ବୁଲିବାକୁ ଆସି ସମୁଦ୍ରରେ ଭାସିଗଲେ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୩୦।୮(ଡି.ଏନ.ଏ.): ଜଣେ ବଙ୍ଗୀୟ ପର୍ଯ୍ୟଟକ ସୋମବାର ଅପରାହ୍ନରେ ବାଲେଶ୍ୱର ସ୍ଥିତ ଓଲ୍ଡ ଦୀଘା ସମୁଦ୍ରକୂଳ ଜୁଆର ପାଣିରେ ଭାସି ଯାଇଛନ୍ତି। ସାଥୀଙ୍କ ସହିତ ସମୁଦ୍ରରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ହାଓ୍ବଡ଼ା ଅଞ୍ଚଳର ସୈକତ ଦତ୍ତ(୧୬)। ସୈକତ ୧୦ରୁ ୧୨ଜଣ ବନ୍ଧୁଙ୍କ ସହିତ ଦୀଘା ବୁଲିବାକୁ ଆସି ସମୁଦକୂଳରେ ଖେଳୁଥିବା ଜୁଆରରେ ଭାସି ଯାଇଥିଲେ। ନଳିଆ ଓ ମେରାଇନ୍‌ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହଁି। ସୂଚନା ଯୋଗ୍ୟ, ରବିବାର ସମୁଦ୍ରରେ ଭାସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’

ଭୁବନେଶ୍ୱର,୧୮।୯(ବ୍ୟୁରୋ):  ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍‌ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର...

ଡାଲି, ତୈଳବୀଜ ସଂଗ୍ରହ ୨୦% ବୃଦ୍ଧି

ଭୁବନେଶ୍ୱର,୧୧।୮(ବ୍ୟୁରୋ): ଚଳିତ ବର୍ଷ ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜ୍ୟରେ ସମୁଦାୟ ୭୫୯୩.୨୮୦ ମେଟ୍ରିକ୍‌ ଟନ୍‌ ଡାଲି ଓ ତୈଳବୀଜ...

ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପିଟିଶନ କମିଟିରେ ଶକ୍ତି ବିଭାଗର ଆଲୋଚନା

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ପିଟିଶନ୍‌ କମିଟି ବୈଠକ ସଂଖ୍ୟା ୫୪ନଂ ପ୍ରକୋଷ୍ଠରେ ସୋମବାର ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହା କମିଟିର ପ୍ରଥମ ବୈଠକ...

‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌’ ବା...

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ...

ଅଧା କର୍ମଚାରୀଙ୍କୁ ଛୁଟି ଦେଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୪ା୩ (ଡି.ଏନ୍‌.ଏ)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି...

୧୦ଦିନରେ ଭାଙ୍ଗିଗଲା ମିନି ଷ୍ଟାଡିୟମ ଗ୍ୟାଲେରି

କଟକ ଅଫିସ୍‌/ବାଙ୍କୀ(ସ୍ବ.ପ୍ର.),୨।୪:  କଟକ ଜିଲା ବାଙ୍କୀ ଉପଖଣ୍ଡସ୍ଥିତ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ ଉଦ୍‌ଘାଟିତ ହୋଇଥିବା ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର...

Advertisement
Archives

Model This Week