ତାଲିବାନ୍‌ କ୍ଷମତା ଦଖଲ ନେଇ ୫୫ ପ୍ରତିଶତ ପାକିସ୍ତାନୀ ଖୁସି…

ଇସଲାମାବାଦ,୧୨।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବା ନେଇ ୫୫ ପ୍ରତିଶତ ପାକିସ୍ତାନୀ ନାଗରିକ ଖୁସି ହୋଇଛନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ୨,୪୦୦ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେମାନଙ୍କୁ ପଚରାଯାଇଥିଲା, ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଠନକୁ ନେଇ ଆପଣ ଖୁସି କି? ଅନୁସନ୍ଧାନରୁ ଜଣାପଡିଛି ଯେ ୫୫ ପ୍ରତିଶତ ଲୋକ ଖୁସି ଥିବାବେଳେ ୨୫ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଏବଂ ଅନ୍ୟ ୨୦ ପ୍ରତିଶତ ଲୋକଙ୍କର କୌଣସି ପ୍ରତିକ୍ରିୟା ନାହିଁ ବୋଲି କହିଛନ୍ତି।

ତାଲିବାନ ସରକାରଙ୍କ ପାଇଁ ଖାଇବର ଅଞ୍ଚଳର ସର୍ବାଧିକ ଲୋକଙ୍କର ସମର୍ଥନ ରହିଛି। ଏହି ଅଞ୍ଚଳର ୬୫ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନେ ଖୁସି ଅଛନ୍ତି। ବାଲୁଚିସ୍ତାନର ପ୍ରାୟ ୫୫ ପ୍ରତିଶତ ଉତ୍ତରଦାତା, ପଞ୍ଜାବ ଏବଂ ସିନ୍ଧର ୫୪ ପ୍ରତିଶତ ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଠନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।
ସର୍ଭେରେ ୫୮ ପ୍ରତିଶତ ପୁରୁଷଙ୍କ ତାଲିବାନ୍‌କୁ ସମର୍ଥନ କରୁଥିବାାବେଳେ ମହିଳାଙ୍କ ମଧ୍ୟରେ ଏହି ହାର ୩୬ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଧମକ: ଚାଇନା ହାତରେ କଣ୍ଢେଇ ସାଜିଛି ଡବ୍ଲ୍ୟୁଏଚ୍‌ଓ, ୩୦ ଦିନରେ ସୁଧାର ନ ଆସିଲେ ଫଣ୍ଡିଂ ହେବ ବନ୍ଦ

ଓ୍ବାଶିଂଟନ,୧୯।୫: କରୋନା ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)କୁ ଧମକ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା ହାତରେ କଣ୍ଢେଇ ସାଜିଛି। କରୋନା...

ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହିଲେ ବାଇଡେନ୍‌

ଓ୍ବାଶିଂଟନ,୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭୁଲ୍‌ବଶତଃ ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି। ଶନିବାର ୟୁଏସ୍‌ଏସ୍‌ ଡେଲାଓ୍ବେର୍‌ କମିଶନିଂ ଉତ୍ସବରେ ଉଦ୍‌ବୋଧନ...

୩ ଲକ୍ଷ ନାଟୋ ସୈନ୍ୟଙ୍କୁ ହାଇ ଆଲର୍ଟ, ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା…

ମାଦ୍ରିଦ୍‌, ୨୮।୬ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଏହାର ୩ ଲକ୍ଷ...

ସରକାରୀ ସମ୍ପତ୍ତି ବିକ୍ରି କରି ପାକିସ୍ତାନକୁ ବଞ୍ଚାଇବେ ଇମ୍ରାନ

ଇସ୍‌ଲାମାବାଦ,୬।୧୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହି ସମସ୍ୟାରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ପିଏମ୍‌ଓରେ...

କଏଦୀରୁ ରାଷ୍ଟ୍ରପତି

ବିସ୍‌କେକ୍‌,୨୯।୧: ପପୁଲିଷ୍ଟ ସାଦିର ଜାପାରୋଭ ଗୁରୁବାର କିର୍ଗିଜସ୍ତାନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାତ୍ର କିଛି ମାସରେ ଜଣେ କଏଦୀରୁ ଦେଶର ସର୍ବୋଚ୍ଚ ସ୍ଥାନ...

ଚେତାବନୀର କିଛି ଘଣ୍ଟା ପରେ ବଡ଼ ଧରଣର ବିସ୍ଫୋରଣ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦର ବାହାରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି। କାବୁଲ ବିମାନ ବନ୍ଦର...

ମ୍ୟାନ୍‌ମାରରେ ଅନିଶ୍ଚିତତା

ନାପିତାଉ, ୩।୨(ଆଇଏଏନ୍‌ଏସ୍‌): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍‌ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ...

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା...

Advertisement
Archives

Model This Week