Posted inଫୁରସତ

କାନ ପାଇଁ ଗିନିଜ୍‌ ବୁକ୍‌ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…

କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮ ଇଞ୍ଚ। ଯେଉଁଥିପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ କୁକୁରଟି ସ୍ଥାନ ପାଇଛି।

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡର ଅଧିକାରୀ କହିଛନ୍ତି, ୩ ବର୍ଷୀୟ କୁକୁର ଲୁ’ର କାନ ବହୁତ ଲମ୍ବା। ଯାହା ଅନ୍ୟ କୁକୁରମାନଙ୍କଠାରୁ ଢେର୍‌ ଅଧିକ। ଏହି କୁକୁରର ମାଲିକ କୁହନ୍ତି, ମୁଁ ଜାଣିଥିଲି ଲୁ’ର କାନ ଅସାଧାରଣ ଭାବେ ବଢୁଥିଲା। କରୋନା ମହାମାରୀ ସମୟରେ ସେ ଘରେ ଥିବା ବେଳେ ଥରେ କୁକୁରର କାନକୁ ମାପିଥିଲେ। ଏହା ପରେ ତାର ଲମ୍ବ ଜଣାପଡ଼ିଥିଲା। ଏଥିପାଇଁ ସେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଡାକିଥିଲେ। ସେ ଲୁ’କୁ ଦେଖିବା ପରେ କହିଥିଲେ, ଏହା ବହୁତ ସୁନ୍ଦର କୁକୁର। ଏହି ଓରିଗନ ପ୍ରଜାତିର ମାଈ କୁକୁରଙ୍କ କାନ ଅନ୍ୟ କୁକୁରମାନଙ୍କ ଅପେକ୍ଷା ଲମ୍ବା ହୁଏ। ସେ କହିଛନ୍ତି, କୁକୁର କାନ ଯୋଗୁ ତା’ର କୌଣସି ସ୍ବାସ୍ଥ୍ୟଗତ ସମମ୍ୟା ଦେଖାଦେବ ନାହିଁ କି କୌଣସି ସମସ୍ୟା ଉପୁଜିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବି ବ୍ରିଟେନ୍‌କୁ ଏହି ସ୍ଥାନର ଟ୍ୟାକ୍ସ ଦେଉଛି ଭାରତ

ବ୍ରିଟେନ ବା ଇଂରେଜମାନଙ୍କ କବଳରୁ ଭାରତ ୭୩ ବର୍ଷ ହେଲା ସ୍ବାଧୀନ ହୋଇସାରିଲାଣି। କିନ୍ତୁ ଆଜି ମଧ୍ୟ କିଛି ଅଂଶ ଇଂରେଜମାନଙ୍କ କବଳରେ ରହିଛି। ବ୍ରିଟେନ୍‌ର...

ବାପା ଅଟୋ ଚାଳକ, ମା’ ଟେଲର

ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୱାଲର୍‌ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍‌ ଇଣ୍ଡିଆ...

୨୬ ବର୍ଷ ଧରି ପାଣିରେ ବୁଡ଼ିରହିଥିବା ‘ଭୂତ ଗାଁ’

ଇଟାଲୀର ଏକ ମଧ୍ୟଯୁଗୀୟ ଗାଁ। ଯାହା ୨୬ ବର୍ଷ ଧରି ପାଣି ଭିତରେ ବୁଡ଼ିରହିଛି। ଏହାକୁ ‘ଭୂତ ଗାଁ’ କୁହାଯାଏ। ଦୀର୍ଘଦିନ ଧରି ଏହି ଗାଁ...

ରିସେପ୍‌ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ

ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ।...

୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ...

ଭାଇରସ୍‌ରେ ୪୧% ‘କ୍ଲେଡ୍‌ ଏ୩-ଆଇ’

ହାଇଦ୍ରାବାଦ: ପରିବେଶ ଅନୁଯାୟୀ ପରିବର୍ତ୍ତିତ ଗୁଣାବଳୀ କରୋନା ଭାଇରସ୍‌କୁ ସଂକ୍ରମଣ ଲାଗି ବଳ ଯୋଗାଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଆମେରିକାରେ ଯେଉଁ ପ୍ରତିକ୍ରିୟା...

ଦାମୀ ଘଣ୍ଟା ପିନ୍ଧିବାର ସଉକ ଥିଲେ ବି ଏହି ଘଣ୍ଟାକୁ କିଣିବା ସାତସପନ ପରି, କାରଣ…

ଦାମୀ ଘଣ୍ଟା ପିନ୍ଧିବା ଅନେକଙ୍କର ସଉକ ଥାଏ। ଏହାବାଦ୍‌ ବିଭିନ୍ନ ପ୍ରକାର ଘଣ୍ଟାର ସଂଗ୍ରହ ବି ଅନେକେ କରନ୍ତି। କିନ୍ତୁ ଏଠି ଯେଉଁ ଘଣ୍ଟା ସମ୍ପର୍କରେ...

ଫଟୋ ଦେଖି ଚେହେରା ଚିହ୍ନନ୍ତି ଏହି ପୋଲିସ ଅଧିକାରୀ, ଏବେ ଯାଏ ଧରିଲେଣି ୨୦୦୦ରୁ ଊର୍ଦ୍ଧ୍ୱ ଅପରାଧୀ

ଇଂଲଣ୍ଡର ଜଣେ ପୋଲିସ ଅଧିକାରୀ ତାଙ୍କର ବିଶେଷ ପ୍ରତିଭା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେହେରା ଚିହ୍ନିବାରେ ଏହି ଅଧିକାରୀ ଜଣଙ୍କ ପାଖରେ ବିଶେଷ ଦକ୍ଷତା...

Advertisement
Archives

Model This Week