ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ଯଦି ଏହି ଗୁଣଗୁଡ଼ିକ ନ ଥାଏ ତେବେ ବୈବାହିକ ଜୀବନରେ କୌଣସି ସୁଖ ରହିବ ନାହିଁ। ତେଣୁ ଜୀବନସାଥୀ ବାଛିବା ବେଳେ, ଏହି ଗୁଣଗୁଡ଼ିକର ଆଧାରରେ ବିଚାର କରାଯିବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ…

ଚାଣକ୍ୟ ଏହି ପଦରେ କହିଛନ୍ତି ଯେ, ମଣିଷ ନିଜ ଜୀବନସାଥୀ ବାଛିବାବେଳେ ଅନେକ ଜିନିଷ ପ୍ରତି ଯତ୍ନ ନେବା ଉଚିତ୍‌। ସେ କହିଛନ୍ତି ଯେ, ସୁନ୍ଦର ଚେହେରା ଉତ୍ତମତାର ମାପ ହୋଇପାରିବ ନାହିଁ, ତେଣୁ ଜୀବନ ସାଥୀ ବାଛିବାବେଳେ ତାଙ୍କର କିଛି ଗୁଣ ବିଷୟରେ ଜାଣନ୍ତୁ । ପରସ୍ପରର ଗୁଣ ଜାଣି ବିବାହ ବନ୍ଧନରେ ବାନ୍ଧିହେବା ଲୋଖ ଖୁସିରେ ରହିଥାନ୍ତି।

ଜୀବନସାଥୀଙ୍କ ଗୁଣ ବିଷୟରେ ଉଲ୍ଲେଖ କରି ଚାଣକ୍ୟ କହିଛନ୍ତି ଯେ, ମଣିଷମାନଙ୍କଠାରେ ଧୌର୍ଯ୍ୟର ଗୁଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅନୁପସ୍ଥିତିରେ, ବ୍ୟକ୍ତି ଧୌର୍ଯ୍ୟହରା ହୋଇଯାଏ ଏବଂ ତାଙ୍କର କାର୍ଯ୍ୟ ନଷ୍ଟ ହୋଇଯାଏ । ସେହି ସମୟରେ, ଧୌର୍ଯ୍ୟବାନ ବ୍ୟକ୍ତି ସବୁ ପରିସ୍ଥିତିରେ ନିଜକୁ ସମ୍ଭାଳି ନିଅନ୍ତି।

ମାନବ ଜୀବନରେ ରୀତିନୀତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଯଦି ଜୀବନସାଥୀ ରୀତିନୀତି ଜାଣି ନ ଥିବେ ତେବେ ବେଳେବେଳେ ଆପଣଙ୍କୁ ଏହା ଦ୍ୱାରା ନିନ୍ଦିତ ହେବାକୁ ପଡିବ।

ଚାଣକ୍ୟ କ୍ରୋଧକୁ ସବୁଠାରୁ ଖରାପ ଗୁଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କ୍ରୋଧ ଜଣେ ବ୍ୟକ୍ତିର ଜୀବନକୁ ସବୁବେଳେ ଦ୍ୱନ୍ଦ୍ୱରେ ରଖେ। ଜଣେ ବ୍ୟକ୍ତି ଯିଏ ଅତ୍ୟଧିକ କ୍ରୋଧିତ ହୁଅନ୍ତି ସେ କେବେ ଖୁସିରେ ରହି ନ ଥାନ୍ତି। ସୁଖ ଜୀବନଯାପନ ପାଇଁ ଜୀବନସାଥୀ ଶାନ୍ତ ସ୍ବଭାବର ହୋଇଥିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri