ଏହି ୩ ଜିନିଷ ତ୍ୱଚାରେ ଆଣିଥାଏ ଚମକ

ତ୍ୱଚାରେ ଚମକ ଆସିବା ପାଇଁ ଅନେକ ଲୋକ ଚାହିଁଥାନ୍ତି। ଏସବୁ ଜିନିଷ ଆମ ଘରେ ହିଁ ରହିଥାଏ। ସେଥିରୁ ନଡ଼ିଆ ତେଲ, ଘି କୁଆଁରୀ ଏବଂ ବାଦାମ ଦେଲ ସବୁଠୁ ଉପକାରୀ।

ନଡ଼ିଆ ତେଲ:
ଏଥିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍‌, ଭିଟାମିନ ଇ, ଲିନୋଲିକ ଏସିଡ୍‌ ଏବଂ ଫ୍ଲରିକ୍‌ ଏସିଡ୍‌ ଭରପୂର ପରିମାଣର ରହିଛି। ଯାହା ଏକ ଉତ୍ତମ ମଶ୍ଚରାଇଜର ଅଟେ। ଏଥିରେ ଥିବା ଲିନୋଲିକ୍‌ ଏସିଡ୍‌ ଚର୍ମର ପ୍ରାକୃତିକ ଲିପିଡ୍‌ ପ୍ରତିବନ୍ଧକକୁ ରକ୍ଷା କରି ଚର୍ମର ଆର୍ଦ୍ରତା ବଜାୟ ରଖେ। ଯେହେତୁ ନଡ଼ିଆ ତେଲ ଚର୍ମ ଦ୍ୱାରା ସହଜରେ ଶୋଷିତ ହୁଏ, ଏହା ଅତ୍ୟଧିକ ଶୁଷ୍କ ଚର୍ମକୁ ମଧ୍ୟ ଆର୍ଦ୍ର କରିଥାଏ। ନଡ଼ିଆ ତେଲକୁ ପ୍ରତିଦିନ ଲଗାଇବା ଦ୍ୱାରା ଚର୍ମ ତ୍ୱଚା କୋମଳ ହୁଏ।

ଘି କୁଆଁରୀ:
ଏଥିରେ ଭିଟାମିନ ‘ଏ’, ବି-୧୨, ‘ସି’ ଏବଂ ‘ଇ’ ପ୍ରଚୁର ପରିମାଣରେ ରହିଛି। ଏହା ମଧ୍ୟ ଶୁଷ୍କତା ହେତୁ କୁଣ୍ଡେଇରୁ ମୁକ୍ତି ଦେଇଥାଏ। ଘି କୁଆଁରୀ ପତ୍ରରୁ ଜେଲ୍‌ ବାହାର କରି ଚର୍ମରେ ଲଗାଇବା ଲାଭଦାୟକ ହୋଇଥାଏ।

କ୍ଷୀର:
କ୍ଷୀରରେ ଭିଟାମିନ ଏ, ଭିଟାମିନ ଡି ଏବଂ ଲାକ୍ଟିକ ଏସିଡ୍‌ ଭରପୂର ମାତ୍ରାରେ ରହିଛ। ଯାହା ଚର୍ମର ପୁଷ୍ଟିକର ଏବଂ ମଶ୍ଚରାଇଜିଂ ଏଜେଣ୍ଟ ଅଟେ। ଯଦି କେବେ ଚର୍ମରେ ଷ୍ଟ୍ରେଚ କିମ୍ବା ଶୁଷ୍କତା ଦେଖାଦିଏ ତେବେ କ୍ଷୀରକୁ ସିଧାସଳଖ ଚର୍ମରେ ଲଗାନ୍ତୁ। ଏହା ତ୍ୱଚାକୁ କୋମଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ କନ୍ୟାର ସୌନ୍ଦର୍ଯ୍ୟ ନଦେଖି ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

ସ୍ବାସ୍ଥ୍ୟ ସମସ୍ୟା ବି ଦୂର କରେ ଅଳଙ୍କାର…

ଭାରତୀୟ ସଂସ୍କୃତିରେ ଶୃଙ୍ଗାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ମହିଳାମାନେ ନାକରେ କାନରେ ବେକରେ ତଥା ହାତ ଏବଂ ଗୋଡ଼ରେ ଭିନ୍ନ ଭିନ୍ନ ଧାତୁରେ ନିର୍ମିତ ହୋଇଥିବା...

ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ...

ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ ….

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

ପ୍ରକୃତିର ବରଦାନ: ମା’ର ଖାଦ୍ୟ

ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲର୍‌ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ...

କୋଲୋନ୍‌ କ୍ୟାନ୍‌ସର ଓ ଭେଣ୍ଡି

କୋଲୋନ୍‌ କ୍ୟାନ୍‌ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଭେଣ୍ଡି ଉପକାରୀ ସାବ୍ୟସ୍ତ ହୋଇଥାଏ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଭେଣ୍ଡିର ସ୍ବାସ୍ଥ୍ୟୋପକାରୀ ଗୁଣ ସମ୍ପର୍କରେ ଗବେଷଣା କରିବା...

ଦାନରେ କେବେ ହେଲେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା...

ଖାଦ୍ୟ ପାଇଁ ଡାଏରୀ

ନୀରୋଗ ହେବା ଲାଗି ଓଜନକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।  ତେଣୁ କେଉଁ ସମୟରେ କ’ଣ କ’ଣ ଖାଇଲେ ଏବଂ ସେଥିରୁ ଶରୀରକୁ କେତେ କ୍ୟାଲୋରି...

Advertisement
Archives

Model This Week