ଦେଡ଼ଶାଶୁଙ୍କ ସହ ରୋମାନ୍ସ କରିଛନ୍ତି ଏହି ଅଭିନେତା: ଆଜି ବି ମନେ ଅଛି ଏହି ହିଟ୍ ସିନ୍
ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍ ସିନ୍ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର…
ମଧ୍ୟପ୍ରଦେଶ-ମହାରାଷ୍ଟ୍ର ବର୍ଡର ସିଲ୍
ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ବର୍ଡରକୁ ସିଲ୍ କରାଯିବା ସହିତ ଦୁଇ…
ଅଜବ ହ୍ୟାଟ୍ ଫ୍ୟାଶନ
ଖରାଦିନେ ସୂର୍ଯ୍ୟଙ୍କର ଉତ୍ତାପରୁ ରକ୍ଷା ପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏଠାରେ ଯେଉଁ ହ୍ୟାଟ୍ଗୁଡିକ ସମ୍ପର୍କରେ କୁହାଯାଉଛି, ତାହାକୁ ଖରାଦିନେ ବ୍ୟବହାର କରିହେବ ସତ ହେଲେ ଏହାର ଅଜବ ଡିଜାଇନ୍ ଭିନ୍ନ ଲୁକ୍ ଦେବା ସହିତ…
କାର୍ କିଣିନାହାନ୍ତି, କିନ୍ତୁ ଭିଆଇପି ନମ୍ବର ପ୍ଲେଟ୍ ପାଇଁ ଏହି ବ୍ୟକ୍ତି ଖର୍ଚ୍ଚ କଲେଣି ଲକ୍ଷାଧିକ ଟଙ୍କା
ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଗାଡ଼ି କିଣିବାରେ ଭାରି ସଉକ। ଖାଲି ଗାଡ଼ି କିଣିବା ନୁହେଁ, ମନପସନ୍ଦର ନମ୍ବର ପ୍ଲେଟ୍ ଲଗାଇବା ମଧ୍ୟ ଏମାନଙ୍କର ସଉକ। ଏଥିପାଇଁ ଜଣେ ଲୋକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାବେଳକେ ୬…
ବଦଳୁଛି ମଶାଣି ରୂପ
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ତେବେ ଜନ୍ମର ଅନ୍ତୁଡ଼ି ନିଆଁଠାରୁ ମଶାଣିର ଜୁଇକୁ ଯିବା ସମୟର ବ୍ୟବଧାନ ମଧ୍ୟରେ ସମସ୍ତଙ୍କୁ ଦୁନିଆ ରଙ୍ଗମଞ୍ଚରେ ଅଭିନୟ କରିବାକୁ ପଡ଼ିଥାଏ । ଯେମିତି କି କୁହାଯାଏ ଏଜୀବନଟା ଏକ…
୫ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଜନତାଙ୍କ ରାସ୍ତାରୋକୋ
ପୁରୁଷୋତ୍ତମପୁର,୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀଠାରେ ଗଙ୍ଗାଧର ପାଣିଗ୍ରାହୀଙ୍କ ଶିଶୁପୁତ୍ର ଗୋପାଳ ପାଣିଗ୍ରାହୀ(୫ବର୍ଷ)ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚାପି ତାଙ୍କୁ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତ୍ୟେକ୍ତ…
ପାଣି ପାଇଁ ଲଢ଼େଇ: ମହିଳାଙ୍କୁ ଗରାରେ ପିଟିଲେ ମହିଳା, ଭିଡିଓ ଭାଇରାଲ
ଭୋପାଳ,୪।୪: ଜଳ ହିଁ ଜୀବନ। ଅମ୍ଳଜାନ ପରି ପାଣି ମଣିଷର ନିହାତି ଆବଶ୍ୟକ। ନଚେତ ବଞ୍ଚିବା ସମ୍ଭବ ହେବନାହିଁ। ଏବେ ଏହି ପାଣି ଲୋକଙ୍କ ମଧ୍ୟରେ ଲଢ଼େଇର କାରଣ ପାଲଟିଛି। ମଧ୍ୟପ୍ରଦେଶର ପାନ୍ନାରେ ପାଣିକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ପ୍ରବଳ…
ନିର୍ବାଚନ ଲଢ଼ିବାକୁ ମନା କଲେ କିନ୍ନର: ଆଣିଲେ ନିର୍ଯାତନା ଅଭିଯୋଗ
ଥିରୁଭାନନ୍ତପୁରମ୍,୪।୪: କେରଳ ବିଧାନସଭା ନିର୍ବାଚନ ପାଇଁ କୋଲ୍ଲମ୍ ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୮ ବୟସ୍କା କିନ୍ନର ଅନନ୍ୟା କୁମାରୀ ଏଲେକ୍ସ୍ ତାଙ୍କ ଦଳ ଡେମୋକ୍ରାର୍ଟିକ୍ ସୋସିଆଲ୍ ଜଷ୍ଟିସ୍ ପାର୍ଟି ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ…
ଆୟକର ଅଫିସର ପରିଚୟ ଦେଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର
ଝାରସୁଗୁଡ଼ା ଅଫିସ,୪।୪: ନିଜକୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଗତ ମଙ୍ଗଳବାର ଝାରସୁଗୁଡ଼ା ସହରର ଏକ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ଦୋକାନ ମାଲିକ…
ଚାଲିଥିଲା ଜୁମ୍ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…
କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍ ଆପ୍ରେ ମିଟିଂ କରୁଛନ୍ତି। ତେବେ ଏହି ଜୁମ୍ ମିଟିଂ ସମୟରେ ଏମିତି ଏକ ଘଟଣା ଘଟିଛି, ଯାହା…
ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ: ଡ୍ରାଇଭର ମୃତ, ହେଲପର ଗୁରୁତର
ଠାକୁରମୁଣ୍ଡା,୪।୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଚାଇଁବାଇଁସି ପେଟ୍ରୋଲ ପମ୍ପ ନିକଟରେ ରବିବାର ସକାଳେ ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛରେ ପିଟି ହେବାରୁ ଭ୍ୟାନ ଭିତରେ ଚାପି ହୋଇ…
କରୋନାର ସଙ୍ଗିନ ସ୍ଥିତି : ଝାରସୁଗୁଡ଼ା ଜିଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଝାରସୁଗୁଡ଼ା ଅଫିସ, ୪।୪: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲାରେ ଏହାର ପ୍ରଭାବ ଦେଖାଦେଇଛି । ଶନିବାର ଜିଲାରେ ୧୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହି…
Archives


