Home Left

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ଏହି ଦୁଇ ରୋୟର ପୁରୁଷ ଲାଇଟ ଓ୍ବେଟ ଡବଲ୍ସ ସ୍କଲ ଇଭେଣ୍ଟ ପାଇଁ କ୍ୱାଲିଫାଏ…

ଏହି ସମୟରେ ଏସବୁ ଫଳ ଖାଇଲେ ବଢ଼ିବ ଇମ୍ୟୁନିଟ ପାଓ୍ବାର

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ ପ୍ରକାର ଭିଟାମିନ୍‌ ଭରି ରହିଥାଏ। ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଯକୌଣସି ସମୟରେ…

ଏହି ଫିଲ୍ମକୁ ଆଲୁ ଅର୍ଜୁନ କହିଲେ ସବୁଠୁ ବଡ଼ ଚମତ୍କାର

ନୂଆଦିଲ୍ଲୀ, ୭ା୫ : ଟଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ନାମ ଆଲୁ ଅର୍ଜୁନ। ଆଜି ତାଙ୍କ ଫିଲ୍ମୀ କ୍ୟାରିୟରକୁ ପୂରିଛି ୧୭ ବର୍ଷ। ଠିକ୍‌ ୧୭ ବର୍ଷ ତଳେ ମେ’ ୭ ତାରିଖରେ ରିଲିଜ ହୋଇଥିଲା ତାଙ୍କର ପ୍ରଥମ ଫିଲ୍ମ ‘ଆରିୟା’।…

ଧ୍ୟାନ ଦିଅନ୍ତୁ : କୋଓ୍ବିନ ପଠାଇବ କୋଡ୍‌

ନୂଆଦିଲ୍ଲୀ, ୭ା୫ : କୋଭିଡ୍‌-୧୯ ଟିକା ପାଇଁ ରେଜିଷ୍ଟ୍ରେଶନ ବେଳେ ହେଉଥିବା ଅସୁବିଧାକୁ କମ୍‌ କରିବାକୁ କୋଓ୍ବିନ ସିଷ୍ଟମରେ ସାମିଲ ହେବାକୁ ଯାଉଛି ନୂଆ ଫିଚର। ଶନିବାରଠାରୁ କୋଓ୍ବିନ ସିଷ୍ଟମ ୪ ଟିକିଆ ସିକୁରିଟି କୋଡ୍‌ ବ୍ୟବସ୍ଥା ଆରମ୍ଭ କରିବ। ଏ…

ଆକ୍ରାନ୍ତ ବୃଦ୍ଧଙ୍କ ଆତ୍ମହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସ୍ତ୍ରୀ

ବିଜେପୁର,୭।୫: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାତବନ୍ଧ ଗ୍ରାମରେ ଶୁକ୍ରବାର କରୋନା ଆକ୍ରାନ୍ତ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅର୍ଜୁନ ମେହେର (୬୫)। ମିଳିଥିବା ସୂଚନା ମୁତାବକ ସାତବନ୍ଧ ଗ୍ରାମର…

ଖାନ ମାର୍କେଟରୁ ଜବତ ହେଲା ୧୦୦ରୁ ଅଧିକ କନସେନଟ୍ରେଟର୍ସ

ନୂଆଦିଲ୍ଲୀ,୭।୫: ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା କନସେନଟ୍ରେଟର୍ସର କଳାବଜାର ହେଉଛି। ଦିଲ୍ଲୀର ଜଣାଶୁଣା ଖାନ ମାର୍କେଟର ଦୁଇଟି ଦୋକାନରୁ ଶୁକ୍ରବାର ୧୦୦ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର୍ସ ଜବତ କରିଛି ଦିଲ୍ଲୀ ପୋଲିସ। ପୋଲିସ ଅନୁଯାୟୀ, ଟେଷ୍ଟି କବାବ ପାଇଁ…

ଦିଲ୍ଲୀରେ ଶେଷ ହେଲା ଅକ୍ସିଜେନ ସମସ୍ୟା

ନୂଆଦିଲ୍ଲୀ, ୭ା୫ : ଦିଲ୍ଲୀରେ ଅକ୍ସିଜେନ ଅଭାବ ଶେଷ ହୋଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୂରା ସହରକୁ ୩ ମାସ ମଧ୍ୟରେ ଟିକାକରଣ କରିବାକୁ ଯୋଜନା କରାଯାଇଛି। କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ଘୋଷଣା…

ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଆସିଥିଲା। ପରେ ପାଟଣା ଇଲେକ୍ଟ୍ରି ସେକ୍ସନ ଅଫିସ…

ଭେଣ୍ଟିଲେଟର ପାଇଁ ୧ ଟଙ୍କା

ବରଗଡ଼ ଅଫିସ୍‌,୭।୫: ବରଗଡ଼ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଭେଣ୍ଟିଲେଟର ସମେତ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କରିଛନ୍ତି । ଉଦ୍‌ଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗରିବ ଲୋକଙ୍କୁ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେବାକୁ…

ପତ୍ନୀ-ପ୍ରେମିକା ସହ ଭାଗ ବାଣ୍ଟି ରହୁଥିଲେ ଯୁବକ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଭାଗ ଭାଗ କରି ଖୁସିରେ ରହୁଥିଲେ ପତ୍ନୀ ଓ ପ୍ରେମିକଙ୍କ ସହ। ସେ ସପ୍ତାହକୁ ୩ ଦିନ ଲେଖାଏ ପତ୍ନୀ ଓ ପ୍ରେମିକା ସହ ରହୁଥିଲେ। ବଳକା…

ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ୍‌,୭।୫: ଝାରସୁଗୁଡ଼ାରେ ପୁଣି ଲଜ୍ଜା । ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଗଣବଳତ୍କାର କରାଯାଇଛି। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ୍‌ ହୋଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ…

ୟୁପି ମେଡିକାଲରେ ଲଜ୍ଜା

ଗାଜିଆବାଦ, ୭ା୫ : ଉତ୍ତର ପ୍ରଦେଶ(ୟୁପି)ର ଗାଜିଆବାଦ ମେଡିକାଲରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ମେଡିକାଲରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଉପରେ ହସ୍ତମୈଥୁନ କରୁଥିବା ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କାଇଲା ଭଟ୍ଟ ଅଞ୍ଚଳର ଅର୍ଶଦ (୩୫)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri