Posted inଜାତୀୟ

କଂଗେସକୁ ପୁଣି ଝଟ୍‌କା

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। ରବିବାର ଦଳର ଆଉ ଜଣେ ବିଧାୟକ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ଜିଏାର ପୁରୋଲା ଆସନରୁ କଂଗ୍ରେସ ବିଧାୟକ ରାଜକୁମାର ଆଜି ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଭାଜପା ଏମ୍‌ପି ତଥା ଜାତୀୟ ମୁଖପାତ୍ର ଅନୀଲ ବାଲୁନି ଏବଂ ଉତ୍ତରପ୍ରଦେଶ ଭାଜପା ରାଜ୍ୟ ସଭାପତି ମଦନ କୌଶିକ ମଧ୍ୟ ଉପସ୍ଥିତ ଥିଲେ। ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଭାଜପା ପୂର୍ବରୁ ଧନୌଲ୍ଟି ବିଧାନସଭା ଆସନର କଂଗ୍ରେସ ବିଧାୟକ ପ୍ରୀତମ ସିଂ ପାନୱାରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିସାରିଛି। ରାଜକୁମାର ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ନିକଟତର ବୋଲି ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା

ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ...

ଭାରତରେ କରୋନା ସଂକ୍ରମଣ ତାଲିକା: ମହାରାଷ୍ଟ୍ର ପଛକୁ ଦିଲ୍ଲୀ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୧୪, ୩୭୮ରେ ପହଞ୍ଚିଛି। ସଂକ୍ରମିତଙ୍କ...

ପୋଲିସ-ଓକିଲ ଗଣ୍ଡଗୋଳ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀର ତିଶ ହଜାରୀ କୋର୍ଟ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ରବିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଦିଲ୍ଲୀ ପୋଲିସ...

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀରରେ ସୋମବାର ଦିନ ପ୍ରାୟ ୧୨ଟା ୧୦ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦। ଏହା କଶ୍ମୀର-ହୀମାଚଳ...

ପ୍ରବାସୀଙ୍କୁ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌ ପାଇଁ କେନ୍ଦ୍ର ନିକଟରେ ଦାବି କଲେ ସୁଶିଲ

ପାଟନା,୩୦।୪: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ କେନ୍ଦ୍ର ନିକଟରେ...

୧୫ ବର୍ଷ ଧରି ୩ ପ୍ରେମିକାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ ବ୍ୟକ୍ତି, ଏବେ ପଡ଼ିଲା ହାତଗଣ୍ଠି

ଭୋପାଳ,୨।୫: ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଲିରାଜପୁର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଆଦିବାସୀ ରୀତିନୀତି ଅନୁଯାୟୀ ୩ ପ୍ରେମିକାଙ୍କୁ ବିବାହ କରିଛନ୍ତି।...

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ...

ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନ ଖାରଜ

ଶାହଜାହାନପୁର,୨୫ା୯(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଥିବା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନକୁ ଉତ୍ତରପ୍ରଦେଶର ଶାହଜାହାନପୁର ମୁଖ୍ୟ ବିଚାର...

Advertisement
Archives

Model This Week