ବିଏମ୍‌ସିର ବିନା ଅନୁମତିରେ ଚାଲିଥିଲା ପ୍ରଦର୍ଶନୀ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ବିଏମ୍‌ସିର ବିନା ଅନୁମତିରେ ଆୟୋଜନ ହେଉଥିଲା ପ୍ରଦର୍ଶନୀ । ଏନେଇ ଜୟଦେବ ବିହାର ସ୍ଥିତ ତିରୁମାଳା ତିରୁପତି ଦେବସ୍ଥାନମ୍‌ କଲ୍ୟାଣ ମଣ୍ଡପକୁ ବିଏମ୍‌୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ସମ୍ପୃକ୍ତ ମଣ୍ଡପରେ ସିଲ୍‌ ଇଣ୍ଡିଆ ପକ୍ଷରୁ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଥିଲା। ଏହି ସମ୍ପର୍କରେ ସୂଚନା ପାଇ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି। ଏପରିକି ପ୍ରଦର୍ଶନୀ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟ ଅନୁମତି ନିଆଯାଇ ନ ଥିଲା। ବିଏମ୍‌ସି ଜୋନାଲ ଡେପୁଟି କମିଶନର(ଦକ୍ଷିଣ ପୂର୍ବଜୋନ୍‌) ଅଂଶୁମାନ ରଥ, ଆସିଷ୍ଟାଣ୍ଟ କମିଶନର (ଏନ୍‌ଫୋର୍ସମେଣ୍ଟ) ଲିଲନ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଜୋନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ କଲ୍ୟାଣ ମଣ୍ଡପରେ ଚଢାଉ କରିବା ସହ ଏହାକୁ ସିଲ୍‌ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।...

ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର...

ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ...

ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ

ପୁରୀ ଅଫିସ, ୨୧।୫: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ...

ନର୍ସ ନୀହାରିକା ହତ୍ୟା ଘଟଣା: ଏକାଧିକ ବ୍ୟକ୍ତି ସମ୍ପୃକ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ନର୍ସ ନୀହାରିକା ହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମା’ ଓ ବାପା। ସେମାନେ ପୋଲିସର ଦୂର୍ବଳ ତଦନ୍ତକୁ ନେଇ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ତେଲ ଦର ବଢୁଥିବାରୁ ବସ୍‌ ଭଡ଼ା ବଢ଼ିଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୂଚନା...

ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା...

କର୍ଲାମୁଣ୍ଡା ସମବାୟ ସମିତି: ୨୩ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ

କର୍ଲାମୁଣ୍ଡା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ପକ୍ଷରୁ ବୁଧବାର ମଣ୍ଡି ଉଦ୍‌ଘାଟନ କରାଯାଇ ଧାନ କ୍ରୟ କରିବା ଆରମ୍ଭ ହୋଇଯାଇଛି।...

Advertisement
Archives

Model This Week