Posted inଜାତୀୟ

ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘର ଉପରେ ବୁଲଡୋଜର ଚଲାଇ ଦେଇଥିଲେ ଗଡକରି

ସୋହନା,୧୬ ।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ କିପରି ଚାଲିଛି ଏହା ଜାଣିବା ପାଇଁ ଗୁରୁବାର ସୋହନା ପହଞ୍ଚିଥିଲେ । ଏହି ଅବସରରେ ସେ ତାଙ୍କର ଏକ ଅନୁଭୁତି ଜନସାଧାରଣଙ୍କ ସହ ଶେୟାର କରିଛନ୍ତି । ସେ କହିଲେ ଯେତେବେଳେ ମୁଁ ନୂଆ ନୂଆ ବିବାହ କରିଥିଲି ସେତେବେଳେ ଏକ ପରିଯୋଜନା ସମୟର ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସିଯାଉଥିଲା । ଏହା ଏକ ବଡ ସମସ୍ୟା ଥିଲା । ରାସ୍ତା ଉପରେ ଘର ଥିବାରୁ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେଉଥିଲା । ତେବେ ଏହି ପରିଯୋଜନା ଅଧିନରେ ସାଧାରଣ ଲୋକଙ୍କ ଘର ଭଙ୍ଗାଯାଉଥିବା ବେଳେ ମୁଁ କିନ୍ତୁ ଶ୍ୱଶୁର ଘର ଭାଙ୍ଗିବା ପାଇଁ ଧର୍ମ ସଙ୍କଟରେ ପଡି ଯାଇଥିଲି । ହେଲେ ପତ୍ନୀଙ୍କୁ ନ ଜଣାଇ ମୁଁ ମୋର ଧର୍ମ ପାଳନ କରି ଶ୍ୱଶୁର ଘର ଉପରେ ବୁଲଡୋଜର ଚଲାଇ ଦେଇଥିଲି । ଫଳରେ ଲୋକଙ୍କ ଯାତାୟତ ଠିକ୍ ହୋଇଯାଇଥିଲା ବୋଲି ଗଡକରି ହସି ହସି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାର ତୃତୀୟ କାରଣ ପ୍ରେମ

ନୂଆଦିଲ୍ଲୀ,୨୦-୧୧:ଭାରତରେ ହତ୍ୟାର ତୃତୀୟ ବଡ଼ କାରଣ ହେଉଛି ପ୍ରେମ ବ୍ୟାପାର। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟାନୁସାରେ ୨୦୦୧ରୁ ୨୦୦୭ ମଧ୍ୟରେ ପ୍ରେମକୁ ନେଇ ହତ୍ୟାକାଣ୍ଡ...

ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪।୬(ପି.ଟି.):ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍‌ (ଯେଉଁ ସମୟ ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ନିଷ୍ପତ୍ତି ବଦଳାଇପାରିବେ) ପର୍ଯ୍ୟନ୍ତ ଅପେକ୍ଷା...

ମହିଳାଙ୍କୁ ମାତୃତ୍ୱ ଛୁଟି ମିଳିବ ବର୍ଷେ

ଗ୍ୟାଙ୍ଗଟକ୍‌,୨୭।୭: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ କରିଛନ୍ତି।...

ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ରହିବ ଅଧିକାର…

ମୁମ୍ବାଇ, ୨୬।୮: ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ହିଁ ଅଧିକାର ରହିବ। ଏନେଇ ସେ ଆଇନଗତ ଆଶ୍ରୟ ନେଇ ପାରିବେ ବୋଲି ବମ୍ବେ ହାଇକୋର୍ଟ...

୪୦ ଘଣ୍ଟା, ୧୩ ମେଶିନ, ୧୭୯କୋଟି ଟଙ୍କା, ୮୦ଟି ବାକ୍ସରେ ଗଲା ବ୍ୟାଙ୍କ

କାନପୁର,୨୫ ।୧୨: ଉତ୍ତର ପ୍ରଦେଶ କାନପୁରର ଜଣେ ବ୍ୟବସାୟୀଙ୍କ ଘରେ ଡିଜିଜିଆଇ ଦ୍ୱାରା ରେଡ କରାଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରଫ୍ୟୁମ ଓ...

ଅଚାନକ ଦେଶରେ ଓମିକ୍ରନ ସଂଖ୍ୟା ବଢିଲା: ୮ ରାଜ୍ୟକୁ ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୦।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଆତଙ୍କ ସୃଷ୍ଟି କରିଛି। ମୁମ୍ବାଇ ଏବଂ ଦିଲ୍ଲୀରେ କରୋନା ମାମଲା ବିପଜ୍ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ...

କାଉଡି ଯାତ୍ରାରେ ମାତାପିତାଙ୍କୁ ଭାର କରି ନେଲେ ୪ ଭାଇ

ଶାମଲି,୨୮।୭: ହରିୟାନା ପାନିପଥର ୪ ଭାଇ କାଉଡି ଯାତ୍ରାରେ ବାହାରିଥିବା ବେଳେ ସେମାନେ ତାଙ୍କ ମାତାପିତାଙ୍କୁ ଉତ୍ତରାଖଣ୍ଡର ହରିଦ୍ୱାରଠାରୁ ଭାରରେ ବୋହି ରବିବାର ଶାମଲିରେ ପହଞ୍ଚିଛନ୍ତି।...

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ...

Advertisement
Archives

Model This Week