Posted inଜାତୀୟ

ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍‌ପିଙ୍କୁ ଧମକାଇବାର ପ୍ରୟାସ

ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ଦୂରେଇ ରହିଛନ୍ତି । ରାଜ୍ୟ ସଭାରେ ଅଗଷ୍ଟ ୧୧ରେ ହୋଇଥିବା ହଟ୍ଟଗୋଳର ଯାଞ୍ଚ କରିବା ପାଇଁ ଏକ ବିଶେଷ ଅନୁଶାସନାତ୍ମକ କମିଟି ଗଠନ କରିବାକୁ ରାଜ୍ୟ ସଭା ସଭାପତି ଏମ ଭେଙ୍କିୟା ନାଇଡୁଙ୍କ ଯୋଜନାକୁ ନେଇ ବାଧା ଉପୁଜିଛି । କାରଣ ପ୍ରାୟ ସମସ୍ତ ବିରୋଧି ଦଳ ଏହାଠାରୁ ଦୂରେଇ ରହିଛନ୍ତି । କେହି ଏହି କମିଟିର ସଦସ୍ୟ ହେବାକୁ ମନା କରି ଦେଇଛନ୍ତି । ଏହାକୁ ନେଇ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଭାପତିଙ୍କୁ ପତ୍ର ଲେଖି କହିଛନ୍ତି, ଏହି କମିଟି ଏମ୍‌ପିଙ୍କୁ ଧମକାଇବାକୁ ଏକ ପ୍ରୟାସ ଫଳରେ ସେମାନେ ଯେମିତି କିଛି ନ କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ପଞ୍ଜାବ-କେରଳରେ କରୋନାର ଦୋହରା ମାଡ଼: ପାର୍ବଣଋତୁରେ ଅଧିକ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ କେରଳରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଥିବା ବିଶେଷଜ୍ଞ ମତପୋଷଣ...

ଦିଲ୍ଲୀରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ: ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ଲୋକେ

ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ରାଜନେତା, ବୁଦ୍ଧିଜୀବୀ ସମସ୍ତେ...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ

ନୂଆଦିଲ୍ଲୀ,୨୪।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଜ୍ୱାଇଁଙ୍କ ସହ ଭାରତ ଆସୁଛନ୍ତି। ତାଙ୍କୁ ସ୍ବାଗତ...

ପଶ୍ଚିମବଙ୍ଗରେ ମତଦାନ ଜାରି, ରାଜ୍ୟପାଳଙ୍କ କନଭେକୁ ଅଟକାଇଲେ ସିପିଏମ କର୍ମୀ

କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି...

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ...

ଆଚାର ପ୍ରସ୍ତୁତ କଲେ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୧: ଟିଭି ସିରିୟଲରେ ଦମ୍‌ଦାର ଅଭିନୟ ପରେ ରାଜନୀତିରେ ପାଦ ଥାପି କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଇରାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଯଦିଓ...

ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦରେ ଗୈରିକ ପତାକା ଲଗାଇ ୫ ଗିରଫ

ଚଣ୍ଡିଗଡ,୧।୪: ଗୁରୁବାର ରାମ ନବମୀ ଶୋଭାଯାତ୍ରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଖବର ସାମ୍ନାକୁ ଆସିଥିଲା। ହରିଆଣାରେ ମଧ୍ୟ ରାମ ନବମୀରେ ବ୍ୟାପକ ହିଂସାକାଣ୍ଡ...

ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ

କୋଲକାତା, ୧୨।୧୦-ଉତ୍ତର କୋଲକାତାର ଚିତ୍‌ପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ...

Advertisement
Archives

Model This Week