ମିଳିଗଲା ଯୋଡ଼ି

ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସେ ଆଗଉଛନ୍ତି। ଆଉ ସେତିକିବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ନବାଗତ ପ୍ରଯୋଜକ କେ. ତମନ୍ନା। ଦୁହିଁଙ୍କର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ଏବଂ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର ‘କଟକ ଓ୍ବେଡ୍‌ସ ସମ୍ବଲପୁର’। କଟକ ଏବଂ ସମ୍ବଲପୁରର ଚାଲିଚଳଣି, ପରମ୍ପରାକୁ ଆଧାର କରି ଏହି ଚିତ୍ରଟି ନିର୍ମିତ ହୋଇଛି। ଏ ସମ୍ପର୍କରେ ରମେଶ କହନ୍ତି, ‘ଯେତେବେଳେ କେ. ତମନ୍ନାଙ୍କ ସହ ଭେଟ ହେଲା, ସେତେବେଳେ ତାଙ୍କର ଯୋଜନା ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଆଉ ତା’ପରେ ଦୁହେଁ ଏକାଠି ସିନେମା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲୁ। ‘କଟକ ଓ୍ବେଡ୍‌ସ ସମ୍ବଲପୁର’ କାହାଣୀ, କଳାକାର ଚୟନ, ସଙ୍ଗୀତ, ସଂଳାପ ଏବଂ ଶୁଟିଂ-ସବୁ ଜିନିଷ ପ୍ରତି ସମାନ ଦୃଷ୍ଟି ଦିଆଯାଇଛି। ଦର୍ଶକ ଏଥିରୁ ଶତ ପ୍ରତିଶତ ମନୋରଞ୍ଜନ ପାଇବେ ବୋଲି ମୋର ଦୃଢ଼ ଆଶା ରହିଛି। ଆଗକୁ ଆମେ ମିଳିତ ଭାବରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିବାକୁ ସ୍ଥିର କରିଛୁ। ଆର.ଆର. ଇଭେଣ୍ଟ୍‌ସ ଏବଂ ଷ୍ଟୁଡିଓ ୩୬୫ ବ୍ୟାନରରେ ତଥା ବାପି ଡେଭିଡ୍‌ଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ଚଳିତ ମାସ ୧୯ରେ ପରଦା ଉପରକୁ ଆସିବାକୁ ଯାଉଛି। ସମ୍ବିତ ଏବଂ ନବାଗତା ସୁସ୍ମିତା ପ୍ରଧାନଙ୍କ ବ୍ୟତୀତ କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ପ୍ରଦୀପ ଦେବତା, ଗୁଡ୍ଡୁ, ମହାପ୍ରସାଦ କର (ରାଜା)ଙ୍କୁ ଏହାର ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ କପ୍‌, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି।...

ଛାଡପତ୍ର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରିୟଙ୍କା

ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ଛାଡପତ୍ରକୁ ନେଇ ଗୁଜବ ଖବର ପ୍ରକାଶ ପାଉଛି। ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ...

ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ...

ସାତ ବର୍ଷ ପରେ ଏକାଠି ନଜର ଆସିବେ ଏକତା-ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ଏବେ ଦର୍ଶକଙ୍କର ବେଶ୍‌ ପସନ୍ଦ ଆସୁଛି। ଚଳିତ ବର୍ଷ ଓ ଆସନ୍ତା ବର୍ଷ ତାଙ୍କ ହାତରେ...

ପ୍ରଶଂସକଙ୍କୁ ପ୍ରେମ ବିବାହ କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ମଧ୍ୟ ପରେ ପ୍ରଶଂସକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ ବି...

ଏକଦା ଫିଲ୍ମରେ କାମ ଦେବାକୁ ମନା କରିଥିଲେ ଭାଇ,ହେଲେ ବଲିଉଡ୍‌ର ମହାନ ଖଳନାୟକ ପାଲଟିଥିଲେ…

ବମ୍ବେ: ଭାରତୀୟ ସିନେମାର ମହାନ ଖଳନାୟକଙ୍କ ମଧ୍ୟରୁ ଜଣେ ଥିଲେ ଅମରିଶ ପୁରୀ। ୧୯୩୨ରେ ଜନ୍ମିତ ଏହି ଅଭିନେତା ମିଷ୍ଟର ଇଣ୍ଡିଆ, ନସିବ, ହିରୋ, କୋଏଲା,...

ଖୁସି ଖବର ଦେବା ପରେ କାହିଁକି ରାଗିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପ୍ରଂଶସକଙ୍କୁ ଏକ ଖୁସି ଖବର ଦେଇଥିଲେ। ସେ ଗର୍ଭବତୀ ଥିବା ଜଣାଇଥିଲେ। ପ୍ରଂଶସକ ତାଙ୍କୁ ଏ ନେଇ ଶୁଭେଚ୍ଛା ମଧ୍ୟ...

ମା’ ହେବା ପରେ ଏପରି ନିଷ୍ପତ୍ତି ନେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପପ ଷ୍ଟାର୍‌ ସ୍ବାମୀ ନିକ ଜୋନାସ ସରୋଗେସି ଜରିଆରେ ନିକଟରେ ମାତାପିତା ହୋଇଛନ୍ତି। ଉଭୟ ଜାନୁୟାରୀ ୨୨ରେ ସୋସିଆଲ...

Advertisement
Archives

Model This Week