ଏହି ୪ ରାଶିର ଯୁବତୀଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା; ଧନର ଅଭାବ କ’ଣ ଏମାନେ ଜାଣନ୍ତି ନାହିଁ…

କୁହାଯାଏ ସମସ୍ତେ ନିଜ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କାହାକୁ କମ୍‌ ପରିଶ୍ରମରେ ବହୁତ ଧନସମ୍ପତ୍ତି ମିଳୁଥିବା ବେଳେ କାହାକୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏଭଳି ରାଶି ରହିଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏହି କାରଣରୁ ସେମାନଙ୍କ ଜୀବନରେ ଧନ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। ଆସନ୍ତୁ ଜାଣିବା:

ବୃଷ ରାଶି: ଏହି ରାଶିର ଯୁବତୀ ଧନ ମାମଲାରେ ବହୁତ ଭାଗ୍ୟବାନ। ଏମାନଙ୍କ ଜୀବନରେ କେହି ବି କାମ ପଇସା ପାଇଁ ଅଟକି ଯାଏ ନାହିଁ। କାହିଁକିନା ଏମାନଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏମାନେ ନିଜ ପାଇଁ ଭାଗ୍ୟବାନ ହେବା ସହ ଅନ୍ୟମାନଙ୍କ ପାଇଁ ଲକି ହୋଇଥାନ୍ତି। ଏମାନଙ୍କ ସହ ଜଡ଼ିତ ଲୋକମାନଙ୍କୁ ଏଭଳି ଯୁବତୀଙ୍କ ଭାଗ୍ୟ ଯୋଗୁ ଲାଭ ହୋଇଥାଏ। ସେମାନେ ମଧ୍ୟ ଧନର ଅଭାବ ଦେଇ ଗତି କରନ୍ତି ନାହିଁ।

କର୍କଟ ରାଶି: ଏହି ରାଶିର ଯୁବତୀ ବହୁତ ଭାଗ୍ୟବାନ। ଏମାନଙ୍କୁ ଜୀବନରେ କମ୍‌ ପ୍ରୟାସରେ ବହୁତ ଧନ ମିଳିଥାଏ। ଏମାନଙ୍କ ଜୀବନ ସୁଖସୁବିଧାରେ ପରିପୂର୍ଣ୍ଣ ହୋଇଥାଏ। ପରିବାର ସହ ଶାଶୁଘର ଲୋକମାନଙ୍କ ପାଇଁ ଏମାନେ ଲକି ପାଲଟିଥାନ୍ତି। ସେମାନେ ଥିବାରୁ କେଉଁଠାରେ ବି ଧନର ଅଭାବ ରୁହେ ନାହିଁ।

ଧନୁ ରାଶି: ଏହି ରାଶିର ଯୁବତୀଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏଣୁ ଜୀବନରେ ସମସ୍ତ ଭୌତିକ ସୁଖ ଏମାନଙ୍କୁ ମିଳିଥାଏ। ଏମାନଙ୍କ କୌଣସି କାମ ଟଙ୍କାପଇସା ପାଇଁ ଅଟକି ଯାଏ ନାହିଁ। ଏମାନେ ନିଜର ବାପା ଏବଂ ସ୍ବାମୀ ଉଭୟଙ୍କ ପାଇଁ ଲକି ହୋଇଥାନ୍ତି। ଏମାନଙ୍କ ଜୀବନ ସୁଖମୟ ହୋଇଥାଏ।

ମୀନ ରାଶି: ଏହି ରାଶିର ଯୁବତୀ ଗୁଣବାନ ହୋଇଥାନ୍ତି। ଏମାନେ ନିଜ ସହ ଅନ୍ୟମାନଙ୍କ ପାଇଁ ଭାଗ୍ୟବାନ ହୋଇଥାନ୍ତି। ଏମାନେ ନିଜର କ୍ୟାରିୟରକୁ ଉଚ୍ଚ ସୋପାନରେ ପହଞ୍ଚାଇଥାନ୍ତି। ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଟଙ୍କାପଇସାର ଅଭାବ ଏମାନଙ୍କର ଅଭାବ ରହି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri