Posted inଖେଳ

ଗୋଟିଏ ଛକା, ଅନେକ ଭିଡିଓ; ଦେଖନ୍ତୁ ଧୋନୀ ବିଜୟୀ ଛକା ମାରିବା ପରେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏପରି ଜଣେ ଖେଳାଳି, ପଡ଼ିଆରେ ଯାହାର ଉପସ୍ଥିତି ହିଁ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ଜିତିବା ଏବଂ ହାରିବା ଲାଗି ରହିଥିଲେ ହେଁ ଧୋନୀଙ୍କ ପ୍ରତି ଥିବା ଭଲପାଇବା କମ୍‌ ହୋଇନାହିଁ। ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୋନୀ ଛକା ମାରି ୨୦୧୧ ବିଶ୍ୱକପ୍‌ର ସ୍ମୃତିକୁ ତାଜା କରିଛନ୍ତି।

ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ୧୩୫ରନ୍‌ ଟାର୍ଗେଟର ପିଛା କରିଥିଲେ ଚେନ୍ନାଇ। ଶେଷ ଓଭରରେ ୬ ବଲ୍‌ରେ ୩ ରନ୍‌ର ଆବଶ୍ୟକତା ଥିଲା। ମଇଦାନରେ ଧୋନୀଙ୍କ ସହ ରାଇଡୁ ଥିଲେ। ସିଦ୍ଧାର୍ଥ ବୋଲିଂ କରିବାକୁ ଆସିବା ପରେ ରାଇଡୁ ପ୍ରଥମ ବଲ୍‌ରେ କୌଣସି ରନ୍‌ ନେଇପାରି ନ ଥିଲେ। ପରେ ଦ୍ୱିତୀୟ ବଲ୍‌ରେ ଧୋନୀଙ୍କୁ ଷ୍ଟାକ୍‌ ମିଳିଥିଲା। ଏହା ଦେଖି ପ୍ରଶଂସକମାନେ ଧୋନୀ-ଧୋନୀ-ସିକ୍ସ-ସିକ୍ସ କହିବା ଆରମ୍ଭ କରିଥିଲେ। ଧୋନୀ ଶେଷରେ ନିଜସ୍ବ ଶୈଳୀରେ ଛକା ମାରି ଦଳକୁ ଜିତାଇଥିଲେ।
ଧୋନୀଙ୍କ ଏଭଳି କାରନାମା ପରେ ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଟ୍ରେଣ୍ଡ କରିଥିଲା। ଉକ୍ତ ଛକାର ଗୋଟିଏ ନୁହେଁ ବରଂ ଅନେକ ଭିଡିଓ ଭାଇରାଲ ହୋଇଥିଲା। ଦେଖନ୍ତୁ:

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ କୃତିତ୍ୱ

କୋଲକାତା, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ସେ...

ବାୟୋ-ବବଲ ମୁକ୍ତ ହୋଇପାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ

ନୂଆଦିଲ୍ଲୀ, ୨୫ା୪: କ୍ରିକେଟରମାନଙ୍କ ମାନସିକ ଅବସ୍ଥାର ହିତ ଦୃଷ୍ଟିରୁ ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ବାୟୋ-ବବଲ ରହି ନ...

କୋଭିଡ୍‌ ଆଶଙ୍କା: ହାଇଦ୍ରାବାଦ, ଇନ୍ଦୋର ବିକଳ୍ପ ଭେନ୍ୟୁ

ମୁମ୍ବାଇ, ୪ା୪ (ପି.ଟି.): ସହରରେ କରୋନା ସଂକ୍ରମଣ ବଢ଼ି ଚାଲିଥିଲେ ସୁଦ୍ଧା ମୁମ୍ବାଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ ଆୟୋଜନ କରିବା ନେଇ ଭାରତୀୟ...

ଶ୍ରୀଲଙ୍କାକୁ ହରାଇ ସିରିଜ ବରାବର୍‌ କଲା ନ୍ୟୁଜିଲାଣ୍ଡ

କଲମ୍ବୋ, ୨୬।୮ (ଏଏଫ୍‌ପି)- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଇନିଂସ...

ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍‌ ଚାମ୍ପିୟନ

ବେଙ୍ଗାଲୁରୁ,୭।୯(ପି.ଟି.)-ବିଦର୍ଭ ସ୍ପିନର ଅକ୍ଷୟ ଓ୍ବାଖରେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦୁଲୀପ ଟ୍ରଫି ଟାଇଟଲ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳଯାଇଥିବା...

ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର: କୁମିନ୍ସ

ମେଲବୋର୍ନ,୨୬।୪(ପି.ଟି.): ଭାରତୀୟ ଟେଷ୍ଟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର ବୋଲି ବିଶ୍ୱର ୧ ନମ୍ବର ଦ୍ରୁତ ବୋଲର ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ...

ହିନ୍ଦୁ ଶରଣାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲେ ଧାଓ୍ବନ

ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍‌ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ...

ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ କୋରନା

ନୂଆଦିଲ୍ଲୀ, ୭ା୮(ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ...

Advertisement
Archives

Model This Week