ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଟିରୁ ଭୁଲ ବଶତଃ ବାହାରି ଯାଇଥିଲା ‘ଶହୀଦ ଲାଦେନ’
ଇସ୍ଲାମାବାଦ,୨୭।୬: ଆମେରିକା ଦ୍ୱାରା ଆବ୍ବତାବାଦରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଓସାମା ବିନ ଲାଦେନଙ୍କୁ ଶହୀଦ କରି ଦିଆଯାଇଥିଲା। ଗତବର୍ଷ ଜୁନରେ ଆମେରିକାରେ ଜାତୀୟ ସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସେତେବେଳେ ବିଶ୍ୱ…
ଅଗଷ୍ଟ ସୁଦ୍ଧା ୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଟିକା
ନୂଆଦିଲ୍ଲୀ, ୨୭।୬: ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ ପାଇଁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ସୁଦ୍ଧା କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଇତିମଧ୍ୟରେ ଜାଇଡସ୍ କାଡିଲା କମ୍ପାନୀର ଭାକ୍ସିନର କ୍ଲିନିକାଲ…
ଟିକା ଆସିଲେ ଖୋଲିବ ସ୍କୁଲ
ନୂଆଦିଲ୍ଲୀ,୨୭।୬: ପିଲାଙ୍କ ପାଇଁ କୋଭିଡ୍-୧୯ ଟିକା ପ୍ରସ୍ତୁତ ହେବା ଏକ ବଡ଼ ସଫଳତା। ଏହା ଉପଲବ୍ଧ ହେବା ପରେ ସ୍କୁଲ ଖୋଲିବା ସହ ଅନ୍ୟାନ୍ୟ କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ୍ ଗୁଲେରିଆ ରବିବାର କହିଛନ୍ତି।…
ସପା ରାସ୍ତାରେ ମାୟାବତୀ
ଲକ୍ଷ୍ନୌ,୨୭।୬: ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍ପି)ନିକଟରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ଅନୁରୂପ ବାଟ ବାଛିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ତାଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସ୍ପି) ମଧ୍ୟ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ…
ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା
ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ ଆର୍ମି ଏଡ଼ି କଲେଜର ନାଏକ ଭାବେ କାର୍ଯ୍ୟ କରୁଥିବା ଆନନ୍ଦ ସିଂ (୩୦)। ମିଳିଥିବା…
ପୁଣି ରେକର୍ଡ କଲେ ଲେଡି ସେହ୍ବାଗ
ବ୍ରିଷ୍ଟଲ,୨୭।୬: ଲେଡି ସେହ୍ବାଗ ଭାବେ ଜଣାଶୁଣା ଭାରତୀୟ ଓପନର ଶେଫାଳି ବର୍ମା ରବିବାର ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ପଦାର୍ପଣ କରିଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି…
ଗଛ ମୂଳେ ଆଶ୍ରୟ ନେବା ହେଲା କାଳ
ଆନନ୍ଦପୁର/ଘସିପୁରା,୨୭। ୬: ରବିବାର ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ନାରଙ୍ଗପୁର…
ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ନ ନେବା ବଡ଼ ଭୁଲ
ନୂଆଦିଲ୍ଲୀ,୨୭।୬: ଦଳର ଶ୍ରେଷ୍ଠ ସୁଇଙ୍ଗ ବୋଲର ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ଗସ୍ତରେ ନ ନେବା ଭାରତୀୟ ଦଳର ସବୁଠୁ ବଡ଼ ଭୁଲ। ଏହାବାଦ୍ ଶାର୍ଦ୍ଦୁଳ ଠାକୁରଙ୍କୁ ୧୫ ଜଣିଆ ଦଳରେ ସାମିଲ ନ କରିବା ଭାରତୀୟ ଦଳକୁ ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍…
୫ ଜିଲାରେ ପ୍ରବଳ ବର୍ଷା: ୟେଲୋ ୱାର୍ନିଂ ଜାରି
ଭୁବନେଶ୍ବର,୨୭।୬: ରାଜ୍ୟର କିଛି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟର ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଏହି ୫ ଜିଲାରେ…
ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ଅଣ୍ଟା ଭିଡ଼ୁଛି ଭାଜପା: ୩ ନୂଆ କମିଟି ଗଠନ
ଭୁବନେଶ୍ୱର ୨୭।୬(ବ୍ୟୁରୋ): ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଭାଜପା ସାଂଗଠନିକସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ତେବେ ବିଜେଡି ସଂଗଠନକୁ କ୍ରିୟାଶୀଳ…
ଭାଜପାରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ ସିପିଆଇ ନେତା କର୍ମୀ
ଛତ୍ରପୁର,୨୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଚିକଲଖଣ୍ଡି ପଞ୍ଚାୟତରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ଚିକଲଖଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ନାରାୟଣ ରେଡ୍ଡୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସିପିଆଇ କର୍ମୀମାନେ ଶଙ୍କର ରାଓ ଙ୍କ…
କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ
ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା।…
Archives


