ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୪୮ କୋଟି ସହିତ ସୁନା ଇଟା, ତାଲିବାନ୍‌ର ଦାବି…

କାବୁଲ,୧୩।୯: ଆଫଗାନିସ୍ତାନର ପଞ୍ଜଶିରରେ ଏକ ଅଞ୍ଚଳ ଉପରେ କବ୍‌ଜା କରିଥିବା ନେଇ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କୁ ପଞ୍ଜଶିର ମୁଖ୍ୟ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର (ପ୍ରାୟ ୪୮ କୋଟି ଟଙ୍କା) ପାଇଛନ୍ତି ବୋଲି ଦାବି କରିଛନ୍ତି।

ଆତଙ୍କବାଦୀମାନେ ସାଲେହଙ୍କ ଘରୁ ସୁନା ଇଟା ମଧ୍ୟ ପାଇଥିବା କହିଛନ୍ତି। ତାଲିବାନ୍‌ ଏକ ଭିଡିଓ ମଧ୍ୟ ଜାରି କରିଛି। ଭିଡ଼ିଓରେ ଆତଙ୍କବାଦୀମାନେ ଏକ ବ୍ୟାଗ ଭିତରେ ବିଡ଼ା ବିଡ଼ା ନୋଟ୍‌ ଏବଂ ସୁନା ଇଟା ଭର୍ତ୍ତି କରୁଥିବାର ଦୃଶ୍ୟ ରହିଛି। ଭିଡ଼ିଓକୁ ମହମ୍ମଦ ଜଲାଲଙ୍କ ଟୁଇଟର ହ୍ୟାଣ୍ଡଲରେ ଅପଲୋଡ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଓମିକ୍ରନ୍‌ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍‌ …

ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର...

ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍‌ କମାଣ୍ଡ

ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ଙ୍କ ଉପସ୍ଥିତିରେ ସ୍ପେସ୍‌...

କରୋନାରୁ ମସ୍ତିଷ୍କ ସମସ୍ୟା

ଲଣ୍ଡନ,୧୦ା୭(ପି.ଟି.):କୋଭିଡ୍‌-୧୯ ସହ ଷ୍ଟ୍ରୋକ୍‌, ଉନ୍ମାଦନା ଓ ଅନ୍ୟ ନ୍ୟୁରୋଲୋଜିକାଲ ଜଟିଳତାର ସମ୍ପୃକ୍ତି ରହିଛି। ଅତ୍ୟଧିକ କରୋନା ସଂକ୍ରମିତ ଅଧିକାଂଶ ଦେଶରୁ ଏଭଳି ଖବର ଆସିଥିବା ଏକ...

ବଢ଼ିବ ବିଜୁଳି ସଙ୍କଟ, ଲାଇଟ୍‌ ବନ୍ଦ କରିବାକୁ ସରକାରଙ୍କ ନିବେଦନ

କାନ୍‌ବେରା,୧୬ା୬:  ଆଗାମୀ ଦିନରେ ଅଷ୍ଟ୍ରେଲିଆରେ ବିଦ୍ୟୁତ୍‌ ସଙ୍କଟ ଆହୁରି ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ କ୍ରିସ୍‌ ବୋଓ୍ବେନ ଗୁରୁବାର ସିଡ୍‌ନୀରେ ଘରୁ ବ୍ଲାକଆଉଟ୍‌...

ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ପାଇଲଟ୍‌ଙ୍କର ପରଲୋକ

ଓ୍ବାଶିଂଟନ୍‌, ୮।୧୨: ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ବିଶ୍ୱର ପ୍ରଥମ ପାଇଲଟ୍‌ ଚକ ୟେଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ...

ଯେମିତି ହେଲେ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୬ଷ୍ଠ ଦିନରେ ବି ଆକ୍ରମଣ ଜାରି ରହିଛି। ରାଜଧାନୀ କ୍ୱିଭରେ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି।...

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌।...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

Advertisement
Archives

Model This Week