ସ୍ତ୍ରୀଙ୍କୁ ମାଡ଼ମାରିବା ପରେ ନିଜ ଦେହରେ ନିଆଁ ଲାଗାଇଲେ ସ୍ବାମୀ

ଖଇରା,୧୧ା୯(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଅର୍ଜୁନପୁର ଗ୍ରାମର ଶିଶିର କୁମାର ପ୍ରଧାନ(୫୦) ନାମକ ବ୍ୟକ୍ତି ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଖଇରା ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ଭଦ୍ରକ ଓ ପରେ କଟକ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଶୁକ୍ରବାର ରାତିରେ ନିଶାସକ୍ତ ଅବସ୍ଥାରେ ଶିଶିର ଘରକୁ ଫେରି ଅସୁସ୍ଥ ସ୍ତ୍ରୀଙ୍କୁ ମାଡ ମାରିଥିଲେ। ସାନପୁଅ ଏହାକୁ ବିରୋଧ କରିଥିଲେ ହେଁ ସେ ଶୁଣି ନ ଥିଲେ। ଭୟରେ ମା’ ପୁଅ ଏକ ଘରେ ଭିତରେ ପଶି କବାଟ ବନ୍ଦ କରିଦେଇଥିଲେ। ଏହି ସମୟରେ ଶିଶିର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତର୍ଜାତିକ ସ୍ତରକୁ ବରଗଡ଼ ଛାତ୍ରୀଙ୍କ ପ୍ରକଳ୍ପ ମନୋନୀତ

ବରଗଡ଼ ଅଫିସ୍‌,୧୬।୯: ଇନସ୍ପାୟାର୍‌ ଆୱାର୍ଡ଼ରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେଓଳି ହାଇସ୍କୁଲ, ସତୀଭଟାର ଛାତ୍ରୀ କଲ୍ୟାଣୀ ସାହୁଙ୍କ ପ୍ରକଳ୍ପ ଶୁକ୍ରବାର ଆନ୍ତର୍ଜାତୀକ ସ୍ତର ପ୍ରତିଯୋଗିତାକୁ...

ଚମ୍ପୁଆ ବିଧାୟିକାଙ୍କ ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ: ତାଲା ପଡ଼ିଥିବା ଦେଖି ବିରକ୍ତି ପ୍ରକାଶ

ଯୋଡ଼ା,୧୨।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଅଚାନକ ଗସ୍ତ କରିଥିଲେ।...

ରାସ୍ତାଘାଟରେ ଜାତୀୟ ପତାକା ନ ପଡୁ

ସାଧାରଣତନ୍ତ୍ର ଦିବସର ସକାଳୁ ସକାଳୁ କୁନି ପିଲାଙ୍କ ହାତରେ ଜାତୀୟ ପତାକା ଓ ମୁହଁରେ ସମ୍ବିଧାନ ରଚୟିତାଙ୍କର ଜୟଗାନ ଶୁଣିଲେ ହୃଦୟରେ ଦେଶପ୍ରେମ ଜାଗିଉଠେ କିନ୍ତୁ...

ଭୋକିଲା ପେଟକୁ ଦାନା ଦେଉଛନ୍ତି ପୋଲିସ, ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ଅସହାୟ,...

ବର୍ଷା ଅଭାବରୁ ଜମି ଫାଟି ଆଁ, ଚାଷୀ ଚିନ୍ତାରେ

ପାରଳାଖେମୁଣ୍ଡି,୨୫ା୮(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓ ପାରଳା ଖାସ୍ପା ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିବା...

ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ଜୁନ୍‌ ୧ ତାରିଖରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡିବ। ଉଡ଼ାଣ ୩ ଯୋଜନାରେ ଆଲିଆନ୍ସ ଏୟାର ଉଡ଼ାଣ କରିବ। ଏ...

ଅଗ୍ନିକାଣ୍ଡକୁ ୪ମାସ ବିତିଲା: ମିଳିପାରୁନି ପରିବାରକୁ ସହାୟତା

ଜେନାପୁର,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ପଣସପଡ଼ିଆ ଗ୍ରାମର ରମେଶ ମଳିକଙ୍କ ଘର ୪ ମାସ ହେବ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡ ଯାଇଥିଲା।...

ଜୁଲାଇ ମାସରେ ହୋଇଥାନ୍ତା ବାହାଘର: ରିପୋର୍ଟ ଆସିଲା ପଜିଟିଭ୍‌

ସିଂହପୁର,୨୫।୬-ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତରେ ଗୁରୁବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଦିଲ୍ଲୀ ଫେରନ୍ତା ୩୨ ବର୍ଷିୟ...

Advertisement
Archives

Model This Week