ରୋହିତ ଶର୍ମା ମାରିଲେ ଏମିତି ଛକା: ଡରିଗଲେ ଖେଳାଳିଙ୍କ ସ୍ତ୍ରୀ
ଚେନ୍ନାଇ,୨୧।୪: ଆଇପିଏଲର ୧୩ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ମୁମ୍ବାଇ ରିଷଭ ପନ୍ତଙ୍କ ଦଳକୁ ୧୩୮ ରନ୍ର ଟାର୍ଗେଟ ଦେଇଥିଲା। ଜବାବରେ ଦିଲ୍ଲୀ ଚାରି ଉଇକେଟ…
ଆଜିଠୁ ହୋଟେଲରେ ଖାଇବା ମନା
ଭୁବନେଶ୍ୱର,୨୧।୪(ବ୍ୟୁରୋ): ବୁଧବାରଠାରୁ ହୋଟେଲରେ ଖାଇବା ପାଇଁ ମନା କରିଛି ବିଏମ୍ସି। ଏଥର କେହି ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ଶଲ ଆଣିବାର ବ୍ୟବସ୍ଥା ରହିଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରାଯାଇପାରିବ। ଗତ ୧୯ ତାରିଖରେ…
ପୁଣି କାର୍ଯ୍ୟକ୍ଷମ ହେବ ଟାଟା କୋଭିଡ୍ ହସ୍ପିପିଟାଲ
ଛତ୍ରପୁର,୨୧।୪(ଡି.ଏନ୍.ଏ.): ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲାବାସୀଙ୍କ ପାଇଁ ଚିନ୍ତା ବଢ଼ୁଛି। ବୁଧବାର ଗଞ୍ଜାମରୁ ୧୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲ ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଜିଲା…
ଏକାସଙ୍ଗରେ ୧୬ ଯୁବକଙ୍କ ସହ ଡେଟ୍ରେ ଗଲେ ଯୁବତୀ, ପରେ ଘଟିଲା…
ଅଧିକାଂଶ ଅବିବାହିତ ଯୁବକ, ଯୁବତୀ ଲଭ୍ ଆଇଲ୍ୟାଣ୍ଡ ଏବଂ ସ୍ପିଲ୍ଟ୍ସଭିଲା ପରି ଅନେକ ରିୟାଲିଟି ଶୋ’କୁ ଯାଇଥାନ୍ତି। ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଥାଏ। କିନ୍ତୁ ବ୍ରିଟେନର ଜଣେ ଯୁବକଙ୍କ ବିଶ୍ୱାସ ଥିଲା କି ସେ ଯେଉଁ ଯୁବତୀଙ୍କ ସହ…
ଭାରତରେ ହେଲା ସ୍ବାମୀଙ୍କ ମୃତ୍ୟୁ, ଚାଇନାରେ ଥାଇ ଭିଡିଓ କଲ୍ରେ ଅନ୍ତିମ ସଂସ୍କାର କଲେ ସ୍ତ୍ରୀ
ଭୋପାଳ,୨୧।୪।: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କର କରୋନାରେ ମୃତ୍ୟୁ ଘଟିଛି। ମନୋଜ ଶର୍ମା ନାମକ ଏହି ବ୍ୟକ୍ତି ଜଣଙ୍କ ଚାଇନାର ଏକ ବ୍ୟାଙ୍କ୍ରେ କାମ କରୁଥିଲେ। ୧୨ ଦିନ ପର୍ଯ୍ୟନ୍ତ କରୋନା ସହ…
ମାତିଛି ନରହନ୍ତା ହାତୀ: ଦିନକରେ ନେଲା ୩ ଜୀବନ
ବରଗଡ଼ ଅଫିସ,୨୧।୪: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ନରହନ୍ତା ହାତୀ ମାତି ଉଠିଛି। ବୁଧବାର ସକାଳୁ ଏହି ହାତୀ ୩ ଜଣଙ୍କ ଜୀବନ ନେଇଛି। ମୃତକମାନେ ହେଲେ, ୍ବ୍ଲକ ଅନ୍ତର୍ଗତ ରାଇସଲପଦର ପଞ୍ଚାୟତ ଅଧୀନ ଉମରାଡ ଗ୍ରାମର ବିରଞ୍ଚି କୁମ୍ଭାର…
କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…
ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ପୁଣେ ଜିଲାରେ ଘଟିଛି। ଏସମ୍ପର୍କରେ ଲୋନି କାଲଭୋର ଥାନା ଅଧିକାରୀ ରାଜେନ୍ଦ୍ର…
ଆଗାମୀ ଏପିସୋଡରେ ନଜର ଆସିବେନି ନେହା
ବମ୍ବେ: ଭାରତରେ ସର୍ବାଧିକ ପସନ୍ଦ କରାଯାଉଥିବା ରିଆଲିଟି ଶୋ’ ହେଉଛି ‘ଇଣ୍ଡିଆନ୍ ଆଇଡଲ୍’। ଏହାର ସିଜିନ୍ ୧୨ ଚାଲୁ ରହିଛି। ଗାୟିକା ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏଥିରେ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଶୋ’ର ପ୍ରତିଯୋଗୀମାନେ…
ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ବୁଧବାର ରାଜ୍ୟରେ କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୫୮କୁ ବୃଦ୍ଧି ପାଇଛି। ଏହି ୫ ମୃତକଙ୍କ…
ଦେଶକୁ ‘ଭାଷଣ’ ନୁହେଁ, ‘ଅକ୍ସିଜେନ୍’ ଦରକାର
ନୂଆଦିଲ୍ଲୀ,୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ଅବସ୍ଥା ଖରାପ ଆଡକୁ ଗତି କରୁଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅଷ୍ଟମ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ଲକ୍ଡାଉନକୁ ଏଡ଼ାଇବା ପାଇଁ ସେ ଦେଶକୁ…
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ଖୋର୍ଦ୍ଧା ଆଗରେ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ବୁଧୁବାର ରାଜ୍ୟରେ ୪,୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୮୧୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୦୩୭ ଜଣ ଲୋକାଲ କେସ୍ ଥିବା…
ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶୋକରେ ବୁଡ଼ିଲା…
ବମ୍ବେ: ବାପାଙ୍କୁ ହରାଇଛନ୍ତି ଲୋକପ୍ରିୟ ଟେଲିିଭିଜନ ଅଭିନେତ୍ରୀ ହିନା ଖାନ୍। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ହୃଦ୍ଘାତ ହେବା ଯୋଗୁ ମଙ୍ଗଳବାର ହିନାଙ୍କ ବାପାଙ୍କ ନିଧନ ହୋଇଛି। ଖବର ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ସହ ପୁରା ପରିବାର ମଧ୍ୟରେ ଶୋକର ଛାୟା…
Archives


