ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍‌ ଭିସା, ମାତ୍ର ୧୨ ଘଣ୍ଟାରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ ବେଶ୍‌ ଆକ୍ଟିଭ। ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଛନ୍ତି। ସେଇଟି ହେଲା ୟୁଏଇ ଦ୍ବାରା ତାଙ୍କୁ ମିଳିଥିବା ଗୋଲ୍ଡେନ୍‌ ଭିସା। ସେ ନିଜର ଏକ ଫଟୋ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି ଏହା କହିଛନ୍ତି। କ୍ୟାପ୍‌ଶନରେ ଉର୍ବଶୀ ଲେଖିଛନ୍ତି, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦ ବର୍ଷ ଯାଏ ଏହି ଗୋଲ୍ଡେନ୍‌ ଭିସା ମିଳିଛି। ଏହାକୁ ନେଇ ସେ ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଭିସା ମିଳିବା ପରେ ସେ ଖୁସି ଥିବା ଦେଖାଯାଉଛି।
ବର୍ତ୍ତମାନ ଉର୍ବଶୀ ଗୋଲ୍ଡେନ୍‌ ଭିସା ପାଇ ଆଗାମୀ ୧୦ ବର୍ଷ ପାଇଁ ୟୁଏଇରେ ରହିପାରିବେ। ଏହା ପୂର୍ବରୁ ବ୍ୟବସାୟୀ, ନିବେଶକ ଏବଂ ଡାକ୍ତରମାନଙ୍କୁ ଗୋଲ୍ଡେନ ଭିସା ଦିଆଯାଉଥିଲା। ଏହି ଭିସା ନିବେଶକ, ଉଦ୍ୟୋଗୀ, ଅନୁସନ୍ଧାନକାରୀ, ଡାକ୍ତରୀ ବୃତ୍ତିଗତ, ବୈଜ୍ଞାନିକ ଏବଂ ଛାତ୍ରମାନଙ୍କ ପାଇଁ ଉପଲବ୍ଧ ଥିଲା। କିନ୍ତୁ ସାମ୍ପ୍ରତିକ ସମୟରେ ବଲିଉଡ୍‌ କଳାକାରଙ୍କୁ ମଧ୍ୟ ଏହି ଭିସା ଦିଆଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷୀୟ ମିକାଙ୍କ ୧୨ ବର୍ଷର ରିବାଙ୍କ ସହ ଅନସ୍କ୍ରିନ୍‌ ରୋମାନ୍ସ; ପ୍ରଶ୍ନ ଉଠାଉଛନ୍ତି ଲୋକେ

ବମ୍ବେ: ଗାୟକ ମିକା ସିଂ ୪୧ବର୍ଷର ହୋଇ ବି ୧୨ ବର୍ଷର ସୋସିଆଲ ମିଡିଆ ସେନ୍‌ସଶନ୍‌ ରିଭା ଅରୋରାଙ୍କୁ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ ପଡ଼ିଛି ମହଙ୍ଗା।...

ଭାଲେଣ୍ଟାଇନ୍‌ ଡେ’ରେ ରୋମାଣ୍ଟିକ୍‌ ହେଲେ ନେହା କକ୍କର

ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ...

ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

ମୁମ୍ବାଇ,୨୪।୮: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ଏଥିସହିତ...

ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…

ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲେ...

ପରଲୋକରେ ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ଅଭିନେତା ଅରୁଣ ବର୍ମାଙ୍କ ଭୋପାଳରେ ଦେହାନ୍ତ ହୋଇଛି। ଭୋପାଳର ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣ ଗୁରୁବାର ଶେଷ...

‘ସାମି ସାମି’ ଗୀତରେ ଏମିତି ନାଚିଲେ କୁନି ଝିଅ, ପୁଷ୍ପା ଅଭିନେତ୍ରୀ ହେଲେ ଆଶ୍ଚର୍ଯ୍ୟ

ଗତ ବର୍ଷ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ମୁକ୍ତିଲାଭ କରିଥିଲା। ଏହାର ସଂଳାପ ଏବଂ ଗୀତ ଆଜିବି ସମସ୍ତଙ୍କ ହୃଦୟରେ ଅଛି। ସୋସିଆଲ ମିଡିଆରେ ଫିଲ୍ମର...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

Advertisement
Archives

Model This Week