ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା
ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଦଳବଦଳ କାର୍ଯ୍ୟକ୍ରମ ହେବ। ଭାଜପା ନେତା ଅନିଲ ବାଲୁନି ଟୁଇଟ୍ ଯୋଗେ…
ସମୁଦ୍ର ମଧ୍ୟରେ ଟନ୍ ଟନ୍ ମାଟି ପକାଇ ଏହି ଦେଶ ନିର୍ମାଣ କରୁଛି ନୂଆ ସହର, ଏଥିରେ ରହିବ ଏସବୁ ସୁବିଧା
ସମୁଦ୍ର ମଧ୍ୟରେ କୋଟି କୋଟି ଟନ୍ ମାଟି ପକାଇ ଡେନମାର୍କ ଏକ ନୂଆ ସହର ତିଆରି କରିବାକୁ ଯାଉଛି। ଦେଶର ସଂସଦ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି। ନୂଆ ସହରରେ ୩୫ ହଜାର ଲୋକଙ୍କ ରହିବା ପାଇଁ ଘର ମିଳିପାରିବ। ଏକ…
ଦାନ୍ତରେ ସିଲିଣ୍ଡର ଉଠାଇ ଚର୍ଚ୍ଚାରେ ଶାଢି ପିନ୍ଧା ମହିଳା
ଆଜିକାଲି ସୋସିଆଲ ମିଡିଆରେ ଜଣେ ନାଲି ଶାଢି ପିନ୍ଦା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦାନ୍ତରେ ଏଲ୍ପିଜି ସିଲିଣ୍ଡର ଉଠାଉଥିବା ଦେଖାଯାଇଛି। ସମ୍ପୃକ୍ତ ମହିଳାଙ୍କ ନାମ ଶୈଳୀ ଚିକାରା। ଇନ୍ଷ୍ଟାଗ୍ରାମରେ ଶୈଳଙ୍କ ଆଢେଇ ଲକ୍ଷରୁ ଅଧିକ…
‘ଅନୁପମା’ ନିର୍ମାତାଙ୍କୁ ବଡ଼ ଝଟ୍କା: ପ୍ରଥମେ ଟିଆର୍ପିରେ ପଛୁଆ, ଏବେ ଶୋ’ ଛାଡ଼ିଲେ ଏହି କଳାକାର
ବମ୍ବେ: ଲଗାତାର ଭାବେ ଟିଆର୍ପି ତାଲିକା ଶୀର୍ଷରେ ରହୁଥିବା ଧାରାବାହିକ ‘ଅନୁପମା’କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। କିଛି ସପ୍ତାହ ଧରି ଏହା ଟିଆର୍ପି ତାଲିକାରେ ପଛରେ ପଡ଼ିଥିଲା। ଏବେ ଧାରାବାହିକ ସହ ଜଡ଼ିତ ଜଣେ କଳାକାର ଅନୁପମା ଛାଡ଼ିବାକୁ…
୫୦୦ ଡୋଜ୍ କୋଭିଶିଲ୍ଡ୍ ନଷ୍ଟ ହେଲା…
ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜସ୍ଥାନର ଡୁଙ୍ଗରପୁର ଜିଲାରେ ୫୦୦ ଡୋଜ୍ କୋଭିଶିଲ୍ଡ୍ ଡୋଜ୍ ନଷ୍ଟ ହୋଇଛି। ସ୍ଥାନୀୟ…
ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ
ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ…
ପ୍ରିତି ଜିଣ୍ଟାଙ୍କ ପୂର୍ବ ପ୍ରେମିକଙ୍କଠାରୁ ଆରମ୍ଭ କରି ବିକ୍ରମ ଭଟ୍ଟଙ୍କୁ ଡେଟ୍ କରିଛନ୍ତି ଏହି ଅଭିନେତ୍ରୀ; ହେଲେ ଆଜି ବି ଅବିବାହିତା…
ବମ୍ବେ: ୨୦୦୦ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ ଜରିଆରେ ବଲିଉଡ୍ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ଆଜି ହେଉଛି ହାପି ବର୍ଥ ଡେ। ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି ସେ। ଏହି ଅବସରରେ…
ଏତିକି ଟଙ୍କାର ବଙ୍ଗଳାରେ ରୁହନ୍ତି ଅଭିନେତ୍ରୀ ସୋନମ କପୁର
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ କପୁରଙ୍କୁ ନିଜ କ୍ୟାରିୟର୍ ଗଢିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ସେ ପକେଟ ଟଙ୍କା…
ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ୍ଡାଉନ
ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍.ଏ.):କରୋନା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର ବୋଲଗଡ଼ ଗ୍ରାମ ତୃତୀୟାପଡା ସାହିରେ ଚଢ଼ାଉ କରି ୨୨ ପେଟି ମଦ ଜବତ କରିବା…
ସ୍ବପ୍ନରେ ଏସବୁ ଦେଖିଲେ…
ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ ଅଛି ଯାହାକୁ ଦେଖିଲେ ଅର୍ଥହାନୀର ପୂର୍ବ ସୂଚନା ମିଳେ। ଶୁଭ ସ୍ବପ୍ନ ଦେଖିଲେ ଧନଲାଭର…
ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…
ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି। ଏଠାରେ ସ୍ତ୍ରୀ ବାପଘରକୁ ଚାଲିଯିବା ଯୋଗୁଁ ସ୍ବାମୀ ଏତେ ମର୍ମାହତ ହୋଇପଡ଼ିଲେ ଯେ ସେ…
୨୫୮ ବିଦ୍ୟାଳୟରେ ‘ଷ୍ଟେମ୍’ ଶିକ୍ଷାର ଶୁଭାରମ୍ଭ
ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ପକ୍ଷରୁ ‘ଷ୍ଟେମ୍’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି…
Archives


