Posted inଜାତୀୟ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜଙ୍କ ସାଥିଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭ ।୧୧: ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା କଥା ବାରମ୍ବାର ମିଛ କହି ଆସୁଥିବା ବେଳେ ଏବେ ଏହାର ଆଉ ଏକ ପ୍ରମାଣ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି କି ପାକିସ୍ତାନ ଅସଲରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଓ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି । ସୂଚନାଯୋଗ୍ୟ, ଲାହୋର ହାଇକୋର୍ଟ ଆତଙ୍କବାଦୀ ହାଫିଜ ସୟିଦଙ୍କ ସାଥୀମାନଙ୍କୁ ମୁକ୍ତ କରି ଦେଇଛି । ଏମାନଙ୍କ ନାଁରେ ଅଭିଯୋଗ ଥିଲା କି ଏମାନେ ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିଲେ । ଅର୍ଥାତ୍ ଏମାନେ ସମସ୍ତଙ୍କ ଉପରୁ ଟେରର ଫଣ୍ଡିଂ ମାମଲାକୁ ହଟାଇ ଦିଆଯାଇଛି । ଏହାଦ୍ୱାରା ପୁଣିଥରେ ସାରା ବିଶ୍ୱ ସାମ୍ନାରେ ପାକିସ୍ତାନ ସରକାରଙ୍କ ମିଛ ଧରାପଡିଛି । ସୂଚନାଯୋଗ୍ୟ, ଆତଙ୍କବାଦୀ ହାଫିଜ ସୟିଦ ଜମାତ-ଉଦ-ଦାୱା ନାମକ ସଙ୍ଗଠନ ଚଳାଉଥିବା ବେଳେ ଏବେ ଏହା ଲସ୍କର-ଇ-ତେଏବା ନାମରେ ଜଣାଶୁଣା । ୨୦୦୮ରେ ମୁମ୍ବାଇରେ ଯେଉଁ ଆକ୍ରମଣ ହୋଇଥିଲା ସମସ୍ତ ଆକ୍ରମଣ ଲସ୍କର ଦ୍ୱାରା କରାଯାଇଥିଲା । ଏଥିରେ ୧୭୦ ଲୋକଙ୍କ ଜୀବନ ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭେଙ୍କିଆ ନାଇଡୁଙ୍କୁ ବିଦାୟ, ଯୁବବର୍ଗଙ୍କୁ ଆଗେଇବା ପାଇଁ କାମ କରିଥିବା କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୮।୮ : ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ବିଦାୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆପଣ ଦେଶର ଯୁବବର୍ଗଙ୍କୁ ଆଗେଇବା ଲାଗି କାର୍ଯ୍ୟ...

୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ମୁଖ୍ୟମନ୍ତ୍ରୀ ବିଜୟନ-ଝିଅଙ୍କୁ ଆଶ୍ୱସ୍ତି: କୋର୍ଟରେ ଅଭିଯୋଗ ଖାରଜ…

ଥିରୁଭାନନ୍ତପୁରମ,୨୬।୮ : କେରଳର ଭିଜିଲାନ୍ସ କୋର୍ଟ ପିନାରାଇ ବିଜୟନ ଏବଂ ତାଙ୍କ ଝିଅଙ୍କୁ ଆଶ୍ୱସ୍ତି ମିଳିଛି। ସିଏମଆରଏଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ଆଇଟି କମ୍ପାନୀ...

ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୧।୫: ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍‌ପି ଏମ୍‌ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି। ସୋମବାର ଲୋକ...

ଆଜି କୋର୍ଟରେ ହାଜର ହେବେ ଅତିକ୍‌ଙ୍କ ପୁଅ ଉମର

ଲକ୍ଷ୍ନୌ,୨୧।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ପୁଅ ଉମରଙ୍କୁ ଶୁକ୍ରବାର ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ। ଉମର ବର୍ତ୍ତମାନ ଲକ୍ଷ୍ନୌ ଜେଲରେ ଅଛନ୍ତି। ଭିଡିଓ କନଫରେନ୍ସିଂ...

ଦୂର ହେବ କରୋନା: ଦେଶର ପ୍ରଥମ ‘ପ୍ଲାଜମା ବ୍ୟାଙ୍କ’ର ଉଦ୍‌ଘାଟନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଭଲ କାମ କରୁଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦେଶର ପ୍ରଥମ ‘ପ୍ଲାଜମା...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ...

କେଜିଏଫ୍‌ ଦେଖି ସିରିଏଲ କିଲର

ଭୋପାଳ, ୩ା୯: ମଧ୍ୟପ୍ରଦେଶରେ ସିକ୍ୟୁରିଟି ଗାର୍ଡଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ସିରିଏଲ କିଲରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଦ୍ୟାବଧି ୫ ଜଣଙ୍କ...

Advertisement
Archives

Model This Week