ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ବରଗଡ଼ ଅଫିସ,୨୫ା୯(.): ପୋଲିସ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତଦେହ ଧରି ଏସ୍‌ପି ଅଫିସ ଆସୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୋଲିସ ଲାଠି ଚାର୍ଜ କରିଥିଲା। ଲାଠି ଚାର୍ଜ ପରେ ଉତ୍ତ୍ୟକ୍ତ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଲୋକଙ୍କଠାରୁ ମୃତଦେହ ପୋଲିସ ବ୍ୟବଚ୍ଛେଦ ପାଇଁ ନେଇଛି । ଏକ ଗଣ୍ଡଗୋଳ ମାମଲାରେ ଯୁବକଙ୍କୁ ଶୁକ୍ରବାର ଉଠାଇ ନେଇଥିଲା ଟାଉନ ପୋଲିସ । ପରେ ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ  ମୃତ ଘୋଷଣା କରିଥିଲେ ଡାକ୍ତର । ଏହା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବମିଖାଲରୁ ଲୁଚି ପଳାଇ ଆସିଛନ୍ତି ଦମ୍ପତି, ଭୟରେ ଅଞ୍ଚଳବାସୀ

ରସୁଲପୁର,୧୧।୪(ଡିଏନଏ)- ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଏହି ସହରର ସତ୍ୟନଗର, ବମିଖାଲ, ସୁନ୍ଦରପଦା,...

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଘଟଗାଁ ପୋଲିସ ଘଟଣାରେ...

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର: ୫ ପରିବାର ବାସହରା

ପାରଳାଖେମୁଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ୫ଟି ଘର ଭାଙ୍ଗିଯାଇଛି। ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅଧୀନ ଅଢେଇ,...

ବିଶ୍ୱାସ,ପରମ୍ପରାର ଯାତ୍ରା ଝାମିଯାତ୍ରା

ଜୟପୁର, ୨୮ା୨ (ନି.ପ୍ର.):ବିଶ୍ୱାସର ଯାତ୍ରା ଝାମିଯାତ୍ରା ପାଇଁ ଜୟପୁର ଉତ୍ସବମୁଖର ହୋଇପଡିଛି। ଶିରଲୀ ଦେବୀ ପୂଜା ପାଉଥିବା ଏହି ଯାତ୍ରା ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି...

କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ...

ଭୟରେ ଓଲଟିଲା ମାଛ ଗାଡ଼ି

ରାଉରକେଲା ଅଫିସ,୯ା୧: ବୁଧବାର ବନ୍ଦ ପାଳନ ସମୟରେ ଏକ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଷ୍ଟିଲ ସିଟିର ବିର୍ସା ଛକରେ ଓଲଟି ପଡ଼ିବାରୁ ଅଭାବନୀୟ ପରିସ୍ଥିତି...

ପଥର ମାଫିଆଙ୍କ ଘରେ ଚଢ଼ାଉ

ନୀଳଗିରି, ୨୭।୭(ସ୍ବ.ପ୍ର.) – ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବାରେ ଲାଗିଛି। ସୋମବାର ବାଘମରା ଅଞ୍ଚଳକୁ ତଦନ୍ତ କରିବାକୁ...

ବର୍ଷା ପାଣିରେ ପିଲା ଭିଜିବାରୁ ଅଭିଭାବକଙ୍କ ଉତ୍ତେଜନା

ସିଂହପୁର,୧୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ନୋଡାଲ ବିଦ୍ୟାଳୟର ଶ୍ରେଣୀଗୃହରେ ବର୍ଷା ପାଣି ପଶିବାରୁ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ...

Advertisement
Archives

Model This Week