ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଏଠାରେ ଲୋକମାନେ ପିଲାଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଜାଣନ୍ତୁ ଏହା ପଛରେ ଥିବା କାରଣ…

ଚାଇନାର ଲୋକମାନେ ସେମାନଙ୍କର ପିଲାମାନଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେବା ଦ୍ୱାରା ଶିଶୁଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ ବୋଲି ସେମାନ୍କjରଚାଇନିଜ୍‌ମାନେ ପିଲାଙ୍କୁ ସୁପର ଶକ୍ତିଶାଳୀ କରିବା ନାମରେ ଏପରି ଅଦ୍ଭୁତ କାର୍ଯ୍ୟ କରୁଛନ୍ତି। ଏହା ଦୀର୍ଘଦିନ ଧରି ଚାଇନାରେ ଚାଲିଆସୁଛି।

ଏକ ରିପୋର୍ଟରେ କୁହାଯାଇଛି, ଚାଇନାର ଅଭିଭାବକମାନେ ନିଜ ପିଲାମାନଙ୍କୁ ବୁଦ୍ଧିମାନ କରିବା ପାଇଁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି। ଏହି ଇଞ୍ଜେକ୍ସନ ନେବା ପରେ କର୍କଟ ଏବଂ କେଶ ସମସ୍ୟା ଦୂର ହୋଇପାରିବ ବୋଲି ସେମାନଙ୍କର ଧାରଣା।

କୁକୁଡ଼ା ରକ୍ତରେ ଷ୍ଟେରଏଡ୍‌ ମିଳିଥାଏ, ଯାହା ପିଲାମାନଙ୍କୁ ଅଧ୍ୟୟନ ଏବଂ କ୍ରୀଡ଼ାରେ ସହାୟତା ଯୋଗାଇଥାଏ। ଚାଇନାରେ ପିଲାମାନଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦିଆଯିବା ପାଇଁ ଏକ ପ୍ରତିଯୋଗିତା ବି ଅଛି। ଏହାଦ୍ୱାରା ପିଲାମାନେ ସୁପର ପାଓ୍ବାରଫୁଲ ହୋଇପାଇବେ।

ରିପୋର୍ଟ ଅନୁଯାୟୀ, ଚାଇନାର ପିଲାମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ। ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୭୧ ପ୍ରତିଶତ ପିଲାଙ୍କ ଦୃଷ୍ଟିଶକ୍ତି ଖରାପ ଥିବା ବେଳେ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୮୧ ପ୍ରତିଶତ ପିଲାଙ୍କର ଦୃଷ୍ଟିଶକ୍ତି ଖରାପ। ଏଥିପାଇଁ ବି ପିଲାଙ୍କୁ କୁକୁଡ଼ା ରକ୍ତର ଇଞ୍ଜେକ୍ସନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍‌ଆଇର ଶକ୍ତି ହେବ ବୃଦ୍ଧି

ଇସଲାମାବାଦ୍‌,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍‌ କୋର୍ଡିନେଶନ କମିଟି...

ଜେଲେନସ୍କିଙ୍କ ନୂଆବର୍ଷ ସ୍ବାଗତ ଭାଷଣ ସମୟରେ କ୍ଷେପଣାସ୍ତ୍ର ମାଡ଼ କଲେ ପୁଟିନ…

ମସ୍କୋ/କିଭ୍‌,୧।୧ : ବିଶ୍ୱ ପାଇଁ ନୂଆ ବର୍ଷ ଆରମ୍ଭ ହୋଇଥାଇପାରେ, କିନ୍ତୁ ୟୁକ୍ରେନ ପାଇଁ ପରିସ୍ଥିତି ସମାନ ରହିଛି। ଗୋଟିଏ ପଟେ ବିଶ ୨୦୨୩ ନୂଆବର୍ଷର...

ଓ୍ବାଶିଂଟନ୍‌ ଡିସିକୁ ପୁଣି ଫେରିଲା ମାସ୍କ

ଓ୍ବାଶିଂଟନ୍‌, ୩୦।୭: ଆମେରିକାରେ କରୋନା ପ୍ରକୋପ ପୁଣି ଥରେ ବଢ଼ିବାରେ ଲାଗିଛି। ଲଗାତର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୱାଶିଂଟନ ଡିସିରେ ଜୁଲାଇରେ ଦୈନିକ...

ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ...

ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି।...

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା...

ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…

ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ...

ଯୁଦ୍ଧରେ ପ୍ରତିଦିନ ୧୦୦ ୟୁକ୍ରେନ୍‌ ସୈନ୍ୟଙ୍କ ମୃତ୍ୟୁ ଘଟୁଛି, ଜିତି ପାରିବନି ରୁଷିଆ, କହିଲେ ଜେଲେନସ୍କି…

କ୍ୱିଭ୍‌, ୨।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ପ୍ରତିଦିନ ଅତି କମରେ ୬୦ ରୁ...

Advertisement
Archives

Model This Week