Home Left

ଟୁଇଟରେ ଟ୍ରେଣ୍ଡ କରୁଛି #ଜଷ୍ଟିସ୍‌ଫରସଞ୍ଜୁ

ନୂଆଦିଲ୍ଲୀ,୧୧।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ନିକଟରେ ଘୋଷିତ ହୋଇଥିଲା ୧୬ ଜଣିଆ ଭାରତୀୟ ଦଳ। ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର…

କୂଅରୁ ମିଳିଲା ପ୍ରଥମ ସ୍ତ୍ରୀଙ୍କ ମୃତଦେହ: ସ୍ବାମୀଙ୍କ ସହ ଦ୍ୱିତୀୟ ସ୍ତ୍ରୀ ଅଟକ

ବାରିପଦା ଅଫିସ,୧୧।୧୧: ବାରିପଦା ସଦର ଥାନା ପୋଲିସ ବୁଧବାର ଚନ୍ଦନପୁର ପଞ୍ଚାୟତ ଅଧୀନ ବୈଦ୍ୟପୁର ଗ୍ରାମର ଏକ କୂଅରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଜବତ କରିଛି। ମହିଳା ଜଣକ ହେଲେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କରମୀ(୪୫)। ଏ ସଂକ୍ରାନ୍ତରେ କରମୀଙ୍କ…

ଟେଷ୍ଟରେ ରାହାନେ ନେବେ ନେତୃତ୍ୱ

ନୂଆଦିଲ୍ଲୀ,୧୧।୧୧: ଚଳିତ ମାସର ପରବର୍ତ୍ତୀ ଭାଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱ ନେବେ। ବରିଷ୍ଠ ଓପନର ରୋହିତ ଶର୍ମାଙ୍କୁ…

ନବାବ ମଲିକଙ୍କୁ ଆଇନଗତ ନୋଟିସ ପଠାଇଲେ ଫଡନଭୀସ୍‌ଙ୍କ ସ୍ତ୍ରୀ

ମୁମ୍ବାଇ,୧୧।୧୧: ମୁମ୍ବାଇ ଡ୍ରଗ୍ସ ମାମଲା ପରଠାରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏବଂ ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି। ଗୁରୁବାର ଫଡନାଭୀସଙ୍କ ସ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏକ…

ଜୁନିୟର ହକି ବିଶ୍ୱକପ୍‌; ଭାରତୀୟ ଦଳରେ ୩ ଓଡ଼ିଆ ସାମିଲ

ଭୁବନେଶ୍ବର,୧୧।୧୧: ହକି ଇଣ୍ଡିଆ ପକ୍ଷରୁ ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଟିମରେ ଓଡିଶାରୁ ୩ଜଣଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ।…

ନୂଆ ବର୍ଷରେ ନୂଆ ଡିଜିପି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଡିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ। ତାଙ୍କ ଅବସର ନେଇ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି । ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡିଜିପି ଅଭୟ। ଏଣୁ ନୂଆବର୍ଷରେ ରାଜ୍ୟକୁ ନୂଆ ଡିଜିପି ମିଳିବା…

ଶୁକ୍ରବାର ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ଜରୁରୀକଳୀନ ଓ ମେଡିକାଲ ସେବାକୁ…

ମିଥ୍ୟା ଶିଶୁ ନିର୍ଯାତନା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ…

ଥିରୁଭାନନ୍ତପୁରମ୍‌,୧୧।୧୧: ଶିଶୁ ନିର୍ଯାତନା ନେଇ ମିଥ୍ୟା ଅଭିଯୋଗ ଦ୍ୱାରା ଅଭିଯୁକ୍ତଙ୍କ ଜୀବନରେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ଏଭଳି ଅଭିଯୋଗ ମାତାପିତାଙ୍କ ବିରୋଧରେ ଅଣାଗଲେ ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କେରଳ ହାଇକୋର୍ଟ…

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ସଫଳତା: ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ,୧୧ ।୧୧: ଜମ୍ମୁ-କଶ୍ମୀରରେ ଅଶାନ୍ତ ବାତାବାରଣ ସୃଷ୍ଟି କରିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା ଚଳାଇଛି । ହେଲେ ଭାରତୀୟ ସେନା ଏହାର କଡା ଜବାବ ଦେଇ ଚାଲିଛନ୍ତି । ଜମ୍ମୁ-କଶ୍ମୀରର କୁଲଗାମରେ ଗୁରୁବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି ।…

ହନିମୁନରେ ଯିବେନି

ବମ୍ବେ: ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ହାତ ଧରିବେ ସେ। ବିବାହ ସ୍ଥାନ, ଅତିଥିଙ୍କଠାରୁ ଆରମ୍ଭ କରି ପୋଷାକକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ପୂର୍ବରୁ…

ବିବାଦରେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୧୧ ।୧୧: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିିଦ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗୋଟିଏ ଦିନ ପୂର୍ବରୁ ଉନ୍ମାଚିତ ହାଇଥିବା ତାଙ୍କ ପୁସ୍ତକରେ ହିନ୍ଦୁତ୍ୱକୁ ନେଇ କିଛି କଥା କୁହାଯାଇଛି । ଯାହାକୁ ନେଇ ଏବେ…

କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧାର

ନିରାକାରପୁର,୧୧।୧୧(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ପଞ୍ଚାୟତ ମୋଟା କାଜୁ ଜଙ୍ଗଳରୁ ଟାଙ୍ଗୀ ବ୍ଲକ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରାଯାଇଛି। ବୈଦନାଥ ବୁଧବାର ଅଫିସ କାର୍ଯ୍ୟ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?