ମସଜିଦ୍‌ରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫୫ରେ

କାବୁଲ,୮।୧୦: ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶିଟେ ମସ୍‌ଜିଦ ଉପରେ ବଡ଼ ଧରଣର ବୋମା ମାଡ଼ କରାଯାଇଛି। ଶୁକ୍ରବାର ନମାଜ ପାଠ ବେଳେ ଘଟିଥିବା ବିସ୍ଫୋରଣରେ ଅତିକମ୍‌ରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୯୦ ଜଣ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଗତ ଅଗଷ୍ଟରେ ତାଲିବାନ ପୂରା ଦେଶକୁ କବ୍‌ଜା କରିବା ପରେ ଏହା ହେଉଛି ସବୁଠୁ ବଡ଼ ଧରଣର ଆକ୍ରମଣ।

ଆମ ପାଖକୁ ୯୦ ଆହତଙ୍କ ସହ ୧୫ ମୃତଦେହ ଆସିଛି। କିନ୍ତୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଏବେ ବି ଆମ ପାଖକୁ ଆହତ ବ୍ୟକ୍ତିମାନେ ଆସୁଥିବା ଜଣେ ହସ୍ପିଟାଲର ଡାକ୍ତର ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଏହା ପଛରେ ତାଲିବାନର ଚିରଶତ୍ରୁ ଇସ୍ଲାମିକ୍‌ ଷ୍ଟେଟ୍‌ ଗ୍ରୁପର ହାତ ଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା...

ଉତ୍ସବରେ ନାଚି ନାଚି ଗୁଳି ଚଲାଉଥିଲେ, ଚାଲିଗଲା ୧୭ ଜୀବନ

କାବୁଲ,୪।୯: ପଞ୍ଜଶିର ପ୍ରଦେଶକୁ ଦଖଲ କରିବା ସହ ପୂରା ଆଫଗାନିସ୍ତାନକୁ କବ୍‌ଜା କରି ନେଇଛି ତାଲିବାନ୍‌। ଏଥି ଲାଗି ଦେଶର ବିଭିନ୍ନ ପ୍ରଦେଶରେ ଉତ୍ସବର ମାହୋଲ।...

ପେନ୍‌ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ

ପ୍ୟାରିସ୍‌ ,୧୯।୧୨(ଏଏଫ୍‌ପି): ଫ୍ରାନ୍ସ ସରକାରଙ୍କ ପେନ୍‌ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ...

ବେଜୋସ୍‌ଙ୍କ ପୂର୍ବରୁ ମହାକାଶ ଯିବେ ବ୍ରାନ୍‌ସନ

ବ୍ଲୁ ଅରିଜିନ୍‌ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶ ଯାତ୍ରା ପାଇଁ ଯୋଜନା କରିଥିବାବେଳେ ଏହା ପୂର୍ବରୁ ଅନ୍ୟ ଜଣେ ଅରବପତି...

ତିବ୍ବତରେ ସମରାଭ୍ୟାସ କରୁଛି ଚାଇନା

ବେଜିଂ,୬।୧: ଚାଇନା ସେନା ଭାରତ ସୀମାକୁ ଲାଗି ରହିଥିବା ଉଚ୍ଚସ୍ଥାନ ତିବ୍ବତରେ ବଡ ଧରଣର ସମରାଭ୍ୟାସ କରୁଥିବା ସୂଚନା ମିଳିଛି। ସେଠାରେ ଚାଇନା ସେନା ପକ୍ଷରୁ...

ୟୁକ୍ରେନ ସୀମାରେ ବେଲାରୁଷ ସୈନ୍ୟ

କିଭ୍‌,୧୧ା୧୦: ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ସୋମବାର ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ସୀମା ନିକଟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଭ୍‌...

କରୋନା ପାଇଁ ବେଜିଂକୁ ଦାୟୀ କଲେ ନିକ୍କି ହେଲି

ୱାଶିଂଟନ,୨୮ ।୨: ଆମେରିକାନ ରିପ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ମଙ୍ଗଳବାର କହିଛନ୍ତି କୋଭିଡ-୧୯ ସମ୍ଭବତଃ ଚାଇନାର ଲାବୋରୋଟୋରିରୁ ଆସିଛି, ସେଥିପାଇଁ ଚାଇନାକୁ ଦିଆଯାଉଥିବା...

ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୩।୩: ସୁନାର ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟର ଅଭାବ ଦେଖାଦେଇଛି। ତେବେ ନିଜର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଯାଇ କାଙ୍ଗାଳ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ...

Advertisement
Archives

Model This Week