Home Left

ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା କରିଥିଲେ। ଏହି ଟିମ୍‌ରେ ଫିଲ୍ମ ନିର୍ମାତାଙ୍କ ସହ ଅଭିନେତ୍ରୀ ୟୁଲିଆ ପେରେସିଲ୍‌ଡ୍‌ ଅଭିନୟ କରିବାକୁ…

ଦଙ୍ଗା କଲେ ସାତପିଢି ପର୍ଯ୍ୟନ୍ତ ଦେବେ ଜରିମାନା: ଯୋଗୀ

ଲକ୍ଷ୍ନୌ,୧୭ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟରେ ଗତ ସାଢେ ୪ ବର୍ଷ ହେବ ଗୋଟିଏ ବି ଦଙ୍ଗା ହୋଇ ନାହିଁ । ପୂର୍ବରୁ ରାଜ୍ୟର ପରିଚୟ ଥିଲା ଦଙ୍ଗା, କାରଣ ସରକାର ଦଙ୍ଗାକାରୀଙ୍କୁ ପ୍ରଶ୍ରୟ ଦେଉଥିଲେ…

ଦଳ ଚାମ୍ପିଅନ୍‌ ହେବା ପରେ କାହାକୁ ପ୍ରଥମେ ଫୋନ କରିଥିଲେ ଧୋନୀ

ଶାରଜା,୧୭।୧୦: ଆଇପିଏଲ୍‌ ୨୦୨୧ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବାଜି ମାରି ନେଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଚତୁର୍ଥଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି। ମ୍ୟାଚ୍‌ ଜିତିବା ପରେ ଧୋନୀ ଏବଂ ଦଳର ଅନ୍ୟ ଖେଳାଳି ପଡିଆରେ ଥିଲେ। ଏହି ସମୟରେ…

ରେଳ ଷ୍ଟେଶନରେ ଏମିତି ଗୀତରେ ଡ୍ୟାନ୍ସ କଲେ ଯୁବତୀ, ୟୁଜର୍ସ ହେଲେ ପାଗଳ

ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ ହେଉଛି ତାହା କହି ହେଉ ନାହିଁ। ବର୍ତ୍ତମାନ ଏକ ରେଳଷ୍ଟେଶନରେ ଜଣେ ଯୁବତୀ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେଉଛି। ଯୁବତୀ ଜଣକ ପ୍ଲାଟଫର୍ମରେ ‘ସାତ୍‌ ସମୁଦର ପାର୍‌’ ଗୀତରେ ଡ୍ୟାନ୍ସ କରୁଥିବା ନଜର…

ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ

ପାରଳାଖେମୁଣ୍ଡି,୧୭।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କୁ ଏସ୍‌କର୍ଟ କରି ନେଉଥିବା ଗାଡ଼ିଟି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ…

କବାଡ଼ି ଖେଳିଲେ ଭାରତ ଓ ଆମେରିକା ସୈନ୍ୟ

ୱାଶିଂଟନ,୧୭।୧୦:ଭାରତୀୟ ଓ ଆମେରିକୀୟ ସୈନିକ ମାନଙ୍କ ମଧ୍ୟରେ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ଖେଳ ଶନିବାର ଅନୁଷ୍ଠିତ ହୋଇଛି। ବରଫ ଭାଙ୍ଗିବା କାର୍ଯ୍ୟକଳାପର ଅଂଶ ଭାବରେ ଉଭୟ ଦଳର ସୈନିକ ମାନଙ୍କ ମଧ୍ୟରେ କବାଡି , ଫୁଟବଲ ଏବଂ ଭଲିବଲ ର ମ୍ୟାଚ ଖେଳାଯାଇଛି।…

ବାହାଘର କଥା ନେଇ ମୁହଁ ଖୋଲିଲେ ଭିକି!

ମୁମ୍ବାଇ:ବଲିଉଡ୍‌ରେ ଭିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ନେଇ ଚର୍ଚ୍ଚା ଚାଲିଛି। ବହୁ ଦିନ ଧରି ଉଭୟ ଡେଟରେ ଯିବା ସହ ଦୁହିଁକୁ ଅନେକ ସମୟରେ ସାଙ୍ଗରେ ଦେଖିବାକୁ ମିଳିଛି। ପରସ୍ପର ପ୍ରେମ ସମ୍ପର୍କରେ ଥିବା ସହ ବିବାହ ନିର୍ବନ୍ଧ…

ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ: କୋହଲି ଦେଲେ ଦୃଢ ଜବାବ

ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନ ମାଟିରେ ଆଜିଠାରୁ ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟରେ ସମଗ୍ର ବିଶ୍ୱର ଆଖି ରହିଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ। ଏହି ମ୍ୟାଚ ପୂର୍ବରୁ ଭାରତ ଅଧିନାୟକ ବିରାଟ କୋହଲି ଏବଂ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ କୋହଲିଙ୍କୁ ଟିକେଟ୍‌ ମାଗିଲେ ସାଙ୍ଗ: ଜବାବ ମିଳିଲା ଏମିତି

ଦୁବାଇ,୧୭।୧୦: ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି…

ଫୁଲର ଏରୋପ୍ଲେନ୍‌

ଦୁବାଇର ମିରାକଲ୍‌ ଗାର୍ଡେନ, ସ୍ବର୍ଗର ଅନୁଭୂତି ଏଇ ପୃଥିବୀରେ ହିଁ ଦେଇଥାଏ। ଚାରିଆଡ଼େ ଫୁଲର ପସରା ସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି। ଯିଏ ଥରେ ଏଠାକୁ ଯାଇଛି ଜୀବନସାରା ଭୁଲିପାରେନା ତା’ର ମନଲୋଭା ସୌନ୍ଦର୍ଯ୍ୟକୁ। ୨୦୧୬ ଡିସେମ୍ବର ୨ ତାରିଖରେ…

ଟିକା ନେଲେ ଉପହାର ମିଳିବ ମୋବାଇଲ-ଟିଭି…

ଇମ୍ଫାଲ୍‌,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସାର୍ବଜନୀକ ଟିକାକରଣ ଅଭିଯାନରେ ଲୋକଙ୍କୁ ଟିକାଦାନ କରାଯାଉଛି। ତେବେ ମଣିପୁରରେ ଟିକା ନେଲେ ମୋବାଇଲ୍‌ ଏବଂ ଟିଭି ଉପହାରରେ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି…

ମନୀଷ ମୃତ୍ୟୁ ମାମଲା: ୩ ଅଭିଯକ୍ତଙ୍କୁ ମିଳିଲା ରିମାଣ୍ଡ ଅନୁମତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଇନ୍‌ଫୋସିଟି ପୋଲିସ। ସୋମବାରଠରୁ ସେମାନଙ୍କୁ ରିମାଣ୍ଡରେ ପୋଲିସ ନେବ । ଏ ନେଇ ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?