ଦଶହରାରେ ଦାଣ୍ଡିଆ ଗେଟ୍‌ଅପ୍‌

ଦଶହରା ଆସିଲେ ସମସ୍ତେ ନିଜ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମଜା ମସ୍ତିରେ ମଜି ଯାଆନ୍ତି। ହେଲେ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ଅଧିକାଂଶ ମହିଳା ନିଜକୁ ଭିନ୍ନ ଭିନ୍ନ ଲୁକ୍‌ରେ ସଜାଇବାକୁ ଜମାରୁ ଭୁଲନ୍ତି ନାହିଁ। ବର୍ତ୍ତମାନ ଦାଣ୍ଡିଆ ଗେଟ୍‌ଅପ୍‌ ଟ୍ରେଣ୍ଡରେ ଥିବାରୁ ଅନେକେ ଏହାକୁ ଆପଣେଇବାକୁ ପସନ୍ଦ କରୁଛନ୍ତି। ଯଦି ଆପଣ ବି ଏଥିପାଇଁ ଇଚ୍ଛୁକ ତେବେ ନିଜକୁ କିପରି ପ୍ରସ୍ତୁତି କରିବେ ଜାଣିବା ରଖନ୍ତୁ ଟିପ୍ସ…

ଦଶହରାକୁ ଅଧିକ ମଜାଦାର କରିବାକୁ ଯଦି ନିଜକୁ ଦାଣ୍ଡିଆ ଲୁକ୍‌ ଦେବାକୁ ଚାହାନ୍ତି ତେବେ ଚନିଆ- ଚୋଲି , ଘାଘରା- ଚୋଲି ହିଁ ସବୁଠୁ ଭଲ ଲାଗିଥାଏ। ଆପଣ ଚାହିଁଲେ ଲେହେଙ୍ଗା ବି ପିନ୍ଧିପାରିବେ। ଲାଲ୍‌, ସବୁଜ, ହଳଦୀ, ଗୋଲାପି, ନୀଳ ଆଦି ରଙ୍ଗ ବାଛନ୍ତୁ, ଅଧିକ ଆଟ୍ରାକ୍ଟିଭ୍‌ ଲାଗିବେ।

ଯଦି ନୂଆ କିଣିବାକୁ ନ ଚାହାନ୍ତି ତେବେ ପାଖରେ ଥିବା କୌଣସି ହାତୀ, ମୟୂର, ଫୁଲ, କୁମ୍ଭ କିମ୍ବା ଅନ୍ୟ ଟ୍ରାଡିଶନାଲ୍‌ ପ୍ରିଣ୍ଟ ଥିବା ଲଙ୍ଗ୍‌ ସ୍କର୍ଟ ସହିତ ଡିଜାଇନର୍‌ ବ୍ଲାଉଜ୍‌ ଏବଂ ହେଭି ଓ୍ବାର୍କ ଥିବା ଦୁପଟା(ରାଜସ୍ତାନୀ କିମ୍ବା ଗୁଜରାଟି)କୁ ମିକ୍ସ ମ୍ୟାଚ୍‌ କରି ପିନ୍ଧି ପାରିବେ। ଏହା ଆପଣଙ୍କୁ ଟ୍ରେଣ୍ଡି ଏବଂ ଗର୍ଜିଅସ୍‌ ଲୁକ୍‌ ଦେବ।

ନିଜ ଡ୍ରେସ୍‌ର ରଙ୍ଗ ଅନୁସାରେ ମ୍ୟାଚିଙ୍ଗ୍‌ କରି ଅଳଙ୍କାର ବାଛନ୍ତୁ। ସୁନ୍ଦର ଡିଜାଇନ୍‌ର ଓ୍ବାର୍କ ଚୁଡି ସାଙ୍ଗକୁ ଆର୍ଟିଫିସିଆଲ୍‌ ଜୁଏଲେରି ସେଟ୍‌ ଅଧିକ ସୁନ୍ଦର ଲାଗିବ। ତେବେ ନିଜ ଗେଟ୍‌ଅପ୍‌କୁ ଆହୁରି ଆଇକ୍ୟାଚି କରିବା ଲାଗି ଆପଣ ମାର୍କେଟ୍‌ରେ ମିଳୁଥିବା ଭଳିକି ଭଳି ଓ୍ବେଷ୍ଟ ବେଲ୍‌ଟ ବା କମର୍‌ ବନ୍ଧ ବି ବାଛି ପାରିବେ।

ଏହି ଗେଟ୍‌ଅପ୍‌ ମ୍ୟାଚି ଫୁଟ୍‌ଓ୍ବେର୍‌ ବିନା ଅଧୁରା। ତେଣୁ ଏହା ସହ ରାଜସ୍ତାନୀ ଜୁତି କିମ୍ବା ଏମ୍ବ୍ରୋଏଡୋରି ବା ସାଇନିଂ ଓ୍ବାର୍କ ଥିବା ହାଫ୍‌ସୁଜ୍‌ ପିନ୍ଧିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri