ଶାଶୁଘରେ ମହାରାଣୀ ଭଳି ରହିଥାନ୍ତି ଏହି ୪ ରାଶିର ଯୁବତୀ; ଟଙ୍କାପଇସାର ଅଭାବ ନ ଥାଏ…

ନାରୀମାନେ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ଅଧିକ ଭଲ ପାଉଥିବା ଶାଶୁଘର ସାଙ୍ଗକୁ ସ୍ବାମୀ ମିଳୁ ବୋଲି ସେମାନଙ୍କର ଇଚ୍ଛା ଥାଏ। ବିବାହ ପରେ ଶାଶୁଘରେ ସେମାନେ ମହାରାଣୀ ହୋଇ ରୁହନ୍ତୁ, ପରିବାରରେ ତାଙ୍କ ସମ୍ମାନ ରହୁ, ଟଙ୍କାପଇସାର ଅଭାବ ତାଙ୍କ ପାଖରେ ନ ରହୁ ବୋଲି ଅନେକ ଚାହିଁଥାନ୍ତି। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଭଳି ୪ ରାଶି ରହିଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ଶାଶୁଘରେ ମହାରାଣୀ ଭଳି ରହିଥାନ୍ତି। ସେମାନଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ରହି ନ ଥାଏ। ଆସନ୍ତୁ ଜାଣିବା:

ମେଷ ରାଶି: ଏହି ରାଶିର ନାରୀମାନେ ବହୁତ ପ୍ରତିଭାଶାଳୀ। ବିବାହ ପରେ ଏମାନେ ଖୁବ୍‌ ଶୀଘ୍ର ଶାଶୁଘର ଲୋକଙ୍କ ହୃଦୟ ତିଣି ନେଇଥାନ୍ତି। ପରିବାରକୁ ଏମାନେ ଯୋଡ଼ି ରଖିଥାନ୍ତି। ଏହି ସ୍ବଭାବ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଯେଉଁ ଘରେ ଏମାନେ ବୋହୂ ହୋଇ ଯାଇଥାନ୍ତି, ସେଠାରେ ରାଣୀ ହୋଇ ରୁହନ୍ତି।

ମିଥୁନ:ଏହି ରାଶିର ଯୁବତୀଙ୍କ ମନମୁତାବକ ସ୍ବାମୀ ମିଳିଥାଏ। ବିବାହ ପରେ ଏମାନଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ନ ଥାଏଲ। ସ୍ବାମୀ ସବୁ ଇଚ୍ଛା ପୂରଣ କରିଥାନ୍ତି। ରାଣୀ ହୋଇ ଏମାନେ ଶାଶୁଘରେ ରହିଥାନ୍ତି।

ତୁଳା ରାଶି: ତୁଳା ରାଶିର ଯୁବତୀ ଶାଶୁଘରେ ରାଣୀ ଭଳି ରହିଥାନ୍ତି। ଏମାନେ ନିଜ ଜୀବନରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତି। ଏମାନଙ୍କୁ ବହୁତ ଭଲ ପାଉଥିବା ଜୀବନସାଥୀ ମିଳିଥାଏ। ଯିଏ ତାଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି।

କୁମ୍ଭ ରାଶି: ଏହି ରାଶିର ଯୁବତୀମାନେ ବହୁତ ଭାଗ୍ୟଶାଳୀ। ସ୍ବାମୀଙ୍କ ପ୍ରତି ଏମାନେ ବେଶ ସଚ୍ଚୋଟ। ବିପଦ ବେଳେ ଶାଶୁଘର ଲୋକଙ୍କ ସହ ଏମାନେ ଦମ୍ଭ ଭଳି ଛିଡ଼ା ହୋଇ ରହିଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ…

ଆଖିକୁ ନିଦ ନ ଆସିବା କିମ୍ବା ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଶୋଇବାରେ ସମସ୍ୟା ହେଉଥିଲେ ଏହାକୁ ଅନିଦ୍ରା ରୋଗ କୁହାଯାଏ। ଏହା ଏକ ସମସ୍ୟା...

କିପରି ଚିହ୍ନିବେ ଭଲ ସାଙ୍ଗଙ୍କୁ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର...

ସକାଳେ ବିଳମ୍ବରେ ଉଠିଲେ…

ସକାଳ ହେବା ମାତ୍ରେ ଉଠିବା ଏକ ଭଲ ଅଭ୍ୟାସ। ହେଲେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସକାଳୁ ଉଠିବାରେ ବିଳମ୍ବ କରିଥାଆନ୍ତି। କିଛି ବ୍ୟକ୍ତିଙ୍କର...

ସକାଳୁ ଉଠିବା ପରେ ବହୁତ ଶୋଷ ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ…

ଅନିୟମିତ ଜୀବନଶୈଳୀ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟପେୟ, ଶାରୀରିକ ପରିଶ୍ରମ ନ ଥିବା କାରଣରୁ ହେଉଥିବା ରୋଗ ଭିତରୁ ରକ୍ତଚାପ ଅନ୍ୟତମ। ଆକଳନ ଅନୁଯାୟୀ ଦେଶର ପ୍ରାୟ...

ପେଁକାଳିର ସରିତା

‘ମୋ ପେଁକାଳି ବଜେଇ ଦେ’ ନାଟକ ଦେଖିଥିବା ଦର୍ଶକ ଖୁବଶୀଘ୍ର ମନେ ପକେଇ ପାରିବେ ସରିତା ଚରିତ୍ରଟିକୁ। ମିତାର ଭାଉଜ। ମିତାର ବଡ଼ଭାଇ ଚିନ୍ମୟ ଜଗଦ୍ଦେବର...

କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି।...

ହଠାତ୍‌ ପିମ୍ପୁଡ଼ି ବାହାରୁଥିଲେ…

ବେଳେବେଳେ ଘରୁ ହଠାତ୍‌ ମେଞ୍ଚା ମେଞ୍ଚା ହୋଇ ପିମ୍ପୁଡ଼ି ବାହାରୁ ଥିବାର ଦେଖାଯାଏ। କେବେ ନାଲି ତ କେବେ କଳା ରଙ୍ଗର ପିମ୍ପୁଡ଼ି ବାହାରିଥାନ୍ତି। ଏମାନେ...

ଘରେ ମାଛ ରଖିବା କେତେ ଶୁଭ!

ଆକ୍ୱାରିୟମ୍‌ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ...

Advertisement
Archives

Model This Week