Home Left

ଭାଜପାରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ ସିପିଆଇ ନେତା କର୍ମୀ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଚିକଲଖଣ୍ଡି ପଞ୍ଚାୟତରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ଚିକଲଖଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ନାରାୟଣ ରେଡ୍ଡୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସିପିଆଇ କର୍ମୀମାନେ ଶଙ୍କର ରାଓ ଙ୍କ…

କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ

ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା।…

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ଦୀର୍ଘ ଏକ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସନା ସୈୟଦ। ପ୍ରେମିକ ଇମାଦ ଶମ୍ସିଙ୍କୁ ବିବାହ କରିଛନ୍ତି ସେ। କରୋନା କଟକଣା ଯୋଗୁ ବହୁତ କମ୍‌ ଅତିଥିଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି। ଏବେ ଉଭୟଙ୍କ ବିବାହର ଏକାଧିକ…

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ ସେସନରେ ମାତ୍ର ୧୭୦ ରନ୍‌ରେ ଆଉଟ୍‌ ହେବାକୁ ନେଇ ସୋସିଆଲ ମିଡିଆରେ କଟୁ ସମାଲୋଚନା…

କୋହଲିଙ୍କୁ ନୁହେଁ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉ: ଡବ୍ଲୁଟିସି ଫାଇନାଲ ହାରିବା ପରେ…

ନୂଆଦିଲ୍ଲୀ,୨୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପୁଣି ଥରେ ପ୍ରଶବାଚୀ ସୃଷ୍ଟି ହୋଇଛି। ଅନେକ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ କୋହଲିଙ୍କ କାନ୍ଧରୁ ତିନୋଟି ଫର୍ମାଟରେ ନେତୃତ୍ୱ ନେବା ଦାୟିତ୍ୱ କମ୍‌…

ଗଞ୍ଜାମ ଜିଲାରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା : ଆଜି ୨ ମୃତ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ। ପୁଣି ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରେ ୭୯ ଜଣଙ୍କ ଜୀବନ ଗଲାଣି। ମିଳିଥିବା…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା ଅଫିସ,୨୭ା୬(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ  ନାଏକଙ୍କୁ ରବିବାର ତାଙ୍କ ଗ୍ରାମର ରମିତ ଧୁରୁଆ (୧୯) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାକାରୀ ରମିତଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ପୂର୍ବତନ କୁଳପତି ନାଏକ କଅଁରମାଲ…

ସ୍ବପ୍ନକୁ ନେଇ ସାତକଥା

ସ୍ବପ୍ନ ସମସ୍ତେ ଦେଖନ୍ତି, ମଣିଷ ଠାରୁ ଜୀବଜନ୍ତୁ ଯାଏ। ହେଲେ ସ୍ବପ୍ନକୁ ନେଇ ଏମିତି କିଛି କଥା ଅଛି ; ଯାହା ଅନେକେ ହୁଏତ ଜାଣି ନଥିବେ… ୧- ଆମେ ସାଧାରଣତଃ ଚାରିରୁ ପାଞ୍ଚଟି ବଡ଼ ସ୍ବପ୍ନ ଦେଖୁ। ମାତ୍ର ଉଠିବା…

୯୦ ବର୍ଷୀୟା ଫିଟନେସ୍‌ ଟ୍ରେନର୍‌: ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର…

୯୦ ବର୍ଷ ବୟସରେ ଲୋକେ ଭଲରେ ଚାଲି ବୁଲି ପାରନ୍ତିନି। ଏମିତି କି ନିଜର ଦୈନନ୍ଦିନ କାମରେ ବି ଅନ୍ୟର ସାହାଯ୍ୟ ଲୋଡ଼ନ୍ତି। କିନ୍ତୁ ଜାପାନର ୯୦ ବର୍ଷୀୟା ମହିଳା ତାକିସିମା ମିକା ପରିଣତ ବୟସରେ ପାଲଟିଛନ୍ତି ଫିଟନେସ୍‌ ଟ୍ରେନର୍‌। ଆଉ…

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ସାରା ଅଲୀ ଖାନ୍‌ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କର ଗର୍ଜିୟସ ଲୁକ୍‌ ସହିତ ଅଭିନୟ ଦ୍ୱାରା ପ୍ରଶଂସକମାନଙ୍କ ହୃଦୟ ଜିଣିଥାନ୍ତି। ସାରାଙ୍କ ପିଉସୀ ସବା ଅଲୀ ଖାନ୍‌ ସୋସିଆଲ ମିଡିଆରେ ସାରାଙ୍କ କିଛି ପିଲାଦିନର ଫଟୋ…

ସଙ୍ଗୀତ: ପଢିଲେ କବିତା ଗାଇଲେ ଗୀତ

ପ୍ରାୟ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ତାଙ୍କର ସାହିତ୍ୟ, ସଙ୍ଗୀତ, ଭଜନ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ରହିଛି ସ୍ବତନ୍ତ୍ର ପରିଚୟ । ଲୋକକଳା, ଲୋକନୃତ୍ୟକୁ ନେଇ ଗୀତଲେଖିବା ଓ ରୂପଦେବାରେ ସେ ସିଦ୍ଧହସ୍ତ … ଅଭିମାନିନୀ ଏ ଅମାନିଆ…

କେତେ ଦିନ ବଲିଉଡ୍‌ର ନକଲ କରିବ, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ରାନଙ୍କ ପ୍ରଶ୍ନ..

ଲାହୋର,୨୭।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଶ୍ନ କରି କହିଛନ୍ତି ଯେ, ଆଉ କେତେ ଦିନ ବଊିଉଡ୍‌କୁ ନକଲ କରିବ, ଏବେ ନିଜର ପ୍ରକୃତ ପ୍ରତିଭାର ପରିଚୟ ଦିଅ। ସବୁବେଳେ ଓରିଜିନାଲିଟିକୁ ହିଁ ପ୍ରାଧାନ୍ୟ ମିଳିଥାଏ। ମାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri