Home Left

ଭାରତର ପତାକା ଉଠାଇବେ ଅବନୀ

ଟୋକିଓ,୪।୯: ରବିବାର ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଯାପିତ ହେବ। ୧୨ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସର ୧୬ତମ ସଂସ୍କରଣର ଉଦ୍‌ଯାନୀ ଉତ୍ସବ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବ। ଉତ୍ସବରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୮ ବର୍ଷୀୟା ମହିଳା ଶୁଟର ଅବନୀ ଲେଖରା…

ରୋହିତଙ୍କ କ୍ୟାଚ୍‌ ଛଡ଼ିବା ଇଂଲଣ୍ଡକୁ ଭାରି ପଡ଼ିଲା

ଓଭାଲ,୪।୯: ଶନିବାର ଖେଳ ଆରମ୍ଭରୁ ଜୀବନଦାନ ପାଇଥିଲେ ରୋହିତ। ଖୋଲା ହାତରେ ସେ ଏହାର ଫାଇଦା ଉଠାଇ ଥିଲେ। ୨୫୬ ବଲରେ ଖେଳିଥିଲେ ୧୨୭ ରନ୍‌ର ଲଢ଼ୁଆ ଇନିଂସ। ରୋହିତଙ୍କ କ୍ୟାରିୟରର ୮ମ ଟେଷ୍ଟ ଶତକରେ ସାମିଲ ଥିଲା ୧୪ ଚୌକା…

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜାସ୍ଥିତ ସମବାୟ ସମିତି ଏମ୍‌ଡି ଥବୀର ଜାନି ୟୁରିଆ ଚୋରାଚାଲାଣ…

ଆସନ୍ତା ସପ୍ତାହକୁ ଅପେକ୍ଷା

କାବୁଲ,୪।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ତାଲିବାନ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଶନିବାର ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟରେ ଗ୍ରହଣୀୟ ହେବା ଭଳି ସହମତି ଭିତ୍ତିକ ସମାବେଶୀ ପ୍ରଶାସନ ଗଠନ କରିବା ଲାଗି…

ମାମୁଁଙ୍କ ସହ ଶୁଟିଂ କରିବାକୁ ଚାହୁଁ ନାହାନ୍ତି କୃଷ୍ଣା

ମୁମ୍ବାଇ,୪।୯: ମାମୁଁ-ଭଣଜା ଯୋଡ଼ି ଭାବେ ଜଣାଶୁଣା ଗୋବିନ୍ଦା ଓ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଏବେ କିଛି ଠିକ୍‌ ନାହିଁ। ୩ ବର୍ଷ ହେଲା ଦୁହେଁ ପରସ୍ପର ସହ ଆଉ କାମ କରିବାକୁ ଚାହୁଁ ନାହାନ୍ତି। ଏବେ କୃଷ୍ଣା ‘ଦ କପିଲ ଶର୍ମା…

ପୁଅ ହତ୍ୟା ମାମଲା: ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ

ଚମ୍ପୁଆ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଦୋଳଗୋବିନ୍ଦ ବାରିକ ଏକ ହତ୍ୟା ମାମଲାର ବିଚାର କରି ଶନିବାର ଦୋଷୀ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ବାମେବାରୀ ଥାନା ଅଧୀନ ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତ ଟ୍ରାନସ୍ପୋର୍ଟିଂ…

୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪।୯(ବ୍ୟୁରୋ): ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୬ ତାରିଖ ବେଳକୁ ଉତ୍ତର ଓ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ତେଣୁ…

ସ୍ବତନ୍ତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ ଯୁକ୍ତ ୩ ନାମଲେଖା ସୁଯୋଗ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୩ ନାମଲେଖା ନିମନ୍ତେ ଆଉ ଏକ ସୁଯୋଗ ମିଳିବ। ଏ ନେଇ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ…

ଛିଡ଼ା ହୋଇଛନ୍ତି ରୋହିତ-ପୂଜାରା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନର ଉଭୟ ସେସନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରାଜୁତି କରିଛନ୍ତି। ଶତକ ହାସଲକାରୀ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା (୪୮)ଙ୍କ ଅବିଭାଜିତ ଯୋଡ଼ି ଯୋଗୁ ଶନିବାର ଚା’ ପାନ ବିରତି ସୁଦ୍ଧା ଭାରତ…

ରୋହିତଙ୍କୁ ଜୀବନଦାନ ଦେବା ପଡ଼ିଲା ମହଙ୍ଗା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଓପନର ରୋହିତ ଶର୍ମା ଛକା ମାରି ଶତକ ପୂରଣ କରିଛନ୍ତି। ୨୦୪ ବଲର ସମ୍ମୁଖୀନ ହୋଇଥିବା ରୋହିତଙ୍କ ପାଳିରେ ସାମିଲ ଥିଲା ୧୨ ଚୌକା ଓ ଏକ ଛକା। ସେ ୯୪…

ଦଶମ ଛାତ୍ରୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୪।୯: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପାଣିଗ୍ରାହୀପେଣ୍ଠର ଶମ୍ଭୁ ଓରଫ ସୀମାଞ୍ଚଳ ସାବତ(୨୫)। ପୋଲିସ ପୀଡ଼ିତା ଓ…

ବର୍ଦ୍ଧିତ ପେଟ୍ରୋଲ ଦର ପାଇଁ ତାଲିବାନ୍‌କୁ ଦାୟୀ କଲେ ଭାଜପା ନେତା

ବେଙ୍ଗାଲୁରୁ,୪।୯: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ପାଇଁ ତାଲିବାନ୍‌ ଯୋଗୁ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ଦାୟୀ। ଅହେତୁକ ବୃଦ୍ଧି ପାଉଥିବା ତୈଳ ଦର ଉପରେ ପ୍ରଶ୍ନ କରାଯିବାରୁ ଏଭଳି ଉତ୍ତର ଦେଇଛନ୍ତି କର୍ନାଟକର ଭାଜପା ବିଧାୟକ ଅରବିନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?