ବଞ୍ଚିଥିବା ଶିକ୍ଷକଙ୍କୁ ଡକାଗଲା ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ
ଠାଣେ,୨।୭: ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ଥିବା ଜଣାଇବା ପାଇଁ ଠାଣେର ମ୍ୟୁନିସିପାଲ କର୍ପୋରେଶନ ଅଫିସରୁ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଆସିଥିଲା ଫୋନ କଲ୍। ଶିକ୍ଷକ ଜଣଙ୍କ ଯୁକ୍ତିରେ ଦର୍ଶାଇଥିଲେ ସେ ବଞ୍ଚିଛନ୍ତି। କିନ୍ତୁ କିଛି ଲାଭ ମିଳି ନ ଥିଲା।…
ଓଡ଼ିଶାରେ ପହଞ୍ଚିଲା ୯ଲକ୍ଷ କୋଭିସିଲ୍ଡ ଟିକା
ଭୁବନେଶ୍ୱର,୨।୭: ରାଜ୍ୟରେ ଶୁକ୍ରବାର ୯ଲକ୍ଷ ୪୩ ହଜାର ୯୩୦ ଡୋଜ କୋଭିସିଲ୍ଡ ଟିକା ପହଞ୍ଚିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହି ଟିକା ସମସ୍ତ ଜିଲାକୁ ପଠାଯିବ । ଗୁରୁବାର ୧ଲକ୍ଷ କୋଭିସଲ୍ଡ ଟିକା ଆସିଥିଲା…
ସେକ୍ସ ପାଇଁ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ କୁହାଯାଇଥିଲା
ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍ ପାଡି ଅପଟନ ଏ ସମ୍ପର୍କରେ ତାଙ୍କ ଆତ୍ମଜୀବନୀ ‘ଦି ବେୟାରଫୁଟ୍ କୋଚ୍’ରେ ଉଲ୍ଲେଖ କରିଛନ୍ତି। ସେକ୍ସ ପାଇଁ…
ବଢୁଛି ଡେଲ୍ଟା ପ୍ଲସ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୨ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଥିବା ବେଳେ ଦିନକୁ ଦିନ ଏହାର ନୂଆ ଭାରିଏଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ହୋଇଥିବା ଖବରଦାତା ସମ୍ମିଳନୀରେ ନିତି ଆୟୋଗର…
ଟିମ୍ ଇଣ୍ଡିଆର ଦୁର୍ବଳତା ଦେଖାଇଲେ କିମ୍ବଦନ୍ତୀ ଖେଳାଳି
ଲଣ୍ଡନ,୨।୭: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଠାରୁ ୦-୧ରେ ଟେଷ୍ଟ ସିରିଜ୍ ହାରିବା ପରେ ଇଂଲଣ୍ଡ ଦଳକୁ ସମାଲୋଚନା କରିଥିଲେ ମାଇକେଲ ଭନ ଓ ନାସିର ହୁସେନଙ୍କ ଭଳି ପୂର୍ବତନ ଅଧିନାୟକ। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅଭାବ ଓ ଜୋଫ୍ରା ଆର୍ଚ୍ଚରଙ୍କ ଅନୁପସ୍ଥିତି…
ପଶ୍ଚିମବଙ୍ଗ ରାଜନୀତି ସରଗରମ: ମୋଦିଙ୍କୁ ଚିଠି ଲେଖିଲେ ଟିଏମ୍ସି ଏମ୍ପି
କୋଲକାତା,୨ ।୭: ପଶ୍ଚିମବଙ୍ଗ ବିଧାନସଭାର ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ ସଲିସିଟର ଜେନରାଲ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରିବା ପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ତ୍ରୁଣମୂଳ କଂଗ୍ରେସ (ଟିଏମ୍ସି)ଏମ୍ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି…
ସିଲେକ୍ଟ କାଉଣ୍ଟି ଏକାଦଶ ସହ ଓ୍ବାର୍ମଅପ୍ ମ୍ୟାଚ୍ ଖେଳିବ ଭାରତ
ଲଣ୍ଡନ,୨।୭: କୋଭିଡ୍-୧୯ ନିୟମକୁ ପାଳନ କରିବା ସହିତ ଭାରତୀୟ ଦଳକୁ ଅଭ୍ୟାସ ପାଇଁ ଏକ ଓ୍ବାର୍ମଅପ୍ ମ୍ୟାଚ୍ ଦେବା ଦିଗରେ କାମ କରୁଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)। ଜୁଲାଇର ତୃତୀୟ ସପ୍ତାହରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍…
ସୁସ୍ଥ ହେଉଛନ୍ତି ଟ୍ରାଜେଡି କିଙ୍ଗ
ମୁମ୍ବାଇ,୨ ।୭: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାର ବୟସାଧିକ୍ୟ ରୋଗ ଯୋଗୁ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଥିବା ଜଣାପଡିଛି । ଦିଲିପଙ୍କ ନିକଟତର ବନ୍ଧୁ ଫୈଜଲ ଫାରୁକି…
ପତ୍ନୀଙ୍କ ଓଢ଼ଣୀକୁ ଧରି ଡ୍ୟାନ୍ସ କଲେ ବିରାଟ
ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍ମା ଶର୍ମା ବେଷ୍ଟ କପଲ ଭାବେ ଜଣାଯାଏ। ଦୁହେଁ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପ ହେଉ କି ଫଟୋ ଓ ଭିଡିଓ…
ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ
କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ ୱାର୍କ ଆଉଟ୍ କରି ଦିଆଯାଇଥିଲା । ରାଜ୍ୟପାଳ ଜଗଦୀପ ଧନଖଡ ତାଙ୍କର ଅଭିଭାଷଣ ଆରମ୍ଭ…
ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…
ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର ଦାୟାଦ ବବି ଦେଓଲଙ୍କ କଥା। ଏବେ ବବି ବିବାହିତ। ତାଙ୍କର ଛୁଆ ବଡ଼ ହେଲେଣି।…
ବଢ଼ୁଛି ସୁସ୍ଥ ସଂଖ୍ୟା, ହ୍ରାସ ପାଉଛି ସକ୍ରିୟ ମାମଲା: ସ୍ବାସ୍ଥ୍ୟମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨।୭: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ଓ ମେ’ରେ ଦେଶରେ କରୋନା ଆତଙ୍କ ଖେଳାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି। କରୋନା ପିକ୍ରେ ରହିବା ପରେ ଏବେ ସକ୍ରିୟ…
Archives


