ପିତାଙ୍କୁ ହରାଇଲେ ବଲିଉଡ ଅଭିନେତା

ନୂଆଦିଲ୍ଲୀ,୩।୧୦: ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଆର୍‌ କେ ବାଜପେୟୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଦୁଇ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି। ସତ୍ୟ, ଶୁଲ, ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର ଓ ଆଲିଗଡ଼ ଆଦି ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ବାପାଙ୍କ ଦେହ ଖରାପ ଶୁଣି ମନୋଜ କେରଳରୁ ଶୁଟିଂ ଛାଡ଼ି ଆସିଥିଲେ। ବାପାଙ୍କ ଦେହାନ୍ତରେ ସେ ଭାଙ୍ଗି ପଡ଼ିଛନ୍ତି । ନୂଆଦିଲ୍ଲୀର ନିଗମ ବୌଦ୍ଧଘାଟଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ,୩୦।୪: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଜ୍ୟାକଲିନଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ ହୋଇଛି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡି ପକ୍ଷରୁ...

ଆଖି ମାରିବା ପରେ କିସ୍‌ କଲେ ପ୍ରିୟା

ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ...

ଅଧାରୁ ପାଠ ଛାଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ଯାଏ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିଲାବେଳୁ ଅନେକ ସଂଘର୍ଷମୟ ଜୀବନ ବିତାଇଛନ୍ତି। ତାଙ୍କର ବାପା,ମା...

ଡାକ୍ତର ସନ୍ନି ଲିଓନ: ବ୍ଲାଉଜ-ଲୁଙ୍ଗି ପିନ୍ଧି କରୁଛନ୍ତି ଚିକିତ୍ସା

ମୁମ୍ବାଇ: ବଲିଉଡ ନାୟିକା ତଥା ପର୍ନ ଷ୍ଟାର ସନ୍ନି ଲିଓନ ଏବେ ତାଙ୍କର ଏକ ଭିଡିଓକୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ସନ୍ନି ତାଙ୍କ...

କଥା ଦେଇଥିଲେ, ହେଲେ ଫୋନ ଉଠାଇଲେ ନାହିଁ ଅମିର

ନୂଆଦିଲ୍ଲୀ, ୧୦।୮: ଗତ ରବିବାର ବଲିଉଡର ଭେଟେରାନ ଅଭିନେତା ଅନୁପମ ଶ୍ୟାମଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଭାଇ ଅନୁରାଗ ଶ୍ୟାମ ଅଭିନେତା ଅମିର...

ମୋ ପୁଅକୁ ରିୟା ବିଷ ଦେଇ ମାରିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ଏହି ମାମଲାର ଯାଞ୍ଚ୍‌ ସିବିଆଇ କରୁଛି। ସିବିଆଇର...

ଚାଷୀଙ୍କୁ ସମର୍ଥନ କରି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌

ମୁମ୍ବାଇ: କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଅଭିନେତା ସୋନୁ ସୁଦ୍‌ଙ୍କୁ ଲୋକେ ଭଗବାନ ଭଳି ମାନୁଛନ୍ତି। ଏବେ ତାଙ୍କ...

ୟୁ ଟ୍ୟୁବ୍‌ ଚାନେଲ ଖୋଲିବେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚେଲର ସଲ୍‌ମାନ ଖାନ୍‌ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ...

Advertisement
Archives

Model This Week