Home Left

ଧାର ଟଙ୍କା ମାଗିବାରୁ ମା’ ଝିଅଙ୍କୁ ଆକ୍ରମଣ

ବାସୁଦେବପୁର,୨୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୁଆଗଡ଼ିଆ ପଞ୍ଚାୟତ କମାରଗଁାରେ ଶନିବାର ମା’ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଗୁରୁତର ମା’ ଝିଅ ହେଲେ ଗ୍ରାମର ଶାନ୍ତିଲତା…

ଜେଲ୍‌ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ

ଲକ୍ଷ୍ନୌ,୨୧ା୮: ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା କରିବା ପାଇଁ ବଜ୍ର ଶପଥ ନେଇଥାନ୍ତି। ଏହା ସହିତ ଉପହାର ମଧ୍ୟ ଦେଇଥାନ୍ତି। ଉତ୍ତରପ୍ରଦେଶର…

ଏୟାର ଫୋର୍ସ ଅଫିସର ପୋଷାକରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ‘ଧାକଡ’ ଫିଲ୍ମର ଶୁଟିଂ ଶେଷ କରିବା ପରେ କିଛି ଫଟୋକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ସେ ତାଙ୍କର ଆଉ ଏକ ଫିଲ୍ମ ‘ତେଜସ’ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ସେ…

ଶ୍ରମିକ-ଭୂମିହୀନ କୃଷକଙ୍କ ଋଣ ଛାଡ କରିବେ ପଞ୍ଜାବ ସରକାର

ଚଣ୍ଡିଗଡ,୨୧ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କ୍ଷେତରେ କାମ କରୁଥିବା ଶ୍ରମିକ, ଭୂମିହୀନ କୃଷକଙ୍କ ପାଇଁ ଏକ ବଡ ଆଶ୍ୱାସନା ଭରା ପ୍ୟାକେଜ ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ…

ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଣି ଝଲସିବ ଐତିହ୍ୟ ଘୋଡା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତରଣ ନିଷ୍ପତ୍ତିରେ ପୂର୍ଣ୍ଣଛେଦ ପଡିଛି। ଏହାର ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ୍‌)ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଶନିବାର ଘୋଡାର ପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତିର…

ଘର ଉଚ୍ଛେଦ ସମୟରେ ଉତ୍ତେଜନା: ଅଧିକାରୀଙ୍କ ଗୋଡ଼ ଧରିଲେ ମହିଳା

ନିରାକାରପୁର,୨୧ା୮(ଡି.ଏନ୍‌.ଏ.): ତହସିଲଦାର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡ଼ଖାରଦ ପଞ୍ଚାୟତ ଘଣ୍ଟପୁର ଅଞ୍ଚଳରେ ହୋଇଥିବା ବେଆଇନ ଘର, ଗୁହାଳ ଏବଂ ଦୋକାନକୁ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କରାଯାଇଛି ା ପ୍ରକାଶ ଯେ, ପୁରୀ-ଖୋର୍ଦ୍ଧା ସୀମାନ୍ତ ନିରାକାରପୁର…

କେନ୍ଦ୍ରକୁ ଚେତାବନି ଦେଲେ ମେହେବୁବା

ନୂଆଦିଳ୍ଲୀ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିୟାର କରିସାରିଲାଣି । ଏବେ ଖୁବଶୀଘ୍ର ସେଠାରେ ତାଲିବାନ ସରକାର ଗଠନ କରାଯିବ ବୋଲି ଅନୁମାନ କରାଯାଉଛି । ଏବେ ଭାରତରେ କେତେଜଣ ରାଜନେତା ଜମ୍ମୁ-କଶ୍ମୀରକୁ ନେଇ ତାଲିବାନ ସହ ତୁଳନା କରିଛନ୍ତି…

ଆଇପିଏଲ୍‌ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୧।୮ : ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ମୁଖ୍ୟ କୋଚ୍‌ ସାଇମନ କାଟିଚ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ଏହା ଆରସିବି ପାଇଁ ବଡ଼ ଧକ୍କା ସଦୃଶ।…

ବଜାରରେ ବିିକ୍ରି ହେଉଛି ‘ବଚପନ କା ପ୍ୟାର’ ମିଠା, ଦାମ୍‌ ଜାଣିଲେ…

ମିଠାର ନାଁ ‘ବଚପନ କା ପ୍ୟାର’ । ଶୁଣିଲେ ହସ ଲାଗିବ। ମାତ୍ର ଏହା ସତ। ଗୁଜରାଟର ସୁରଟରେ ‘ବଚପନ କା ପ୍ୟାର’ ନାମକ ମିଠା ବିକ୍ରି ହେଉଛି। ଏହାର ଦାମ୍‌ ରହିଛି ୫୮୦ ଟଙ୍କା। ଏହାକୁ ଦେଖିବାକୁ ଏବଂ କିଣିବା…

ପ୍ରେମିକାଙ୍କ ସହମତିରେ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କଲେ ପ୍ରେମିକ; କାରଣ ଜାଣିଲେ ହୋଇଯିବେ…

ପାଟଣା,୨୧।୮: ବିହାରର ନାଳନ୍ଦା ଜିଲାରୁ ଏସିଡ୍‌ ଆକ୍ରମଣର ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରେମିକା ନିଜ ଦେହରେ ଏସିଡ୍‌ ପକାଇବାକୁ ପ୍ରେମିକଙ୍କୁ କହିଥିବା ଜଣାପଡ଼ିଛି। ଏପରି କରିବା ଦ୍ୱାରା ସେ ତାଙ୍କ ପ୍ରେମିକଙ୍କୁ ସହଜରେ ବିବାହ କରିବେ…

ଭାରତ ପାଇଁ ଖୁବ୍‌ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର

ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଇଂଲଣ୍ଡଙ୍କୁ ୧୫୧ ରନ୍‌ରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା। ଲଣ୍ଡନରେ…

ଆରସିବି ଦଳରେ ୩ ନୂଆ ଖେଳାଳି

ନୂଆଦିଲ୍ଲୀ,୨୧।୮ : ଆସନ୍ତା ମାସରେ ୟୁଏଇରେ ହେବାକୁ ଥିବା ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ୍‌ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ସହ ୩ ନୂଆ ଖେଳାଳି କଣ୍ଟ୍ରାକ୍ଟ କରିଛନ୍ତି। ଶ୍ରୀଲଙ୍କାର ଲେଗ୍‌ ସ୍ପିନର ଓ୍ବାନିନ୍ଦୁ ହାସାରଙ୍ଗା, ପେସର ଦୁଶମନ୍ଥା ଚମିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?