Advertisement
Posted inଜାତୀୟ

ହିନ୍ଦୁଙ୍କ ତୁଳନାରେ କମ ସନ୍ତାନ ପ୍ରସବ କରନ୍ତି ମୁସଲମାନ, ୨୦୨୮ ସୁଦ୍ଧା ଜନ୍ମହାର ହୋଇଯିବ ସମାନ: ଦିଗ୍‌ବିଜୟ

ନୂଆଦିଲ୍ଲୀ,୨୩ ।୯: କଂଗ୍ରେସ ନେତା ଦିଗବିଜୟ ସିଂ ହିନ୍ଦୁୁ ମୁସଲମାନ ପ୍ରଜନନ ହାରକୁ ନେଇ ଗୁରୁବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଏକ ଅଧ୍ୟୟନରୁ ଜଣାପଡିଛି କି ୧୯୫୧ ପରେ ମୁସଲମାନଙ୍କ ପ୍ରଜନନ ହାର କମ୍ ହୋଇ ଯାଇଛି । ଯାହା ହିନ୍ଦୁଙ୍କ ତୁଳନାରେ ବହୁତ କମ୍ । ଏହାକୁ ଲକ୍ଷ୍ୟ କଲେ ୨୦୨୮ ସୁଦ୍ଧା ହିନ୍ଦୁ ଓ ମୁସଲମାନଙ୍କ ଜନ୍ମହାର ସମାନ ହୋଇଯିବ । ଏହାସହ ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର କେତେଜଣ ନେତା ଓ ଓୱାଇସି ଭୋଟ ରାଜନୀତି ପାଇଁ ନିଜ ନିଜ ପ୍ରଜନନ ହାରର କଥା ଉଠାଉଛନ୍ତି । ଭାଜପା ନେତା କହୁଛନ୍ତି ମୁସଲମାନ ୪-୪ ଜଣ ପତ୍ନୀ ରଖୁଛନ୍ତି ଓ ଡଜନେ ପିଲା ଜନ୍ମ କରୁଛନ୍ତି । ୧୦-୨୦ ବର୍ଷ ମଧ୍ୟରେ ମୁସଲମାନ ବହୁସଂଖ୍ୟକ ହୋଇଯିବ ଓ ହିନ୍ଦୁ ସଂଖ୍ୟାଲଘୁ ହୋଇଯିବେ । ହେଲେ ଦିଗବିଜୟ ଦାବି କରିଛନ୍ତି ଏପରି ଆଦୌ ହେବନାହିଁ । ଯାହା ଚର୍ଚ୍ଚା କରିବାର ଅଛି ମୋ ସହ କରାଯାଉ । ଭାଜପା ଭଳି ଓୱାଇସି ବି ମୁସଲମାନଙ୍କୁ ଭ୍ରମରେ ପକାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିଲେ ପାଓ୍ବାର: ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚତତା ଜାରି ରହିଥିବାବେଳେ ବୁଧବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ...

ସୁନକଙ୍କୁ ନେଇ ମେହବୁବା-ରବିଶଙ୍କର ମୁହାଁମୁହିଁ…

ନୂଆଦିଲ୍ଲୀ/ଶ୍ରୀନଗର,୨୫।୧୦ : ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବ୍ରିଟେନରେ ମୂଳ ଭାରତୀୟ ଋଷି ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା...

ବିପକ୍ଷରେ ବସିବାକୁ ଭାଜପା ପ୍ରସ୍ତୁତ ହେବା ଉଚିତ: ଶଶି ଥରୁର

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର ରବିବାର ଭାରତୀୟ ଜନତା ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାଜପା ବିରୋଧୀ ଦଳର ବସିବାକୁ...

ରାଜଧାନୀର ରୋହିଣୀ ଜେଲରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଥିବା ରୋହିଣୀ ଜେଲର ଜଣେ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।...

କେନ୍ଦ୍ର ସରକାରଙ୍କୁ ଘେରିଲେ ଲାଲୁ, କହିଲେ ଆରଏସଏସକୁ କରାଯାଉ ବ୍ୟାନ୍‌…

ପାଟନା, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା...

ମୁସଓ୍ବୋଲା ହତ୍ୟା ମାମଲା: ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ,୩୧।୫: ଖ୍ୟାତନାମା ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ମନପ୍ରିତ ସିଂ...

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର...

ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା

ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି...

Advertisement
Archives

Model This Week