ଓଡ଼ିଶା ବାହାରକୁ ଆଉ ଯିବାକୁ ପଡ଼ିବନି : ଏସିବି ମେଡିକାଲରେ ହେବ ମାଗଣାରେ ଇକ୍‌ମୋ ଚିକିତ୍ସା

କଟକ ଅଫିସ, ୨୭।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏସିବି ମେଡିକାଲ କଲେଜ ହସ୍ପିଟାଲରେ ଇକ୍‌ମୋ ମେଶିନ୍‌ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାନ ପରେ ସେ କହିଛନ୍ତି, ପୂର୍ବ ଭାରତର ଇକମୋ ହବ୍‌ ହେବ ଏସିବି ମେଡିକାଲ। ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ହୃଦରୋଗ ଏବଂ ଶଲ୍ୟ ବିଭାଗରେ ମୋଟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଇକମୋ ଚିକିତ୍ସା ପାଇଁ ଆଗରୁ ଓଡ଼ିଶା ବାହାରକୁ ଯିବାକୁ ପଡୁଥିଲା। ଏବେ ସେହିଭଳି ରୋଗୀଙ୍କୁ ଏସସିବିରେ ଇକମୋ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ଏ ନେଇ ମେଡିକାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ ପାରାମେଡିକାଲ କର୍ମଚାରୀ କୋଲକାତା ଯାଇ ତାଲିମ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ

ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର...

ସାକ୍ଷୀଗୋପାଳ ମନ୍ଦିର, ବକୁଳବନର ଉନ୍ନତିକରଣରେ ଖର୍ଚ୍ଚ ହେବ ୭ କୋଟି

ସାକ୍ଷୀଗୋପାଳ,୨୮।୭(ଡି.ଏନ୍‌.ଏ.): ଐତିହ୍ୟ ପୀଠ ବିକାଶ ଯୋଜନାରେ ଉନ୍ନତିକରଣ ହେବ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବଂ ଐତିହାସିକ ବକୁଳବନ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ...

ଝାରପଡ଼ା ଜେଲରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ଏମ୍‌ଡିଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ଜେଲରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ମୀର ସଇରୁଦ୍ଦିନ। ସକାଳେ...

ପିଏମ୍‌ଏୱାଇ ଯୋଜନାରେ ସମସ୍ତଙ୍କୁ ଘର ପ୍ରଦାନ ପାଇଁ ସିଏଚସି କେନ୍ଦ୍ରର ଶୁଭାରମ୍ଭ

ମାଲକାନଗିରି,୨୧।୧(ଡି.ଏନ.ଏ): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଏମ.ଭି-୪୩ ଗ୍ରାମରେ ଜିଲାର ସମସ୍ତ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳର ସମସ୍ତଙ୍କ ପାଇଁ ଘର...

ଓଲଟିଲା ଯାତ୍ରୀବାହୀ ବସ୍‌

ପରଜଙ୍ଗ,୯ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ...

ତୃପ୍ତି କହିଲେ ୱେଟ୍‌ ଆଣ୍ଡ ୱାଚ୍‌

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଭିନେତା ବାବୁସାନ୍‌ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତ୍‌ପଥୀଙ୍କ ପାରିବାରିକ କଳହର ସମାଧାନ ପାଇଁ ସମସ୍ତେ ଚାହାନ୍ତି। ପ୍ରଂଶସକଠାରୁ ଆରମ୍ଭ କରି ସମ୍ପର୍କୀୟ...

‘ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କୁ ମାନୁନାହାନ୍ତି’

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଘରୋଇ ସ୍କୁଲ ଏବଂ କଲେଜଗୁଡ଼ିକ ରାଜ୍ୟ ସରକାରଙ୍କୁ ଭ୍ରୂକ୍ଷେପ କରୁନାହାନ୍ତି। କରୋନା ପରିସ୍ଥିତିରେ ଯେତେବେଳେ ଲୋକେ ରୋଜଗାର ହରାଇଛନ୍ତି ଏବଂ ବଞ୍ଚିବାକୁ ସଂଗ୍ରାମ...

ଛତ୍ରପୁର,ପୁରୁଷୋତ୍ତମପୁର ଉପଖଣ୍ଡର ଅପରାଧ ସମୀକ୍ଷା

ଛତ୍ରପୁର,୧୧ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନା ଅଞ୍ଚଳର ଅପରାଧ ସମୀକ୍ଷା ବୈଠକ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ...

Advertisement
Archives

Model This Week