ଗଜପତିରେ ଧସିଲା ପାହାଡ଼

ପାରଳାଖେମୁଣ୍ଡି,୨୬।୯(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନମାନଗଡ଼ ଓ ଅଜୟଗଡ଼ ରାସ୍ତାର ପାହାଡ ଧସିଥିବା ରବିବାର ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଅତଡା ଖସିଥିବା ସୂଚନା ମିଳିଛି। ତେଣୁ ନମାନଗଡ଼ଠାରୁ ଅଜୟଗଡ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟାଇବା ପାଇଁ ଏକ ସ୍ବତନ୍ତ୍ର ଟିମ ସେଠାକୁ ପଠାଯାଇ ଉଦ୍ୟମ ଜାରି ରହିଛି। ଯେପରି ସେଠାରେ କିଛି ବଡଧରଣର ଅଘଟଣ ନ ଘଟେ ସେଥିପାଇଁ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ସଡ଼କ ୪ ମାସରେ ଶୋଚନୀୟ

ଚଣ୍ଡିଖୋଲ,୧୫।୨(ଡି.ଏନ.ଏ.): ଗ୍ରାମାଞ୍ଚଳକୁ ଭଲ ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିକଳ୍ପନା କରାଯାଇଥିଲା। ତେବେ ଏହି ଯୋଜନାରେ କରାଯାଉଥିବା ରାସ୍ତା କେତେ ନିମ୍ନମାନର...

ଆରମ୍ଭ ହେଲା ‘ପୁରୀ ପଢ଼େ, ପୁରୀ ବଢ଼େ’ କାର୍ଯ୍ୟକ୍ରମ ବହି ହେଉଛି ବନ୍ଧୁ: ଚିତ୍ରା ଅରୁମୁଗମ୍‌

ପୁରୀ ଅଫିସ, ୮ା୧୨: ଆଗକୁ ଯିବାର ଏକମାତ୍ର ରାସ୍ତା ହେଉଛି ଶିକ୍ଷା। ଯାହା ପାଖରେ ଶିକ୍ଷା ଅଛି ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ସ୍କୁଲ...

ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା:ଡାକ୍ତରୀ ଦଳ ପକ୍ଷରୁ ବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁର ପଞ୍ଚାୟତସ୍ଥ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ଖବର ବିଭିନ୍ନ...

ଲକ୍‌ଡାଉନ୍‌ ନିୟମକୁ ଫୁ : ହାଟରେ ରହୁନି ସାମାଜିକ ଦୂରତ୍ୱ

ସୋନପୁର,୭।୪(ନି.ପ୍ର.):  ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସୁବର୍ଣ୍ଣପୁର ଜିଲା...

ସୌମ୍ୟଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ଖଇରା,୧।୯(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ବୁଧବାର ସୌମ୍ୟଙ୍କ ପରିବାର...

ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ...

ଧାନ ବୋଝେଇ ଟ୍ରକ୍‌କୁ ୫୮,୦୪୦ ଟଙ୍କା ଜରିମାନା

ତିହିଡ଼ି,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନ ବୋଝେଇ କରି ଯାଉଥିବା ଏକ ଟ୍ରକ୍‌କୁ ଆଂଚଳିକ ପରିବହନ କାର୍ୟାଳୟ(ଆରଟିଓ)...

ପ୍ରାଣୀ ଚିକିତ୍ସାଳୟ ପୁନଃ କାର୍ଯ୍ୟକ୍ଷମ ଲାଗି ଜିଲାପାଳ, ବିଧାୟକଙ୍କୁ ଦାବି

ଭବାନୀପାଟଣା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ଭଗ୍ନ ଅବସ୍ଥାରେ ପଡି ରହିଥିବା ପ୍ରାଣୀ ଚିକିତ୍ସାଳୟକୁ ପୁନର୍ବାର ଚାଲୁ ପାଇଁ ମୂଷାନାଳ ଗ୍ରାମବାସୀ...

Advertisement


Archives

Model This Week