Home Left

ଟୁଇଟ୍‌ କରି ଫସିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୫:ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ଟୁଇଟ୍‌ କରି ଫସିଯାଇଛନ୍ତି। ଟୁଇଟର ତାଙ୍କ ଟୁଇଟ୍‌କୁ ମ୍ୟାନୁପଲେଟେଡ୍‌ ମିଡିଆ ବା ‘କଣ୍ଟେଣ୍ଟ୍‌ ହେରଫେର’ ବୋଲି କହିଛି। ସୂଚନାଯୋଗ୍ୟ, ସମ୍ବିତ ଟୁଇଟ୍‌ କରି କହିଥିଲେ ଯେ, କଂଗ୍ରେସ ଟୁଲ୍‌କିଟ୍‌ ମାଧ୍ୟମରେ…

ବାଲକୋନିରେ ମଡେଲଙ୍କ ସହ ରୋମାନ୍ସରେ ମାତିଥିଲେ ସିଙ୍ଗର, ସ୍ତ୍ରୀ ଚାଲି ଆସିବାରୁ…

ବ୍ରାସିଲିଆ,୨୧ା୫: ବ୍ରାଜିଲର ଜଣାଶୁଣା ଜଣେ ସିଙ୍ଗରଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁର କାରଣ ହେଲା ତାଙ୍କ ରୋମାନ୍ସ। ୨୩ ବର୍ଷୀୟ ଏମ୍‌ସି କେବିନ ଦୁଇ ସପ୍ତାହ ପୂର୍ବରୁ ବିବାହ କରିଥିଲେ। ମାତ୍ର ସେ ତାଙ୍କ ନବବିବାହିତା ସ୍ତ୍ରୀଙ୍କୁ ଲୁଚି ଜଣେ ମଡେଲଙ୍କ…

ଏହି ଅଭିନେତ୍ରୀ ଭଲ ପାଉଥିଲେ ଅନ୍ୟ ଜଣଙ୍କୁ, କେବଳ ଏହି ରାଗରେ ବିବାହ କରିଥିଲେ କିଶୋର କୁମାରଙ୍କୁ

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଭଲ ଅଭିନୟ କରୁଥିଲେ। ମାତ୍ର ସେମାନଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ। ଆମେ ସେଭଳି ଜଣେ ଅଭିତ୍ରେୀଙ୍କ ବିଷୟରେ କହୁଛୁ ଯାହାଙ୍କ ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ ଏବଂ କ୍ରୋଧିତ ବିବାହ…

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ୍‌ ଫଙ୍ଗସ୍‌: ଦିଲ୍ଲୀରେ ୧୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ପ୍ରଥମେ କରୋନା ଭାଇରସ୍‌ ଆଉ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସହ ମୁକାବିଲା କରିବା ଏବେ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ଦେଶରେ କେତେକ ରାଜ୍ୟରେ ଏହି…

ଦି ଓଳି ଖାଇବାକୁ ପାଉନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ପାଟ୍ରିକ ପାଟରସନ ଆର୍ଥିକ ଅଭାବ ସହ ସଂଘର୍ଷ କରୁଛନ୍ତି। ଏପରିକି ଦୁଇ ଓଳି ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ମାଧ୍ୟମରେ ତଙ୍କ ପାଇଁ ଟଙ୍କା ସଂଗ୍ରହ କରାଯାଉଛି।…

ବିବାହ ପୂର୍ବରୁ ବର ନିଖୋଜ, ସମ୍ପର୍କୀୟ ଭାଇଙ୍କୁ ବିବାହ କଲେ କନ୍ୟା; ଦୁଇଦିନ ପରେ ଖୋଲିଲା ରାଜ୍‌

କାନପୁରରେ ଏକ ବିବାହ ସମୟରେ ବର ଧୋକା ଦେଇଛନ୍ତି। ଏହା ପରେ କନ୍ୟାଘର ଲୋକେ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଝିଅର ବିବାହ କରାଇଛନ୍ତି। ଏହି ଘଟଣା କାନପୁର ନିକଟ ପୋଲହପୁର ଗାଁରେ ଚାଞ୍ଚଲ୍ୟ…

ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ ଆଲୋଚନାରୁ ଦୂରେଇ ରୁହନ୍ତି। କିନ୍ତୁ ଏସବୁ ସତ୍ତ୍ୱେ, ବେଳେବେଳେ ସେ ଚର୍ଚ୍ଚାକୁ ଆସିଥାନ୍ତି। ଥରେ…

ବଳାତ୍କାର ମାମଲାରେ ୮ବର୍ଷ ପରେ ଦୋଷମୁକ୍ତ ହେଲେ ବରିଷ୍ଠ ଖବରଦାତା

ପଣଜୀ,୨୧।୫: ବଳାତ୍କାର ମାମଲାରେ ବରିଷ୍ଠ ଖବରଦାତାଙ୍କୁ ମିଳିଲା ଆଶ୍ୱସ୍ତି। ଦୀର୍ଘ ୮ବର୍ଷ ପରେ ବରିଷ୍ଠ ଖବରଦାତା ତଥା ତେହେଲକା ମ୍ୟାଗାଜିନ୍‌ର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ବଳାତ୍କାର ମାମଲା ଗୋଆ ସେଶନ୍‌ କୋର୍ଟ ଦୋଷମୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ ଗୋଆର…

କେବଳ ଏହି କାରଣ ପାଇଁ ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ସଞ୍ଜୟ ଦତ୍ତଙ୍କୁ ଚେତାବନୀ ଦେଇଥିଲେ ଭଉଣୀ

ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରଶଂସା ପାଆନ୍ତି । ତାଙ୍କ ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥାଏ। ସେ ବର୍ତ୍ତମାନ ମାନ୍ୟତା ଦତ୍ତଙ୍କୁ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା…

ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ପରଦାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ନିଜର ବୋଲ୍ଡ ଇମେଜ ପାଇଁ ଜଣାଶୁଣା ରାଧିକା ସିନେମାରେ ନିଖୁଣ ଅଭିନୟ ମଧ୍ୟ କରିଥାନ୍ତି। ରାଧିକା ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ୱାହ ଲାଇଫ ହୋ ତୋ ୟେସି’ରେ ଡେବ୍ୟୁ…

ଝାରପଡ଼ା ଜେଲ୍‌ରୁ ୯୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଝାରପଡ଼ା ଜେଲ୍‌ରେ ୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜେଲ୍‌ ଷ୍ଟାଫ୍‌ ଏବଂ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୯୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କର ପଜିଟିଭ୍‌ ବାହାରିଥିବା ଜେଲ୍‌…

୧୧ ଦିନ ପରେ ଥମିଲା ଯୁଦ୍ଧ!

ତେଲ ଅଭିଭ୍‌,୨୧।୫: ଗତ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷରେ ଶାନ୍ତ ପଡିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସୁରକ୍ଷା ମନ୍ତ୍ରିମଣ୍ଡଳ ଘାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟକୁ ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri