ବ୍ୟାଡମିଣ୍ଟନ୍ ଖେଳିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନ୍ ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ କିଛି ଫଟୋ ଶେୟାର କରିଥିଲେ । ସେଥିରେ ସେ ବ୍ୟାଡମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ କାହା ସହ ବାଡମିଣ୍ଟନ ଖେଳୁଥିଲେ ସେ କଥା ସ୍ପଷ୍ଟ୍ଟ କରି ନ ଥିଲେ । ଏବେ କିନ୍ତୁ ସେ କିଛି ଫଟୋ ଓ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଅଲିମ୍ପିକ୍ସ ମେଡାଲ ୱିନର ପିଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବା ଦେଖାଯାଇଛି । ଏଥିରେ ଖୁବ୍ ଝାଳ ବୁହାଇ କ୍ୟାଲୋରୀ ବର୍ନ କରିଛନ୍ତି ନାୟିକା । ଦୀପିକା ପ୍ରଥମେ ଜଣେ ବ୍ୟାଡମିଣ୍ଟନ ପ୍ଲେୟାର ହୋଇଥିବା ବେଳେ ତାଙ୍କ ପିତା ପ୍ରକାଶ ପାଦୁକୋନ ବି ବ୍ୟାଡମିଣ୍ଟନ ଚାମ୍ପିୟାନ୍ । ତେଣୁ ଏଥିରେ ରୁଚି ରଖନ୍ତି ଦୀପିକା । ଏମିତିକି ଏକ ସାକ୍ଷାତ୍‌କାରରେ ସେ ବ୍ୟାଡମିଣ୍ଟରେ ତଙ୍କ ପତି ରଣବୀର ସିଂଙ୍କୁ ହରାଇଥିବା କହିଥିଲେ । ଏବେ ପିଭି ସିନ୍ଧୁଙ୍କ ସହ ତାଙ୍କର ଭଲ ବନ୍ଧୁତା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଡ୍‌ ବଦଳାଉଛନ୍ତି କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହରଙ୍କର ଏବେ ମୁଡ୍‌ ବଦଳିଥିବା ଆଲୋଚନା ହେଉଛି। ପୂର୍ବରୁ ‘କୁଛ କୁଛ ହୋ ତା ହୈ’, ‘କଭି ଅଲ୍‌ବିଦା...

ଚୁମ୍ବନକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ସର୍ବଦା କୁହନ୍ତି ମୁଁ ଅବିବାହିତା

ବଲିଉଡ୍‌ ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...

କୁଲ୍ ଅନ୍ଦାଜରେ କ୍ଲିନ ବୋଲ୍ଡ କରୁଛନ୍ତି ତାପସୀ

ମୁମ୍ବାଇ: ବଲିଉଡ୍ ମୁଭି ‘ରଶ୍ମି ରକେଟ’ର ପ୍ରଥମ ଗୀତ ‘ଘନି କୁଲ ଛୋରୀ’ ରିଲିଜ୍ ହୋଇଛି । ଅଭିନେତ୍ରୀ ତାପସୀଙ୍କ ଏହି ନୂଆ ଗୀତ ନବରାତ୍ରୀ...

ଲତା ମଙ୍ଗେସକର ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୧୧ ।୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର ଅସୁସ୍ଥ ହୋଇ ପଡିଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।...

ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ କରନ୍ତୁ ଏହି କାମ, ଅସୁବିଧାରେ ପଡ଼ି ନେଇଥିଲେ ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସୋନାଲି ବୋଷ୍‌ଙ୍କ ଫିଲ୍ମ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ ପାଇଁ ଅଫର ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା...

ସଂଳାପ ଲେଖକ ଜନ୍‌ ପଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ପ୍ରଖ୍ୟାତ ମାଲାୟଲମ ସଂଳାପ ଲେଖକ ଜନ୍‌ ପଲ୍‌ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ...

ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...

ବିଗ୍‌ ବି’ଙ୍କୁ ଏମିତି କହିଲେ ଫିଲ୍ମ ‘ପୁଷ୍ପା’ର ହିରୋଇନ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ। ତେବେ ରଶ୍ମିକାଙ୍କ ଦୁଇଟି ବଲିଉଡ୍‌ ‘ଫିଲ୍ମ ମିଶନ ମଜ୍ନୁ’ ଏବଂ ‘ଗୁଡ୍‌ ବାଏ’...

Advertisement
Archives

Model This Week