ରାକେଶଙ୍କ ହାତରେ ହାତ ଛନ୍ଦି ଡିନର୍‌ ଡେଟ୍‌ରେ ଗଲେ ଶିଳ୍ପାଙ୍କ ଭଉଣୀ; ଭାଇରାଲ ହେଉଛି…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଅନେକ କଳାକାର ଲିଙ୍କଅପ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଠିକ୍‌ ସେଭଳି କିଛି ଘଟିଛି ଲୋକପ୍ରିୟ ଅଭିନେତା ରାକେଶ ବାପତଙ୍କ କ୍ଷେତ୍ର। ସେ ଏବେ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତାଙ୍କ ପ୍ରେମରେ ଉବୁଟୁବୁ।

ନିକଟରେ ବିଗ୍‌ବସ୍‌ ଓଟିଟି ଫର୍ମାଟରେ ଦେଖାଯାଇଥିଲା। ଏହା ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିବା ବେଳେ ପ୍ରତିଯୋଗୀ ଥିବା ରାକେଶ-ସମୀତାଙ୍କ ଯୋଡ଼ିକୁ ପସନ୍ଦ କରାଯାଇଥିଲା। ଉଭୟ ପରସ୍ପରକୁ ଭଲ ଭାବେ ବୁଝିବା ସହ ଏକାଠି ସମୟ ବିତାଉଥିଲେ। ହେଲେ ଶୋ’ର ଫାଇନାଲ ଶେଷ ହେବା ପରେ ନିଜ ନିଜ ଘରକୁ ସେମାନେ ଫେରିଯାଇଥିଲେ। ଏହାକୁ ନେଇ ଦର୍ଶକ ପୁଣିଥରେ ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିବା କହି ଆସୁଥିଲେ। ଶେଷରେ ତାହା ହିଁ ହୋଇଛି।

ଶୁକ୍ରବାର ଉଭୟ ଲଭବାର୍ଡଙ୍କୁ ଡିନର୍‌ ଡେଟ୍‌ରେ ଯାଇଥିବା ଦେଖାଯାଇଛି। ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେମାନେ ରେଷ୍ଟୁରାଣ୍ଟ ବାହାରେ ହାତରେ ହାତ ଛନ୍ଦି ଫଟୋ ଉଠାଇବା ସହ ନିଜ ନିଜ ସୋସିଆଲ ପୃଷ୍ଠାରେ ଷ୍ଟାଟସ୍‌ ମଧ୍ୟ ଦେଇଛନ୍ତି। ଏଣୁ କିଛି କିଛି ନୁହେଁ ବରଂ ଉଭୟଙ୍କ ମଧ୍ୟରେ ବହୁତ କିଛି ଚାଲିଛି ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର...

ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି...

‘ମାମ୍ମା ମୁଁ ତୁମକୁ ସବୁ ମୁହୂର୍ତ୍ତରେ ମିସ୍ କରୁଛି’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଭିନ୍ନ ଢଙ୍ଗରେ ମନେ ପକାଇଛନ୍ତି । ସୋସିଆଲ...

ଗର୍ଭବତୀ ଥିବା ସମୟରେ ଏହି ଅଭିନେତ୍ରୀଙ୍କୁ କରିବାକୁ ପଡ଼ିଥିଲା ବଳାତ୍କାର ସିନ୍‌, ପରେ ଘଟିଲା ଏମିତି

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ମୌସୁମୀ ଚାଟାର୍ଜୀ ଅନ୍ୟତମ। ୧୯୬୭ ମସିହାରେ ବଙ୍ଗଳା ଫିଲ୍ମ ‘ବାଲିକା ବଧୂ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।...

ଲକ୍‌ଡାଉନ୍‌ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍‌ଟପ୍‌

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍‌ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ...

ବାଥ୍‌ରୁମ୍‌ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନର୍‌ ପ୍ରତ୍ୟୁଷାଙ୍କ ମୃତଦେହ

ହାଇଦ୍ରାବାଦ: ଟଲିଉଡ୍‌ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାଥରୁମ୍‌ରୁ ମିଳିଛି ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ। ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ...

ନୂଆ ଇନିଂସ ଆରମ୍ଭ କରିବେ ଧୋନୀ

ଚେନ୍ନାଇ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ ପରେ ଏବେ ଫିଲ୍ମ ଜଗତକୁ ପ୍ରବେଶ କରିବାକୁ ଯାଉଛନ୍ତି। ଧୋନୀ ତାମିଲ...

ଛାତ୍ରୀ ଥିବା ବେଳେ କମେଡିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଗିନ୍ନି, ଏଭଳି କିଛି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଜଣେ କମେଡିଆନ୍‌ ଭାବେ ପ୍ରତିଟି କଳାପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କପିଲ ଶର୍ମା। ନିଜ ପ୍ରଚେଷ୍ଟାରେ ସେ ଏଭଳି ସୋପାନ ହାସଲ...

Advertisement
Archives

Model This Week