Home Left

ଦେଶରେ ୧୮ ଲକ୍ଷ ଟପିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ରବିବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୫୦୧ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୭,୮୮,୧୦୯ରେ…

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୮।୪: ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି ପଞ୍ଜାବ କିଙ୍ଗ୍ସ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ରାହୁଲ ଓ…

ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର

ଆଗ୍ରା,୧୮।୪: ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କରିଛି ଜଣେ ୧୮ ବର୍ଷୀୟ ନାତି। ଅଭିଯୁକ୍ତ ଜଣେ ଦଶମ ଶ୍ରେଣୀର ଛାତ୍ର। ଅଭିଯୋଗ ଅନୁଯାୟୀ, ଅଲିଗଡ଼ ପେଣ୍ଡ୍ରା ଗ୍ରାମରେ ୬୦ ବର୍ଷୀୟା ଜେଜେମାଙ୍କୁ ବେକ ଚିପି ହତ୍ୟା କରାଯାଇଛି।…

ବର୍ଷା ସହ କୁଆପଥର ମାଡ଼

ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବର୍ଷା ଜନସାଧାରଣଙ୍କୁ ଆଶ୍ୱସ୍ତି…

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା: ଏହାପୂର୍ବରୁ ଆସିଲା ବାବା ବର୍ଫାନୀଙ୍କ ଦୁର୍ଲଭ ଚିତ୍ର

ନୂଆଦିଲ୍ଲୀ,୧୮।୪: ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆସନ୍ତ ଜୁନ୍‌ ୨୮ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାପୂର୍ବରୁ ବାବା ବର୍ଫାନୀଙ୍କ ଏକ ଦୁର୍ଲଭ ଚିତ୍ର ଅମରନାଥ ଗୁମ୍ଫାରୁ ଆସିଛି। ବାବା ଅମରନାଥଙ୍କ ପ୍ରଥମ ଫଟୋ…

କ୍ୱାରାଣ୍ଟାଇନ୍‌ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଟୁଇଟରରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ ଏବଂ…

ବଳାତ୍କାର ଉଦ୍ୟମ ବିଫଳ ପରେ ଛାତ୍ରୀଙ୍କ ବେକ କାଟିଥିବା ଯୁବକ ଗିରଫ

ବିନିକା,୧୮ା୪: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ସାନଭାଲୁପାଲି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏଥିରେ ଯୁବକ ଜଣକ ବିଫଳ ହୋଇ ଛାତ୍ରୀଙ୍କୁ ଏକ ଧାରୁଆ ଦାରେ ବେକ, ହାତ ଆଙ୍ଗୁଳି କାଟି ଫେରାର ହୋଇଯାଇଥିଲେ। ଫଳରେ ଯୁବତୀ…

ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ

ଜୋଧପୁର,୧୮।୪: ଚରିତ୍ର ଉପରେ ସନ୍ଦେହ କରିବାରୁ ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ। ପ୍ରମାଣ ନଷ୍ଟ କରିବା ପରେ ପାଇଁ ଘରେ ଥିବା ଲୁହା ସନ୍ଦୁକରେ ଲୁଚାଇ ଥିଲେ ନଣନ୍ଦର ମୃତଦେହ। କିନ୍ତୁ ୩ ଦିନ ପରେ ପ୍ରବଳ ଗନ୍ଧ…

ମୋଦିଙ୍କୁ ଚିଠି ଲେଖିଲେ ମନମୋହନ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଛି। ପ୍ରତିଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ, ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବ ପଡୁଛି। ଏଥି ସହିତ କରୋନା ଟିକା ମଧ୍ୟ ଅଭାବ…

୧୨ ଶହ ଟଙ୍କା ଖର୍ଚ୍ଚ କରି ବାପାଙ୍କୁ ମାତ୍ର ୨ ମିନିଟ୍‌ ଦେଖିପାରୁଛନ୍ତି ଝିଅ: କହିଲେ, ଭଗବାନ କାହାକୁ ଏପରି ନ କରନ୍ତୁ

ଗୋରଖପୁର,୧୮।୪: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି କାରଣରୁ, ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂକ୍ରମିତ ଲୋକଙ୍କ ପରିବାରଙ୍କର…

ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ

କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇ ଦେବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି…

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ : ଆରସିବିର ହ୍ୟାଟ୍ରିକ ବିଜୟ

ଚେନ୍ନାଇ,୧୮।୪: ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏମ୍‌. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଆରସିବି ୩୮ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri