୧।୭ : ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ...

Advertisement
Archives

Model This Week